ବିଜେଡିରେ ମିଶିଲେ ଚନ୍ଦ୍ରଶେଖର

0 191

ଭୁବନେଶ୍ୱର : କିଛି ହେଲା ଲାଗି ରହିଥିବା କଳ୍ପନାଜଳ୍ପନା ଆଜି ଶେଷ ହୋଇଛି । ଶେଷରେ କଂଗ୍ରେସ ସହ ଦୀର୍ଘ ଦିନର ସଂପର୍କ ତୁଟାଇ ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ।ନିଜ କର୍ମୀ ଓ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, କୋଟପଡା ନିର୍ବାଚନ ମଣ୍ଡଳୀର ଏହି ଶକ୍ତି ନେତା କଂଗ୍ରେସର ଗଡକୁ ଜଗି ରହିଥିଲେ । ତେବେ ୨୦୧୯ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହେବା ପରେ ଦଳରେ ସେତେଟା ସକ୍ରିୟ ନଥିଲେ । ଦଳରେ କୋଣଠେସା ହେବା ସହ ଗୁରୁତ୍ୱ ଦିଆଯାଉନଥିଲା । ତେଣୁ ସେ କଂଗ୍ରେସ ଛାଡି ବିଜେଡିରେ ମିଶିଲେ ବୋଲି ଜଣାପଡିଛି ।

hiring
hiranchal ad1
Leave A Reply

Your email address will not be published.

7 + six =