Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସେପ୍ଟେମ୍ବରରେ ତୃତୀୟ ଲହର !
ଭୁବନେଶ୍ୱର : ସେପ୍ଟେମ୍ବରରେ ତୃତୀୟ ଲହର ଆସିବ । ବିଶେଷଜ୍ଞମାନେ ଏନେଇ ଆକଳନ କରିଛନ୍ତି । ଯଦି ସେପ୍ଟେମ୍ବରରେ ତୃତୀୟ ଲହର ଆରମ୍ଭ ହୁଏ , ତେବେ ଏହା ଅକ୍ଟୋବରରେ ପିକ୍ ନେବ । ପିକ ପିରିୟଡ଼ରେ ଶିଶୁ ମାନଙ୍କ ହସ୍ପିଟାଲାଇଜେସନ ୧୦୦ରୁ ୨୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ମାତ୍ର!-->…
Read More...
Read More...
ନୃସିଂହନାଥ ମଠରେ ମାଳତୀ ଝୁଲଣ ଯାତ୍ରା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌଡିୟ ସଂପ୍ରଦାୟର ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ)ରେ ୬ଦିନ ଧରି ଚାଲିଥିବା ମାଳତୀ ଝୁଲଣ ଯାତ୍ରାର ଆଜି ହେଉଛି ଉଦଯାପିତ ।ଶ୍ରାବଣ ମାସର ଶୁକ୍ଳ ପକ୍ଷ ଦଶମୀଠାରୁ ଆରମ୍ଭ ହୋଇ ରାକ୍ଷୀ!-->…
Read More...
Read More...
ଆରମ୍ଭ ହେଲା ସର୍ବସାଧାରଣ ଜଗା ଦର୍ଶନ
ପୁରୀ : ଦୀର୍ଘ ୪ ମାସର ଅପେକ୍ଷାର ଅବସାନ ହୋଇଛି । ଆଜିଠାରୁ ସର୍ବସାଧାରଣଙ୍କ ଲାଗି ଖୋଲିଛ଼ି ଶ୍ରୀମନ୍ଦିର । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଶ୍ରଦ୍ଧାଳୁମାନେ ଆଜିଠୁ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛ଼ନ୍ତି । ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଓ!-->…
Read More...
Read More...
ଜିଲ୍ଲା କାରାଗାରରେ ରକ୍ଷା ବନ୍ଧନ ଉତ୍ସବ
ପୁରୀ : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ରାଷ୍ଟ୍ରୀୟ ସଦଭାବନା ମଞ୍ଚ ଏବଂ ଭାରତୀ ମହିଳା ଶକ୍ତି ଫାଉଣ୍ଡେସନ ତରଫରୁ ଜିଲ୍ଲା କାରାଗାର ପୁରୀରେ ରକ୍ଷାବନ୍ଧନ ଉତ୍ସବ ନିରାଡମ୍ବରେ ପାଳନ କରାଯାଇଥିଲା । କୋଭିଡ କଟକଣା ମାନି ମଞ୍ଚର ସଦସ୍ୟାମାନେ ଅନ୍ତେବାସୀମାନ ଓ ଜେଲର ସମସ୍ତ!-->…
Read More...
Read More...
ସରକାରୀ ଉଚ୍ଚ଼ ବିଦ୍ୟାଳୟ ସୁଡ୍ରେଜୁ ତରଫରୁ ଯବାନମାନଙ୍କୁ ରାକ୍ଷୀ ବନ୍ଧନ ଉତ୍ସବ
ଫୁଲବାଣୀ : ଖଜୁରିପଡା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ଼ ବିଦ୍ୟାଳୟ ସୁଡ୍ରେଜୁ ତରଫରୁ ସୁଡ଼ରୁକୁମ୍ପା ନିକଟରେ ଥିବା ଆଇଆର୍ବି ଯବାନମାନଙ୍କ ହାତରେ ରକ୍ଷା ବନ୍ଧନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଯବାନମାନେ ନିଜର ପରିବାର ଛାଡି ଦେଶ ସେବାରେ ନିଜକୁ ସମର୍ପିତ କରିଛନ୍ତି । ଏହି ପବିତ୍ର!-->…
Read More...
Read More...
ଅଟୋ ଧକ୍କାରେ ବାଲିଗୁଡା ବ୍ଲକ ବିଜେଡ଼ି ସଭାପତି ଆହତ
ବାଲିଗୁଡା,:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ଦଣ୍ଡପଦର ଠାରେ ଏକ ଅଟୋ ବାଲିଗୁଡ଼ାକୁ ଆସୁଥିବା ବେଳେ ବାଲିଗୁଡ଼ା ବ୍ଲକ ବିଜେଡ଼ି ସଭାପତି ଟୁନା ଦାସ ନିଜ ସ୍କୁଟିରେ ମହାସିଙ୍ଗି ଯାଉଥିବା ବେଳେ ବେପରୁଆ ଭାବେ ଅଟୋ ଚଳାଇ ଅଟୋଟି ଧକ୍କା ଦେବାରୁ ଟୁନା ଦାସ ତଳେ ପଡି ଆହତ ହୋଇଥିବା ଜଣା!-->…
Read More...
Read More...
ବୃକ୍ଷକୁ ବନ୍ଧାଗଲା ପୃଥିବୀର ବୃହତ୍ତମ ୧୪ ଫୁଟିଆ ରାକ୍ଷୀ
ବୌଦ୍ଧ,୨୨/୮- ବୌଦ୍ଧ ପଞ୍ଚାୟତ କଲେଜର ଏକ ବୃକ୍ଷରେ ବିଶ୍ୱର ସର୍ବବୃହତ୍ତ ୧୪ ଫୁଟର ଏକ ରାକ୍ଷୀକୁ ପବିତ୍ର ରକ୍ଷା ବନ୍ଧନ ଅବସରରେ ବନ୍ଧାଯାଇଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ୧୪ ଫୁଟର ବୃହତ୍ତତ୍ତ ରାକ୍ଷୀ ତିଆରି କରି ବିଶ୍ୱରେକର୍ଡ!-->…
Read More...
Read More...
ନିଆରା ପରଂପରା ,ବୃକ୍ଷରେ ରାକ୍ଷୀ ବାନ୍ଧିଲେ ଗ୍ରାମବାସୀ
ଦଶପଲ୍ଲା : ଆଜି ସର୍ବତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦଉତ୍ସାହର ସହ ପାଳିତ ହୋଇଛି । ଉତ୍ସବରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧୁଥିବା ବେଳେ ଏକ ନିଆରା ପରମ୍ପରା ଦଶପଲ୍ଲାରେ ଦେଖିବାକୁ ମିଳୁଛି । ଦୀର୍ଘ ବର୍ଷ ହେଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମବାସୀ ଏହି!-->…
Read More...
Read More...
ଟିଟିଲାଗଡରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସ୍ୱାଗତ, ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ
ଟିଟିଲାଗଡ଼: ରବିବାର ଦିନ ଟିଟିଲାଗଡ଼ ସହର ଦେଇ ଏକ ରୋଡ ସୋ କରି ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆସିଥିଲେ । ତାଙ୍କୁ ଟିଟିଲାଗଡ଼ ବିଜେପି ଦଳର କର୍ମକର୍ତ୍ତା, ଟିଟଲାଗଡ ବିକାଶ ସେନାର ସଦସ୍ୟ ମାନେ ଏକ ବିରାଟ ବାଇକ ରାଲି କରି ସହରଭିତରକୁ ପାଛୋଟି ଆଣିଥିଲେ । ଏହି ଅବସରରେ!-->…
Read More...
Read More...
ରକ୍ତ ଜୁଡୁବୁଡୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ରାୟଗଡ: ୩୨୬ ନମ୍ବର ଜାତୀୟ ରାଜପଥ କଡରୁ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିିବା ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଆଜି ସକାଳୁ ଉଦ୍ଧାର କରିଛି ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ପୋଲିସ । ତେବେ ମୃତକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ମୃତ ବ୍ୟକ୍ତିଙ୍କ ବେକକୁ ଏକ ଧାରୁଆ ଛୁରୀରେ!-->…
Read More...
Read More...