Browsing Category

ରାଜ୍ୟ

ବାତ୍ୟାନିରୋଧକ ବାସଗୃହ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ,୭/୯- ଦୀର୍ଘ ଆଠ ବର୍ଷ ବିତିଯାଇଥିଲେ ମଧ୍ୟ ପୁରୀଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନରେ ଥିବା ଫାଇଲିନ କ୍ଷତିଗ୍ରସ୍ତଙ୍କୁ ଏ ଯାଏ ସହାୟତା ରାଶି ମିଳିନାହିଁ । ତାହାର ପ୍ରତିବାଦରେ କୃଷ୍ଣପ୍ରସାଦ ବ୍ଲକର ଫାଇଲିନ କ୍ଷତିଗ୍ରସ୍ତ ମାନେ ପୁରୀଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ
Read More...

ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା

ପୁରୀ,୭/୯- ଆଜି ସପ୍ତପୁରୀ ଅମାବାସ୍ୟା । ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଆଜିର ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଭଗବାନ ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଆଜି ଠାକୁରଙ୍କ ଅବକାଶ ନିତି ସରିବା ପରେ ଠାକୁରଙ୍କୁ ବେଶ
Read More...

ଏ ଏସ ଆଇ ମହେଶ୍ୱର ବେହେରା ପାଇଲେ ଡିଜିପି ପୁରସ୍କାର

ଗଞ୍ଜାମ,୭/୯ : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଏ ଏସ ଆଇ ମହେଶ୍ୱର ବେହେରା ଙ୍କୁ ଡିଜିପି ପୁରସ୍କାର ସହ ସମ୍ବର୍ଦ୍ଧିିତ କଲେ ଗଞ୍ଜାମ ଏସ. ପି. ବ୍ରିଜେଶ କୁମାର ରାୟ । ଉଲ୍ଲେଖନୀୟ ସେବାପାଇଁ ୨୦୨୦ବର୍ଷରେ ଏହି ଡିଜିପି ଆୱାର୍ଡ ମିଳିଛି ଏ ଏସ ଆଇ ବେହେରାଙ୍କୁ ଭବିଷ୍ୟତରେ ଜନସାଧାରଣଙ୍କ ପ୍ରତି
Read More...

ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାରଙ୍କ କନ୍ଧମାଳ ଜିଲ୍ଲା ପ୍ରବାସ କାର୍ଯ୍ୟକ୍ରମ ଓ ଜିଲ୍ଲା…

କ. ନୂଆଗାଁ,୭/୯- ଆଜି ଭାରତୀୟ ଜନତା ଦଳ ତରଫରୁ ଏକ ଜିଲ୍ଲା କାର୍ଯ୍ୟକର୍ତା ବୈଠକ ସାରଙ୍ଗଡସ୍ଥିତ ମା ମଙ୍ଗଳା କଲ୍ୟାଣୀ ମଣ୍ଡପ ସଭାଗୃରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦିକା ଡ଼. ଲେଖାଶ୍ରୀ ସାମନ୍ତ ସିଂହାର, ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଜଗନ୍ନାଥ
Read More...

ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବାପାଇଁ ଜିଲ୍ଲାପାଳଙ୍କ ଆଉ ଏକ ନିଆରା ପ୍ରୟାସ

ବୌଦ୍ଧ,୭/୯-ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବାପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ପ୍ରତ୍ୟେକ ଦିନ ନୂଆ ନୂଆ ପ୍ରୟାସ ଜାରି ରଖିଛନ୍ତି । ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ସଂସ୍କୃତି ସଂପନ୍ନ ବୌଦ୍ଧଜିଲ୍ଲା ନାମିତ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଦ୍ଧଙ୍କ
Read More...

ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଶିକ୍ଷକ ପର୍ବ ପାଳିତ

ବୌଦ୍ଧ,୭/୯- ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆଜି ଶିକ୍ଷକ ପର୍ବ ୨୦୨୧ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅଭିଭାବକ ଏବଂ ଛାତ୍ର, ଛାତ୍ରୀ ମାନଙ୍କୁ ଶିକ୍ଷକ ପର୍ବ ବିଷୟରେ ଅବଗତ କରାଯାଇ ଏଥିସହିତ ୱେବଲିଙ୍କ ଦିଆଯାଇଥିଲା । କରୋନା କଟକଣାକୁ ନଜରରେ
Read More...

ଲେଖାଶ୍ରୀ ସାମନ୍ତସିଂହାରଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ,୭/୯ : - ଆଜି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ପ୍ରଥମେ କଣ୍ଟାମାଳ ବ୍ଲକ୍‌ ରେ ପହଞ୍ଚିଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା, ଲଣ୍ଡା ଗାଁ ଠାରେ କାର୍ଯ୍ୟକ୍ରମ ସାରି ସିଧାସଳଖ ଖୁଣ୍ଟିଗୋରାଠାରେ
Read More...

ପଛୁଆବର୍ଗ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି କଲା ଭାଜପା

ସମ୍ବଲପୁର : ପଛୁଆ ବର୍ଗ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦାବି କରିଛି ଭାରତୀୟ ଜନତା ପାର୍ଟି । ଆଜି ଏହି ପ୍ରସଙ୍ଗରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଭାଜପାର ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଏହା କହିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ପଛୁଆ ବର୍ଗଙ୍କ ସାମାଜିକ,
Read More...

ନୂଆଁଖାଇ ପାଇଁ ସମଲେଇ ମନ୍ଦିରକୁ ଆସିଲା ନୂଆ ଧାନ

ସମ୍ବଲପୁର : ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ମନ୍ଦିରରେ ପ୍ରତିବର୍ଷ ନୂଆଁଖାଇ ଭୋଗ ପାଇଁ ସ୍ଥାନୀୟ ବଲବସପୁରରୁ ନୂଆଁ ଧାନ ଆସିଥାଏ ଓ ଏବର୍ଷ ପାଇଁ ଆଜି ପହଞ୍ଚିଛି । ପ୍ରତିଷ୍ଠିତ ପରମ୍ପରା ଅନୁଯାୟୀ ଏଥିରୁ ବିଧିପୂର୍ବକ ଚାଉଳ କଢା ଯାଇ ସେଥିରୁ ପ୍ରସ୍ତୁତ ଖିରୀକୁ ମାଁ ସମଲେଇଙ୍କ
Read More...

ପୋଖରୀରେ ବୁଡି ବାପାଝିଅ ମୃତ

ନୂଆପଡା : ପୋଖରୀରେ ବୁଡି ବାପାଝିଅ ମୃତ୍ୟୁବରଣ କରିଥିବା ଭଳି ଏକ ଖବର ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଏନ୍‌ଏସି ସାଲେଭଟା ଗାଁରେ । ଉଭୟଙ୍କ ମୃତଦେହ ଗ୍ରାମବାସୀ ଉଦ୍ଧାର କରିଥିବା ଜଣାପଡିଛି । ଖବର ଅନୁଯାୟୀ ଉଭୟ ବାପାଝିଅ ଆଜି ସକାଳେ ଗାଧୋଇବାକୁ ପୋଖରୀକୁ
Read More...