Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କମ୍ୟୁନିଷ୍ଟ ନେତା ଗୋକୁଳାନନ୍ଦଙ୍କ ପରଲୋକ
ଚଣ୍ଡିଖୋଲ : ବଡ଼ଚଣା ଅଞ୍ଚଳର ଜଣାଶୁଣା ବର୍ଷିଆନ କମ୍ୟୁନିଷ୍ଟ ନେତା ଗୋକୁଳାନନ୍ଦ ଜେନାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା । ସେ ପୂର୍ବରୁ ବଡ଼ଚଣାର ପୂର୍ବତନ ବିଧାୟକ ଦୁଃଶାସନ ଜେନାକୁ ରାଜନୈତିକ ଗୁରୁ ଭାବେ ଗ୍ରହଣ କରି ରାଜନୀତି ଆରମ୍ଭ କରିଥିଲେ । ସେ!-->…
Read More...
Read More...
ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳଙ୍କ ମାହାଙ୍ଗା ଗ୍ରସ୍ତ
ମାହାଙ୍ଗା: ଆରଡିସି ଅନିଲ ସାମଲ ଏବଂ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମାହାଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ପହଂଚି ଥିଲେ। ସେମାନେ ଭଦ୍ରେଶ୍ୱର ସରକାରୀ ମେଡିକାଲ, ବୀରଭଦ୍ରେଶ୍ୱର ମନ୍ଦିର ବୁଲି ଦେଖିବା ସହ ଝଡେଶ୍ୱରପୁର ଏବଂ ଭଗବତୀ ବିଦ୍ୟାପୀଠରେ ପହଂଚି ୫ ଟି କାର୍ଯ୍ୟର ସମୀକ୍ଷା କରିଥିଲେ!-->…
Read More...
Read More...
ଆର୍ଆଇ ପରୀକ୍ଷା ଦେବାରୁ ଶତାଧିକ ପରୀକ୍ଷାର୍ଥୀ ବଞ୍ଚିତ
ଭୁବନେଶ୍ୱର: ରାଜ୍ୟରେ ଅନୁଷ୍ଠିତ ହେଉଥିବା ଆରଆଇ ପରୀକ୍ଷାରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି । ଓଏସଏସଏସସି ପକ୍ଷରୁ ଏହି ପରୀକ୍ଷା ଆୟୋଜିତ ହେଉଥିବା ବେଳେ ଶତାଧିକ ପରୀକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଡମିଟ କାର୍ଡରେ ଯେଉଁ ପରୀକ୍ଷା ସେଣ୍ଟର ଲେଖାଯାଇଛି ସେଠାରେ!-->…
Read More...
Read More...
ଭିଜିଲାନ୍ସ ହାତରେ ବିଜେପୁର ବିଡିଓ
ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବିଜେପୁର ବିଡିଓ । ଭଡା ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ବିନିକା ବ୍ରିଜ ନିକଟରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ ବିଡିଓ ପଦ୍ମନାଭ ସାମନ୍ତଙ୍କୁ ଧରିଛନ୍ତି । ଗାଡିରେ ୩ ଲକ୍ଷ ୫୧ ହଜାର ୩ଶହ ଟଙ୍କା ନେଇ ବିଡିଓ ଯାଉଥିଲେ । ଏହାର କୌଣସି!-->…
Read More...
Read More...
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା
ଦଶପଲ୍ଲା : ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି ନୟାଗଡ଼ ଡ଼ାକ୍ତରଖାନା । ରୋଗୀ ମାନଙ୍କ ସୁବିଧା ନିମନ୍ତେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପରିଚାଳନାର ଅଭାବ ଲାଗି ରୋଗୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଠିକ୍ ରେ ପାଣି ନ ମିଳିବାରୁ ରୋଗୀମାନେ ଡାୟାଲିସିସି୍!-->…
Read More...
Read More...
ଜୋର ଧରିଲା ତାଳଚେର- ଗୋପାଳପୁର ରେଳପଥ ଦାବି
ଦଶପଲ୍ଲା : ନୟାଗଡ ଜିଲ୍ଲା ମଧ୍ୟ ଦେଇ ଯିବାକୁ ଥିବା ତାଳଚେର-ଗୋପାଳପୁର ପ୍ରସ୍ତାବିତ ରେଳପଥ ତୁରନ୍ତ ନିର୍ମାଣ କରିବା ଦାବିରେ ନୟାଗଡ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରକଳ୍ପକୁ!-->…
Read More...
Read More...
ସାନିଟାଇଜ୍ କରାଗଲା ଶ୍ରୀମନ୍ଦିର ପରିସର
ପୁରୀ: ଶ୍ରୀମନ୍ଦିର ପ୍ରଶାସନର ଏସ୍ଓପି ଅନୁଯାୟୀ ଆଜି ଶ୍ରୀମନ୍ଦିରକୁ ସାନିଟାଇଜ କରାଯାଇଛି । ସକାଳୁ ଅଗ୍ନିଶମ କର୍ମଚାରୀମାନେ ଆସି ଶ୍ରୀମନ୍ଦିର ଭିତରେ ଓ ବାହାରକୁ ସାନିଟାଇଜ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ଏସ୍ଓପି ଅନୁଯାୟୀ ପ୍ରତେକ ସପ୍ତାହ ର ଶନିବାର ଓ ରବିବାର ଶ୍ରୀମନ୍ଦିରରେ!-->…
Read More...
Read More...
ଆଜି ବି ବର୍ଷିବ, ୭ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଉ ଦିନଟିଏ ବର୍ଷା ହେବ । ଏ ଲଘୁଚାପ ରାଜ୍ୟରେ ବଡ଼ ବର୍ଷା କରାଇବ ନାହିଁ । ସୋମବାରଠାରୁ ବର୍ଷା ପ୍ରକୋପ କମିବ । ଆସନ୍ତା ୭ ତାରିଖବେଳକୁ ଆଉ ଏକ ଲଘୁଚାପ ସଷ୍ଟି ହେବା ସମ୍ଭାବନା ଅଛି ।କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ!-->…
Read More...
Read More...
ଏସ୍ସିବିରେ ଇକ୍ମୋ ଚିକିତ୍ସା ଆରମ୍ଭ
କଟକ : କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ଆରମ୍ଭ ହୋଇଛି ଇକ୍ମୋ ଚିକିତ୍ସା। ଗତକାଲି ରାତିରୁ ଏଠାରେ ଏହି ଚିକିତ୍ସା ଆରମ୍ଭ ହୋଇଛି। କରୋନାରେ ଆକ୍ରାନ୍ତ ହୋଇଥିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳାଙ୍କୁ କିଛିଦିନ ତଳେ ଏସସିବିରେ ଭର୍ତ୍ତି କରାଯାଇଥିଲା। ତେବେ!-->…
Read More...
Read More...
ପଦ ଛାଡିବା ପରେ ଖୋଲିଲେ ମୁହଁ , କହିଲେ ବିଜେପି ମହିଳା ମୋର୍ଚ୍ଚାରେ ଚାଲିଛି ମନମୁଖୀ କାର୍ଯ୍ୟ
ଭଦ୍ରକ,୨୮/୮- ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସମ୍ପାଦିକା ଏବେ ମୁହଁ ଖୋଲିଛନ୍ତି । ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାରେ କେବଳ ସଭାପତି ଚୟନ ହୋଇଥିବାବେଳେ ଏବେ ମନମୁଖୀ କାର୍ଯ୍ୟ ଜାରିରହିଛି ବୋଲି ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସମ୍ପାଦିକା!-->…
Read More...
Read More...