Browsing Category

ରାଜ୍ୟ

ବୌଦ୍ଧ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ, ଜିଲ୍ଲାରେ ୩୯୬ ମି.ମି ବର୍ଷା ରେକର୍ଡ

ବୌଦ୍ଧ,୧୩/୯- ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଲଘୁଚାପଜନିତ ବର୍ଷା ଯୋଗୁଁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାରାରାତି ବର୍ଷା ହୋଇଥିବାବେଳେ ଆଜି ସକାଳେ ମଧ୍ୟ ବହୁ ଜୋରରେ ବର୍ଷା ହୋଇଥିଲା । ଏତେ ଜୋରରେ ବର୍ଷା ହୋଇଥିଲା ଯେ ଘରୁ ପଦାକୁ ବାହାରିବା ସମ୍ଭବ ହୋଇନଥିଲା ।
Read More...

ସିମନବାଡ଼ି ନାଏବ ସରପଞ୍ଚ ଶ୍ରମିକଙ୍କ ମଜୁରୀ ଟଙ୍କା ଆତ୍ମସାତ କରିବା ଘଟଣା : ତଦନ୍ତ ଆରମ୍ଭ କଲେ ଜିଲ୍ଲା ଶ୍ରମ…

ଦାରିଙ୍ଗବାଡି: ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅନ୍ତର୍ଗତ ସଲାବାଡି ଗ୍ରାମର କିଛି ଲୋକ ମନରେଗା ଯୋଜନାରେ କାମ କରିଥିବା ବେଳେ ୯ ମାସରୁ ଉର୍ଦ୍ଧ୍ୱ ଦିନ ହେବ ମଜୁରୀ ଟଙ୍କା ମିଳିନଥିବା ନେଇ ଜିଲ୍ଲା ଶ୍ରମ କାର୍ଯ୍ୟଳୟରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ କରିବାର ୯ ମାସ
Read More...

ନାଳରେ ଭାସିଗଲେ ଚାଷୀ

ଖୋର୍ଦ୍ଧା: ରାଜ୍ୟରେ ଏବେ ଲଗାଣ ବର୍ଷା ଲାଗି ରହିଛି । ତେଣୁ ବିଭିନ୍ନ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଥିବା ପରି ପରିଲକ୍ଷିତ ହେଉଛି । ତେବେ ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଜଣେ ଚାଷୀ ନାଳରେ ଭାସିଯାଇଛନ୍ତି ଓ ତାଙ୍କର ମୃତ୍ୟୁ ହୋଇଯାଇଛି । ନୂଆପଡ଼ା ପଞ୍ଚାୟତ ମୋରମରସିଂ
Read More...

୧୭ରୁ ରାଜ୍ୟରେ ପୁଣି ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । କାଲିଠାରୁ ବର୍ଷାର ପ୍ରଭାବ କମିବ ବୋଳି କୁହାଯାଉଥିବା ବେଳେ ୧୭ ତାରିଖଠାରୁ ରାଜ୍ୟରେ ପୁଣି ବର୍ଷା ଲାଗି ରହିବ । ବର୍ଷା ସମ୍ପର୍କରେ ଏହି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ
Read More...

ପ୍ରକାଶ ପାଇଲା +୨ କଟ୍‌ଅଫ୍‌ ମାର୍କ

ଭୁବନେଶ୍ବର : ପ୍ରକାଶ ପାଇଲା +୨ କଟ୍‌ଅଫ୍ ମାର୍କ । ସାମ୍ସ ପୋର୍ଟାଲରେ ଉପଲବ୍ଧ ହେଉଛି ମେରିଟ ଲିଷ୍ଟ । ଆଗରେ ରେଭେନ୍ସା ଜୁନିୟର କଲେଜ ରହିଛି । ଚଳିତ ଥର ୪ ଲକ୍ଷ ୩୫ ହଜାର ୯୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ହେଲେ ୩ ଲକ୍ଷ ୮୬ ହଜାର ୪୬୪ ଜଣ ପ୍ରଥମ କଟ୍
Read More...

ରେକର୍ଡ ଭାଙ୍ଗିଲା ବର୍ଷା, ଆହୁରି ଛେଚିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇସାରିଥିବା ବେଳେ ଏବେ ଚାନ୍ଦବାଲିର ପଶ୍ଚିମ-ଉତ୍ତରପଶ୍ଚିମରେ ୨୦ କିଲୋମିଟର ଦୂରରେ ଓ କେନ୍ଦୁଝରଗଡ଼ର ପୂର୍ବ-ଦକ୍ଷିଣପୂର୍ବରେ ୧୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା
Read More...

ଚଳିତ ବର୍ଷ ନିରାଡମ୍ବର ଭାବେ ପାଳନ ହେବ ହରଗୌରୀ ଯାତ୍ରା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଢେରାପଡାରେ ପ୍ରତି ବର୍ଷେ ଅନ୍ତରରେ ପାଳନ ହେଉଥିବା ପ୍ରସିଦ୍ଧ ହରଗୌରୀ ଯାତ୍ରା ଚଳିତ ବର୍ଷ ନିରାଡ଼ମ୍ବର ଭାବେ ପାଳନ କରାଯିବ । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଏପରି ଏକ ନିଷ୍ପତ୍ତି ନିଆଯାଇଛି । ଗତକାଲି ସ୍ଥାନୀୟ ବୁଢିମା କଲ୍ୟାଣ ମଣ୍ଡପ ଠାରେ ହରଗୌରୀ
Read More...

ବେନକେରା ଗାଁରେ ନୂଆଖାଇ ଭେଟଘାଟ ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନକେରା ଗାଁ ଠାରେ ମାଁ ସମଲେଶ୍ୱରୀ କ୍ଲବ ପକ୍ଷରୁ ପଞ୍ଚିମ ଗଣପର୍ବ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ନୃତ୍ୟ ଶିଳ୍ପୀ ଏବଂ ଆଖପାଖ ଗାଁର ନୃତ୍ୟ ଶିଳ୍ପୀମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଝିପିଝିପି
Read More...

ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଶୁ ଆରୋଗ୍ୟ କାମନା କରି ଫୁଲବାଣୀ ବିଜେଡି ପକ୍ଷରୁ ସମୂହ ଦୀପଦାନ

ଫୁଲବାଣୀ: ରାଜ୍ୟ ପଞ୍ଚାୟତ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଦୃଦ ରୋଗରେ ଆକ୍ରାନ୍ତ ହୋଇ ଶନିବାର ଦିନ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମନ୍ତ୍ରୀଙ୍କର ଆଶୁ ଆରୋଗ୍ୟ କାମନକରି କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ପକ୍ଷରୁ ସ୍ଥାନୀୟ ଦଧିବାବନ ମନ୍ଦିରରେ ରବିବାର
Read More...

ଲଘୁଚାପ ଜନିତ ବର୍ଷାର ପ୍ରାକ୍‌ ପ୍ରସ୍ତୁତି ବୈଠକ,ବର୍ତ୍ତମାନ ସ୍ଥିତିରେ ଜିଲ୍ଲାର ସମସ୍ତ ଅଞ୍ଚଳ ଆୟତ୍ତରେ ରହିଛି

ଗଞ୍ଜାମ/ଛତ୍ରପୁର: ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଚେତାବନୀ ପ୍ରକାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଅହରହ ଚାଲିଛି ଏବଂ ଏହା ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପୂର୍ବାନୁମାନ କରାଯାଇଅଛି । ଏହାକୁ ଦୃଷ୍ଟିରେ ରଖି ରବିବାର ଅପରାହ୍ନରେ ଗଞ୍ଜାମ
Read More...