Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀ ତରଫରୁ ବୃକ୍ଷ ରକ୍ଷାବନ୍ଧନ ପାଳିତ
ବୌଦ୍ଧ,୨୨/୮:- ପବିତ୍ର ରକ୍ଷାବନ୍ଧନ ଦିବସ ଅବସରରେ ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀ ତରଫରୁ ଏକାଡେମୀର ଉପସଭାପତି ଧ୍ରୁବଚରଣ ଘିବେଲାଙ୍କ ନେତୃତ୍ୱରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ବୌଦ୍ଧଠାରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଛି । ରକ୍ଷା ବନ୍ଧନର ମହତ୍ୱ ଉପରେ ଆଲୋଚନା ପରେ ବିଦ୍ୟାଳୟ!-->…
Read More...
Read More...
ଅସହାୟଙ୍କୁ ଛତା ଜୋତା ବଣ୍ଟନ
ହରଭଙ୍ଗା,୨୨/୮:-ପୁରୁଣାକଟକର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ରାଧେଶ୍ୟାମ ଅଗ୍ରୱାଲ ଓ ତାଙ୍କର ଧର୍ମପତ୍ନୀ ସରସ୍ୱତୀ ଦେବୀ ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ପୁରୁଣାକଟକ ଓ ଆଖପାଖ ଅଂଚଳର ଶତାଧିକ ବୃଦ୍ଧ ବୃଦ୍ଧା ଓ ଅସହାୟ ମାନଙ୍କୁ ଛତା ଜୋତା ଆଦି ବଣ୍ଟନ କରିଛନ୍ତି ।
!-->!-->!-->!-->!-->…
Read More...
Read More...
କାଲିଗାଡୁ ହିଲଟପ୍ର ମନୋରମ ଦୃଶ୍ୟ ଦେଖିଲେ କନ୍ଧମାଳ ଜିଲ୍ଲାପାଳ, ଉଠାଇଲେ ଫଟୋ
କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ସ୍ଥିତ ରାଜାଗାଡା ଜଳପ୍ରପାତ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ଦେବାକୁ ଦାବୀ ଜୋର ହେଉଛି । ଏକ ବର୍ଷ ନ ପୁରୁଣୁ ଏହି ପଞ୍ଚାୟତ ସମିତି ଅନ୍ତର୍ଗତ ମାଲିକାପଡି ପଞ୍ଚାୟତ!-->…
Read More...
Read More...
ଶ୍ରୀମନ୍ଦିରରେ ରକ୍ଷାବନ୍ଧନ ଓ ବଳଭଦ୍ର ଜନ୍ମ ଉତ୍ସବ
ପୁରୀ : ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ ଉତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜିର ଦିନରେ ଭଉଣୀ ସୁଭଦ୍ରା ଦୁଇଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇଥିଲେ । ପାଟରା ବିଶୋୟୀଙ୍କ ଦ୍ୱାର ନିର୍ମିତ ସ୍ୱତନ୍ତ୍ର!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ରକ୍ଷାବନ୍ଧନର ଶୁଭେଚ୍ଛା
ପୁରୀ: ରକ୍ଷା ବନ୍ଧନ ଉତ୍ସବକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଏହି ଦିବସର ଶୁଭେଚ୍ଛା ଦେଇଛନ୍ତି । ସେହିପରି ବୃକ୍ଷରୋପଣର ସଚେତନତା ବାର୍ତା ମଧ୍ୟ ଦେଇଛନ୍ତି ବାଲୁକା!-->…
Read More...
Read More...
ବିରଳ ବ୍ରହ୍ମ କମଳ ଫୁଲ ଦେଖିବାକୁ ଭିଡ଼
ସାଲେପୁର: ବ୍ରହ୍ମ କମଳ ଏକ ବିରଳ ଫୁଲ,ଯାହା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ବୋଲି ପୌରାଣିକ ମତ ଅନୁସାରେ ଉଲ୍ଲେଖ ଅଛି । ରାତିରେ ଏହି ଫୁଲ ଫୁଟି ଦିନରେ ମଉଳି ଯାଏ । ଏହି ଧଳା ରଙ୍ଗର ଫୁଲଟି ପ୍ରଭୁ ନାରାୟଣଙ୍କ ଭାରି ପ୍ରିୟ । ତେଣୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏହି ଫୁଲ ଅର୍ପଣ କରାଯାଏ!-->…
Read More...
Read More...
ରାଜ୍ୟରେ ଆଉ ନୂଆ ସଂକ୍ରମିତ ୮୫୩, ୬୯ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୫୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ!-->…
Read More...
Read More...
ରକ୍ଷାବନ୍ଧନ ନିମନ୍ତେ ଘୁ. ଉଦୟଗିରି ଚଳଚଞ୍ଚଳ, ରାକ୍ଷୀ ଓ ମିଠା କିଣିବାପାଇଁ ଗ୍ରାହକଙ୍କ ଭିଡ଼
ଘୁ.ଉଦୟଗିରି,୨୧/୮- ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ସାରା ଜୀବନ ସବୁ ବିପଦ ଆପଦ ବେଳେ ରକ୍ଷା କରିବାପାଇଁ ଭଉଣୀଟିଏ ତାର ଭାଇକୁ ରକ୍ଷାବନ୍ଧନ ବାନ୍ଧି ଥାଏ । ଏହି ରକ୍ଷା ବନ୍ଧନ ଭାଇ ଓ ଭଉଣୀର ଅତୁଟ ପ୍ରେମ ଓ ଅନାବିଳ ସ୍ନେହର ଏକ ପବିତ୍ର ବନ୍ଧନ । ଏହି ପର୍ବ ଶ୍ରାବଣ!-->…
Read More...
Read More...
ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ,୫୦ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ
ଭୁବନେଶ୍ୱର,୨୧/୮- ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭହେଲା ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ । ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ । ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି!-->…
Read More...
Read More...
ବୌଦ୍ଧ ନିର୍ବାଚନ ମଣ୍ଡଳୀ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ
ବୌଦ୍ଧ,୨୧/୮- ବୌଦ୍ଧଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରସ୍ଥ ପଞ୍ଚାୟତ ଭବନଠାରେ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟକୁ ନେଇ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରଦିପ କୁମାର ଅମାତ ବୈଠକରେ ଅଧ୍ୟକ୍ଷତା କରିବା ସହିତ କୋଭିଡ ମହାମାରୀ ସମୟରେ!-->…
Read More...
Read More...