Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜଗାକୁ ମିଳିଛି ଭଉଣୀ ସୁଭଦ୍ରା
ଫୁଲବାଣୀ,୧୪/୮- ଜଗାକୁ ମିଳିଛି ଭଉଣୀ ସୁଭଦ୍ରା । ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା ବଳିଆ। ଜଗା ବଳିଆଙ୍କ ବିରଳ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍ସ ହସ୍ପିଟାଲରେ ସଫଳ ରୂପେ କରାଯିବା ପରେ ଦୁହିଁଙ୍କୁ କିଛିଦିନ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ପରବର୍ତ୍ତୀ ସମୟରେ ବଳିଆର!-->…
Read More...
Read More...
ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ
ଭୁବନେଶ୍ୱର,୧୪/୦୮: ପ୍ରକାଶ ପାଇଛି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ବିଧିବଦ୍ଧ ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ରେଜଲ୍ଟ ଘୋଷଣା କରିଛନ୍ତି । ଏହାସହ orissaresults.nic.in ୱେବସାଇଟ୍ରେ ମଧ୍ୟ ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଓ୍ୱେବସାଇଟରେ ନିଜର ରୋଲ ନମ୍ବର!-->…
Read More...
Read More...
ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ଶନିବାର କ୍ରାମଇବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।। ଡିଜିପିଙ୍କ ନିର୍ଦ୍ଦେଶରେ ପରେ ଏହି ମାମଲାର ତଦନ୍ତ ଭାର!-->…
Read More...
Read More...
ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ଭାବେ ଦ୍ୱିତୀୟ ଡୋଜ କୋଭିଡ ଟୀକା ପ୍ରଦାନ
ଗଜପତି,୧୪/୮- ଜିଲ୍ଲା ପ୍ରଶାସନ ତରଫରୁ ସାମ୍ବାଦିକ ମାନଙ୍କୁ ସ୍ୱତନ୍ତ୍ରଭାବେ ଦ୍ୱିତୀୟ ଡୋଜ କୋଭିଡ ଟୀକା ପ୍ରଦାନ କରାଯାଇଛି । ପାରଳାଖେମୁଣ୍ଡି ସହର ଉପକଣ୍ଠ ବେତାଗୁଡା ଠାରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ କୋଭିଡ ଟୀକା!-->…
Read More...
Read More...
ଟ୍ରକ ଅପହରଣ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ : ୨ଜଣ ଗିରଫ ଓ ଜଣେ ଫେରାର
ସମ୍ବଲପୁର,୧୪/୮- ପ୍ରାୟ ସପ୍ତାହେ ପୂର୍ବେ ଜମନକିରା ଥାନା ଅନ୍ତର୍ଗତ ଷଣ୍ଢପଥରଠାରୁ ଲୁହାପଥର ବୋଝେଇ ଏକ ଟ୍ରକକୁ ବଳପୂର୍ବକ ସମ୍ବଲପୁର ଅଣାଯାଇଥିଲା । ଟ୍ରକ ଚାଳକ ଓମ ପ୍ରକାଶ ଜଲାନ ଏବିଷୟରେ ଜମନକିରା ଥାନାରେ ଅଭିଯୋଗ କରିଥିଲେ । ଆଜି ଏବିଷୟରେ ପୁଲିସ ଅଧିକ୍ଷକ ବାତୁଲା ଗଙ୍ଗାଧରଙ୍କ!-->…
Read More...
Read More...
ଭିମସାରରେ ବିଦ୍ୟୁତ ବିଭ୍ରାଟ: ମୋବାଇଲ ଲାଇଟରେ ଜରୁରୀ ଅସ୍ତ୍ରୋପଚାର
ସମ୍ବଲପୁର,୧୪/୮- ସମଗ୍ର ପଶ୍ଚିମ ଓଡିଶାର ବଡ ହସ୍ପିଟାଲ ରୂପେ ଜଣା ଏଠାକାର ଭିମସାରରେ ହଠାତ୍ ବିଦ୍ୟୁତ ବିଭ୍ରାଟର ଏକ କରୁଣ ପରିଣତି ସ୍ୱରୂପ ରୋଗୀର ପ୍ରାଣରକ୍ଷା ପାଇଁ ଡ଼ାକ୍ତରମାନଙ୍କୁ ମୋବାଇଲ ଫୋନ ଆଲୁଅରେ ଅସ୍ତ୍ରୋପଚାର କରିବାକୁ ପଡିଲା । ପୂର୍ବ ନିୟୋଜିତ କାର୍ଯ୍ୟକ୍ରମ ଅନୁସାରେ ଜଣେ!-->…
Read More...
Read More...
ରାଇକିଆ ବ୍ଲକ ମହିଳା ବିଜୁ ଜନତା ଦଳର ବୈଠକ, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି
ଫୁଲବାଣୀ,୧୪/୮- କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ରାଇକିଆ ବ୍ଲକ ଏବଂ ଉଦୟଗିରି ଏନଏସି ଠାରେ କନ୍ଧମାଳ ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁରଙ୍କ ନେତୃତ୍ୱରେ ବିଜୁ ମହିଳା ଜନତା ଦଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ଦୁଇ ବୈଠକକୁ ରାଇକିଆ ବ୍ଲକ ସଭାନେତ୍ରୀ!-->…
Read More...
Read More...
ୱାଲଟିୟର ରେଳବାଇ ଡିଭିଜନ୍ ଡିଆରଏମଙ୍କ ରାୟଗଡ ଗସ୍ତ: ରାୟଗଡ ରେଳ ଷ୍ଟେସନର ଆନୁସାଙ୍ଗିକ ବ୍ୟବସ୍ଥାର କଲେ ଅନୁଧ୍ୟାନ
ରାୟଗଡ: ପୂର୍ବତଟ ରେଳବାଇର ୱାଲଟିୟର ଡିଭିଜନ୍ ଡିଆରଏମ୍ ଅନୁପ କୁମାର ଶତପଥି ରାୟଗଡ ଗସ୍ତ କରିଛନ୍ତି । ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଡିଆରଏମ ଶ୍ରୀ ଶତପଥି ବିଶାଖାପାଟଣାମ-ଜୟପୁର-ରାୟଗଡ ରେଳ ସେକ୍ସନ ମଧ୍ୟରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ, ମରାମତି,ରେଳ ଷ୍ଟେସନରେ ଆନୁସାଙ୍ଗିକ ବ୍ୟବସ୍ଥା!-->…
Read More...
Read More...