Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟିଟିଲାଗଡ଼ ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି କଲା କଂଗ୍ରେସ
ଟିଟିଲାଗଡ଼ : ଠିକ୍ ସମୟରେ ସଠିକ ପରିମାଣର ବର୍ଷା ନ ହେବ ତଥା ଜଳସେଚନର ଘୋର ଅସୁବିଧା ଯୋଗୁଁ ଏହି ବର୍ଷ ଚାଷ ଭଲ ଭାବରେ ହୋଇ ପାରିନାହିଁ, ମାଟିଫାଟି ଆଁ କଲାଣି, ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଚାଷ ଋଣ ବୋଝ ସହ କିପରି ବଞ୍ଚିବ ସେଥିପାଇଁ ସରକାରଙ୍କ ସହାୟତା ଅପେକ୍ଷାରେ ବସି!-->…
Read More...
Read More...
ବଜ୍ରପାତରେ ଚାଷୀଙ୍କଗଲା ଜୀବନ; ସରକାରୀ ସହାୟତା ଦାବୀ
ଗଞ୍ଜାମ /ବେଲଗୁଣ୍ଠା: ସୋମବାର ସକାଳୁ ବେଲଗୁଣ୍ଠା ସମେତ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପଜନିତ ବର୍ଷା ପବନ ଲାଗି ରହିଥିଲା । ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା । ବେଲଗୁଣ୍ଠା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । କୁରୁଳେଇ ଗ୍ରାମରେ ବଜ୍ରାଘାତ ଘଟି ଜଣଙ୍କ ପ୍ରାଣହାନି!-->…
Read More...
Read More...
ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ବୈଠକ
ବୌଦ୍ଧ,୭/୯- ଚଳିତ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୨ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କା ର୍ଯ୍ୟାଳୟଠାରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳମାନଙ୍କୁ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି!-->…
Read More...
Read More...
ବୌଦ୍ଧରେ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ
ବୌଦ୍ଧ,୭/୯- ଜାତୀୟ ସ୍ୱାସ୍ଥ୍ୟ ମିଶନ୍ର ଜିଲ୍ଲା ତାଲିମ କେନ୍ଦ୍ରଠାରେ ୩୬ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ବିଜ୍ଞପିତ ଅଂଚଳର ସମସ୍ତ ଆଶା, ସ୍ୱାସ୍ଥ୍ୟକର୍ମୀ,!-->…
Read More...
Read More...
ବଡ଼ଚଣା ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ସମ୍ବର୍ଦ୍ଧନା
ଚଣ୍ଡିଖୋଲ: ବଡ଼ଚଣା ଭାରତୀୟ ଜନତା ପାର୍ଟି ପକ୍ଷରୁ ମଙ୍ଗଳବାର ସକାଳେ ଚଣ୍ଡିଖୋଲ ଛକଠାରେ କେନ୍ଦ୍ର ଜଳସମ୍ପଦ, ଆଦିବାସୀ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ବିଜେପି ରାଜ୍ୟ ସମ୍ପାଦକ ତଥା ବଡ଼ଚଣା ବିଜେପି ନେତା ଅମର ନାୟକ, ସାଧାରଣ ସମ୍ପାଦକ ଦେବଯାନୀ!-->…
Read More...
Read More...
ଜୁଡୋ କରାଟେ ସ୍କୁଲର ସଫଳତା
ସୁବର୍ଣ୍ଣପୁର : ବୌଦ୍ଧଜିଲ୍ଲାର ରାମଲୀଳା ପଡିଆ ଠାରେ ସ୍ଥାନୀୟ ଆର୍ଟ ଟେମ୍ପୁଲ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଦିନିକିଆ ମାର୍ସଲ ଆର୍ଟ ବେଲ୍ଟ ପରୀକ୍ଷାରେ ସୁବର୍ଣ୍ଣପୁର ଜିଲ୍ଲାର ଜୁଡୋକରାଟେ ସ୍କୁଲର ୭ଜଣ ଛାତ୍ର ଆନ୍ତଃଜିଲ୍ଲା ସ୍ତରରେ କୃତିତ୍ୱର ସହ ବିଭିନ୍ନ ଗ୍ରେଡ଼ ହାସଲ କରିଛନ୍ତି ।!-->…
Read More...
Read More...
ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ ପ୍ରଥମ ଆଙ୍ଗନବାଡ଼ି ପାଠାଗାର ଉଦଘାଟିତ
ସମ୍ବଲପୁର : କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁମାନଙ୍କ ବହୁମୁଖୀ ପ୍ରତିଭା ବିକାଶ ପାଇଁ ଏକ ମହତ୍ୱପୂର୍ଣ୍ଣ ଯୋଜନା ହାତକୁ ନିଆଯାଇଛି । ଏଣୁ ଏଣିକି ସମସ୍ତ ଆଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କ ପାଇଁ "ଆମ ପାଠାଗାର’ର ବ୍ୟବସ୍ଥା ରହିବ । ଚଳିତ ବର୍ଷ!-->…
Read More...
Read More...
ସୀମାନ୍ତରେ ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣ, ଜଣେ ଆହତ
ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଣ୍ଡାରୀ କତାମଗୁଡା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ପୋରଣ । ବିସ୍ପୋରଣ ରେ ଜଣେ ସାଧାରଣ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି । ଆହତ ଗ୍ରାମବାସୀ ଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚେରଲା ଥାନା ପେଟା ଚେରଲା ଗ୍ରାମର ଅଧିବାସୀ!-->…
Read More...
Read More...
ଆବଶ୍ୟକ ହେଲେ ସ୍କୁଲ ବନ୍ଦ ହେବ, ଏମିତି କାହିଁକି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜାଣନ୍ତୁ
ଭୁବନେଶ୍ୱର:ସ୍କୁଲ ପିଲାଙ୍କୁ କରୋନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଆଗରୁ ପିଲାଙ୍କୁ ସଂକ୍ରମଣ ବଢିବା ନେଇ ଆଶଙ୍କା କରାଯାଉଥିଲା । ଏବେ ସଂକ୍ରମଣ ବଢୁଛି କିନ୍ତୁ କେତେ ଜଣଙ୍କ ପାଖରେ ଲକ୍ଷଣ ଅଛି ଆଉ କେତେ ଗୁରୁତର ହେଉଛନ୍ତି ତାକୁ!-->…
Read More...
Read More...
ବ୍ଲୁଫ୍ଲାଗ୍ ବିଚକୁ ବେଳାଭୂମି ସୁରକ୍ଷା ସମିତିର ବିରୋଧ
ପୁରୀ : ପୁରୀ ଜିଲ୍ଲା ପ୍ରଶାସନ ପୁଣି ପୁରୀ ବେଳାଭୂମିର ଚକ୍ର ତୀର୍ଥ ବେଳାଭୂମି ଅଞ୍ଚଳକୁ ବ୍ଲୁଫ୍ଲାଗ ବିଚରେ ପରିଣତ କରୁଥିବା ଅଭିଯୋଗ କରି ଆଜି ବିଭିନ୍ନ ସଙ୍ଗଠନ ମିଳିତ ଭାବେ ବିରୋଧ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରଉ କରିଛନ୍ତି । ସମୁଦ୍ରକୂଳ ଅଞ୍ଚଳରେ ବସବାସ କରୁଥିବା ବସ୍ତିବାସିନ୍ଦା!-->…
Read More...
Read More...