Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ
ପାଟଣାଗଡ଼ :ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ବନଦୂର୍ଗା ସେଣ୍ଟ୍ରାଲ ନର୍ସରୀ ଠାରେ ଉପଖଣ୍ଡ ସ୍ତରୀୟ ଯୁବ ସାମ୍ବାଦିକ ସଂଘ ର କାର୍ଯ୍ୟକାରିଣୀ ବୈଠକ ସଂଘ ର କାର୍ଯ୍ୟକାରି ସଭାପତି କରୁଣାକର ବୁଡେକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ସାମ୍ବାଦିକ ସଂଘ ସଂପାଦକ!-->…
Read More...
Read More...
ଆକାଂକ୍ଷୀ ଜିଲ୍ଲା ଗୁଡିକ ଶିକ୍ଷା ଆକାଂକ୍ଷାକୁ ପୂରଣ କରିବାରେ କେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସାହାଯ୍ୟ କରିବ
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକାଂକ୍ଷୀ ଜିଲ୍ଲା ଗୁଡିକରେ ଶିକ୍ଷା ଆକାଂକ୍ଷାକୁ ପୂରଣ କରିବ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ବୋଲି କହିଛନ୍ତି । ସେ କହିଛନ୍ତି କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ବିବିଧ ସଂସ୍କୃତିରେ ଭରପୁର । କୋରାପୁଟ ବିକାଶର ବିକାଶର ପ୍ରୟୋଗଶାଳା!-->…
Read More...
Read More...
୩ୟ ଲହରକୁ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ଟ୍ୟାକ୍ସଫୋର୍ସ ଗଠନ
ଭୁବନେଶ୍ୱର: ୩ୟ ଲହରର ଆଶଙ୍କା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶିଶୁମାନଙ୍କ ଉପରେ ଏହା ଅଧିକ ପ୍ରଭାବ ପକାଉଛି । ଏଣୁ ଏହାର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ଟ୍ୟାକ୍ସଫୋର୍ସ ଗଠନ କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ । ସେ କହିଛନ୍ତି,!-->…
Read More...
Read More...
୭ ଜିଲ୍ଲାରେ ପ୍ରବଳ ବର୍ଷିବ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍ଆରସି
ଭୁବନେଶ୍ୱର: ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପଶ୍ଚିମକେନ୍ଦ୍ର ବଙ୍ଗୋପସାଗର ନିକଟ ଉତ୍ତରପଶ୍ଚିମରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଉ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ସକାଳ ୮ଟା ୩୦!-->…
Read More...
Read More...
ଜଳିଗଲା ଚଳନ୍ତା ଟ୍ରକ
ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ସହର ନିକଟସ୍ଥ ଏନ୍ଏଚ୍ ୧୬ ରାସ୍ତା ଉପରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଜଳିଯାଇଛି । ଜଳିଯାଇଥିବା ଟ୍ରକରୁ ସୁରକ୍ଷିତ ଭାବେ ଡ୍ରାଇଭର ଓ ହେଲପରଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରିଛନ୍ତି ।
Read More...
Read More...
ରଣେନ୍ଦ୍ରଙ୍କୁ ଦାମଙ୍କ ଟାର୍ଗେଟ
ଭୁବନେଶ୍ୱର: କଥା ଅଛି ଦାମ ତୁଣ୍ଡ । ଦାମ ତୁଣ୍ଡରେ କିଛି ବାଡ ବତା ନାହିଁ । ଯଦିଓ ଏବେ ସେ ଦଳରେ ସକ୍ରୀୟ ନାହାନ୍ତି ତେବେ ମଝିରେ ମଝିରେ ଦାମ ଦୁର୍ନୀତିକୁ ଦେଖିଲେ ମୁହଁ ଖୋଲିଦିଅନ୍ତି । ଏବେ ଜଗତ୍ସିଂହପୁର ଜିଲ୍ଲା ଏରସମା ବ୍ଲକ ନୂଆଡିହି ସେବା ସମବାୟ ସମିତି ଦୁର୍ନୀତିକୁ ନେଇ ବିଜେଡିର!-->…
Read More...
Read More...
ବିଜେଡି ପ୍ରେମରେ ତାରା
ଭୁବନେଶ୍ୱର: ସଚ୍ଚା କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏବେ ବିଜୁ ଜନତା ଦଳ ପ୍ରେମରେ ପଡିଥିବା ଲୋକେ ଟୁପୁରୁ ଟାପର ହେଲେଣି । ଗତ କିଛି ଦିନ ଧରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବହେ ଗାଳି କରିବା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ!-->…
Read More...
Read More...
ଘୁ ଉଦୟଗିରିର ସ୍ମାର୍ଟ ସ୍କୁଲ ସରକାରୀ ବାଳିକା ବିଦ୍ୟାଳୟ ପରିଦର୍ଶନ କଲେ ମୁଖ୍ୟ ଶାସନ
କନ୍ଧମାଳ: ଆଜି ଦୁଇଦିନିଆ କନ୍ଧମାଳ ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ସମନ୍ୱିତରେ ଥିବା ହଳଦୀ ପ୍ରସେସିଙ୍ଗ ୟୁନିଟ ବୁଲି ଦେଖିଲା ପରେ ନୂତନ ଭାବରେ ନିର୍ମାଣ ହୋଇଥିବା ଓପିଟିସିଏଲ 132/133 କେଭି ବିଦ୍ୟୁତ ଷ୍ଟେସନ ପରିଦର୍ଶନ ପରେ ଘୁ ଉଦୟଗିରି ସରକାରୀ ବାଳିକା ବିଦ୍ୟାଳୟ ପରିଦର୍ଶନ!-->…
Read More...
Read More...
ସାର କଳାବଜାରୀ, କାର୍ଯ୍ୟାନୁଷ୍ଠାନ ଶୂନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ସାର ବ୍ୟବସାୟ କରୁଥିବା ଦୋକାନୀ ଚାଷୀଙ୍କ ଠାରୁ ସାରବସ୍ତାରେ ଥିବା ଦାମ ଠାରୁ ଅଧିକା ଦାମ ନେଉଥିବା ଅଭିଯୋଗ ହେଉଛି । ପ୍ରକାଶ ଥାଉକି SPIC DAP ୧୨୧୧ ଟଙ୍କା ୫୫ ପଇସା ଥିବା ବେଳେ ଚାଷୀଙ୍କ ଠାରୁ ୧୩୮୦ ଟଙ୍କା ନେଉ ଥିବା!-->…
Read More...
Read More...
ନୀଳଗିରି ବିଧାୟକ ସୁକାନ୍ତ ନାୟକ ଅସୁସ୍ଥ
ନୀଳଗିରି : ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଖବର ଅନୁଯାୟୀ, ରବିବାର ଦିନ ସକାଳ ସମୟରେ ପୁନଦାଳ ଗାଁରେ ଥିବା ତାଙ୍କ ବାସଭବନରେ ଥିବା ବେଳେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ!-->…
Read More...
Read More...