Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜି.ଉଦୟଗିରି ଏନଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ଜି.ଉଦୟଗିରି : ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ୨୦୨୧ ପାଳିତ ହୋଇଯାଇଛି । ସୂଚନା ଅନୁଯାୟୀ ସକାଳ ଘ ୪.୩୦ ମି ସମୟରେ ସହରରେ ରାମଧୁନ ପରିବେଷଣ କରାଯାଇଥିବା ବେଳେ ଘ ୭.୩୦ ମି ସମୟରେ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଇତିଶ୍ରୀ ଷଡଙ୍ଗୀ!-->…
Read More...
Read More...
କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
ଫୁଲବାଣୀ,୩୧/୮- ସମଗ୍ର ଓଡିଶାରେ ପବିତ୍ର ସ୍ୱାୟତ ଶାସନ ଦିବସ ସରକାରଙ୍କ କୋଭିଡ ନିୟମ ପ୍ରକାରେ କେବଳ କର୍ମଚାରୀମାନଙ୍କୁ ନେଇ ପାଳନ କରାଯାଇଛି । ଫୁଲବାଣୀ ପୌର ପରିଷଦରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଯୋଗଦେଇ ଜାତୀୟପତାକା ଉତ୍ତୋଳନ କରିଥିଲେ । କାର୍ଯ୍ୟ ନିର୍ବାହୀ!-->…
Read More...
Read More...
ଦିବ୍ୟ ।ଙ୍ଗ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ଚାକିରୀକୁ ସ୍ଥାୟୀ ନିମନ୍ତେ ଦାବିପତ୍ର
ବୌଦ୍ଧ/ଜହ୍ନ ।ପଙ୍କ,୩୧/୮- ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ୧୬ ଜଣ ଭିନ୍ନକ୍ଷମ ଶିକ୍ଷକ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଦିବ୍ୟ ।ଙ୍ଗ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ଦୀର୍ଘ ୧୧ ବର୍ଷ ନିରବଛିନ୍ନ ଭାବେ କାର୍ଯ୍ୟକରି ଆସୁଛନ୍ତି । କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ!-->…
Read More...
Read More...
ଧାର୍ଯ୍ୟ ହେଲା ସୋନପୁର ଗଡ଼ଜାତର ନୁଆଁଖାଇ ଲଗ୍ନ
ସୁବର୍ଣ୍ଣପୁର,୩୧/୮-ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଏବେ ଜୋରଦାରିଆ ସଜବାଜ ଚାଲିଛି । ପ୍ରତିବର୍ଷ ଭାଦ୍ରବ ପଂଚମୀ ତିଥିରେ ନୂଆଁଖାଇ ଆସୁଥିଲେ ହେଁ ନିଜ ନିଜର ଇଷ୍ଟଦେବୀଙ୍କୁ ନେଇ ଅଲଗା ଅଲଗା ଅଂଚଳ ପାଇଁ ଭିନ୍ନ ପ୍ରକାରେ ଲଗ୍ନ ସ୍ଥିର ହୋଇଥାଏ । ଏବର୍ଷ ପଣ୍ଡିତ ମହାସଭା ଜଗନ୍ନାଥ!-->…
Read More...
Read More...
ଶ୍ରୀଜିଉଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତା ଗୋବିନ୍ଦା
ପୁରୀ :ବଲିଉଡ ଅଭିନେତା ଗୋବିନ୍ଦା ଆଜି ଶ୍ରୀମନ୍ଦିର ଆସି ରତ୍ନସିଂହାସନ ରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ମହାପ୍ରଭୁଙ୍କର ସେ ଜଣେ ପରମ ଭକ୍ତ। ପ୍ରଭୁଙ୍କ ଡାକରାରେ ହେ ପୁରୀ ଆସିବାର ସୌଭାଗ୍ୟ ପାଇଛନ୍ତି। କୋଭିଡ୍ ଦ୍ୱିତୀୟ ଲହରିରେ କଟକଣା ଭିତରେ ଶ୍ରୀମନ୍ଦିରରେ!-->…
Read More...
Read More...
ପଶ୍ଚିମ ଓଡ଼ିଶା ସକାଶେ ପାତାଳୀ ଶ୍ରୀକ୍ଷେତ୍ରରୁ ବାହାରିଲା ନବାନ୍ନ ଭକ୍ଷଣର ନିର୍ଦ୍ଧାରିତ ଲଗ୍ନ
ସୁବର୍ଣ୍ଣପୁର : ଭାଦ୍ରବ କୃଷ୍ଣପକ୍ଷ ନବମୀ , ନନ୍ଦଉସବ ଦିବସରେ ସୁବର୍ଣ୍ଣପୁର ଜିଲ୍ଲା ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲେଇଠାରେ ଜିଲ୍ଲାର ବରିଷ୍ଠ ପଣ୍ଡିତ ମଣ୍ଡଳୀ ଙ୍କ ଦ୍ୱାରା ପାତାଳୀ ମଣ୍ଡପ ଠାରେ କୋଭିଡ଼ କଟକଣାକୁ ମାନି ଉଲୁଣ୍ଡା ତହସିଲଦାର ପୂର୍ଣ୍ଣ ଚନ୍ଦ୍ର ନାଏକ ଓ ଟୁରିଷ୍ଟ!-->…
Read More...
Read More...
ଟାଟା ପାୱର କମ୍ପାନୀର ମନୋମୁଖୀ କାର୍ଯ୍ୟ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ
ସମ୍ବଲପୁର:ଓଡ଼ିଶାରେ ବିଦ୍ୟୁତ ବିତରଣ ଦାୟିତ୍ୱ ଟାଟା ପାୱାର ହାତକୁ ଗଲାପରେ ଗ୍ରାହକ ମହଲରେ ଚାରିଆଡେ ଅସନ୍ତୋଷ ଦେଖାଦେଇଛି । କରୋନା ମହାମାରୀ ସମୟରେ ବିଦ୍ୟୁତ ଶୁଳ୍କବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲ୍ଟେଜ ସମସ୍ୟା, ଶୁଳ୍କ ଆଦାୟ ସମୟରେ କର୍ମଚାରୀଙ୍କ ଦାଦାଗିରି, ତ୍ରୁଟିପୂର୍ଣ୍ଣ!-->…
Read More...
Read More...
ଆସିଲା ସେପ୍ଟେମ୍ବର ଗାଇଡଲାଇନ, ହଟିଲା ସପ୍ତାହାନ୍ତ ସଟଡାଉନ
ଭୁବନେଶ୍ୱର : ରାଜ୍ୟ ସରକାର ଆସନ୍ତା ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି । ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କୋଭିଡ କଟକଣାକୁ ଅନେକାଂଶରେ କୋହଳ କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁଯାୟୀ ସେପ୍ଟେମ୍ବର ୧ ତାରିଖରୁ ଅକ୍ଟୋବର ୧ ତାରିଖ ଯାଏଁ!-->…
Read More...
Read More...