Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୀରନରସିଂହପୁର ପଂଚାୟତରେ ଦୁର୍ନୀତି ଅଭିଯୋଗ ଆଣିଲେ ପଂଚାୟତବାସୀ
ହରଭଙ୍ଗା,୨୧/୮ - ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବୀରନରସିଂହପୁର ଗ୍ରାମ ପଂଚାୟତର ଜନସାଧାରଣ ପଂଚାୟତରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ୭ ନମ୍ବର ୱାର୍ଡ ସଭ୍ୟ କେଦାର ମହାକୁଡ଼ଙ୍କ ନେତ୍ରୁତ୍ୱରେ ପଂଚାୟତର ଏକ ପ୍ରତିନିଧି ଦଳ ଉପ-ଜିଲାପାଳ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପଂଚାୟତ ପିଇଓଙ୍କ!-->…
Read More...
Read More...
ଟ୍ରକ୍ ଧକ୍କାରେ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି
ରାୟଗଡ: ରାୟଗଡ ଜିଲ୍ଳା ଶେଷଖାଲ ଥାନା ଅନ୍ତର୍ଗତ ଅତଡା ଗ୍ରାମ ନିକଟ ମୁଖ୍ୟ ରାସ୍ତାରେ ଗତକାଲି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ସଂପର୍କୀୟମାନେ ଦାବି କରିଛନ୍ତି । ଆଜି ରାୟଗଡ-କେରଡା ମୁଖ୍ୟ ରାସ୍ତାର କାଂଚକାୱାଲସା ଛକଠାରେ!-->…
Read More...
Read More...
ସିଆରପିଏଫ ଯବାନଙ୍କୁ ରାକ୍ଷୀ ବାନ୍ଧିଲେ ଜୁପିଟର ସ୍କୁଲ ଛାତ୍ରୀ
ରାୟଗଡ: କୋଭିଡ-୧୯ ଗାଇଡଲାଇନକୁ ପାଳନ କରି ରାୟଗଡ ସହରର ଜୁପିଟର ଇଣ୍ଟର ନ୍ୟାସନାଲ ସ୍କୁଲ ଛାତ୍ରୀ ଓ ଶିକ୍ଷୟତ୍ରୀମାନେ ୪ର୍ଥ ବାଟାଲିୟନ ସିଆରପିଏଫ ଯବାନମାନଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ରାୟଗଡ ସହର ଇନ୍ଦିରା ନଗର ସ୍ଥିତ ୪ର୍ଥ ବାଟାଲିୟନ ହେଡକ୍ୱାଟର୍ସ ପରିସରରେ ଆଜି ରାକ୍ଷୀ ବନ୍ଧନ!-->…
Read More...
Read More...
ମୂର୍ତ୍ତି ଭାଙ୍ଗିଲା ନା ଭାଙ୍ଗିଦେଲେ!
ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ନିକଟ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି । ତେବେ କାମ ଆରମ୍ଭରୁ ବହୁଚର୍ଚ୍ଚିତ ଘୋଡା ନିକଟରେ ଥିବା ନର୍ତ୍ତକୀ ମୂର୍ତ୍ତି ଭାଙ୍ଗିଯାଇଛି । ମୂର୍ତ୍ତି ସ୍ଥାନାନ୍ତର ବେଳେ ଗୋଟିଏ ନର୍ତ୍ତକୀ ମୂର୍ତ୍ତି ଭାଙ୍ଗିଯାଇଥିବା ସୂଚନା ମିଳିଛି । ତେବେ ଏହି ମୂର୍ତ୍ତି!-->…
Read More...
Read More...
ଚାଷୀ ତାଲିକାରେ ବ୍ୟାପକ ଅନିୟମିତତା, ଧାରଣାରେ ବସିଲେ ଚାଷୀ
ଦଶପଲ୍ଲା: ନୟାଗଡ ଜିଲ୍ଲା ଶରଣକୁଳ ସେବା ସମବାୟ ସମିତିରେ ଗତ ଦୁଇବର୍ଷ ମଧ୍ୟରେ ଚାଷୀ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି । ସମିତିର ସମ୍ପାଦକ ନକଲି ଏବଂ ଭୁତ ଚାଷୀଙ୍କ ନାଁରେ ପ୍ରାୟ ୧ କୋଟି ଟଙ୍କା ହଡପ କରିଥିବାର ଅଭିଯୋଗ ଆଣିଛନ୍ତି । ତେବେ ଏହି ଘଟଣାର!-->…
Read More...
Read More...
ପଞ୍ଚାୟତ ନିର୍ବାଚନ ପାଇଁ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ସଜବାଜ
ଚିଲିକା: ରାଜ୍ୟ ସରକାର ଉଭୟ ପଚାଂୟତ ଓ ପୈାର ନିର୍ବାଚନ ପାଇଁ ସଜବାଜ ହେଉଥିବାବେଳେ ଶୁକ୍ରବାର ଚିଲିକା ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ବିଭୁତି ଭୁଷଣ ବଳବନ୍ତରାୟଙ୍କ ସଭାପତିତ୍ୱରେ ଚିଲିକା!-->…
Read More...
Read More...
ଶିକ୍ଷା ସେତୁ କାର୍ଯ୍ୟକ୍ରମର ପ୍ରଥମ ସମୀକ୍ଷା ବୈଠକ
ସୁବର୍ଣ୍ଣପୁର: ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଶିକ୍ଷା ସେତୁ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ପ୍ରଥମ ସମୀକ୍ଷା ବୈଠକ ବିଭାଗୀୟ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେ ବୈଠକରେ ଉପସ୍ଥିତ ଅଧିକାରୀଙ୍କୁୁ!-->…
Read More...
Read More...
ଭାରତୀ ସମାଜ ପକ୍ଷରୁ ଲଦ୍ଦାଖ ଫେରନ୍ତା ବାଇକ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା
ସମ୍ବଲପୁର: ସମ୍ବଲପୁରର ଇତିହାସ ଦୁଇହଜାର ବର୍ଷ ପୁରଣା । ଦ୍ୱିତୀୟ ଶତାବ୍ଦୀରେ ଏହି ଅଞ୍ଚଳରେ ସଭ୍ୟତା ଉନ୍ନତ ରହିଥିବା ନେଇ ପରିବ୍ରାଜକ ମାନେ ଲେଖିଯାଇଛନ୍ତି । ଟଲେମି ଦ୍ୱିତୀୟ ଶତାବ୍ଦୀରେ ସମ୍ବଲପୁରକୁ ସମ୍ବଲକ ନାମରେ ମହାନଦୀ କୂଳରେ ରହିଥିବା ବର୍ଣ୍ଣନା କରିଥିବା ବେଲେ ହବେଂଗସାଂଗ ମଧ୍ୟ!-->…
Read More...
Read More...