Browsing Category

ରାଜ୍ୟ

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର

ସୁବର୍ଣ୍ଣପୁର,୨୩/୮- ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣ୍ଣପୁର ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଜିଲ୍ଲାସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ମୁମ୍ବାଇର ପ୍ରଖ୍ୟାତ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦିନେଶ
Read More...

ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ (ଦକ୍ଷିଣାଞ୍ଚଳ )ଙ୍କ ବୌଦ୍ଧ ଗସ୍ତ

ବୌଦ୍ଧ,୨୩/୮- ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ ବିଭାଗ (ଦକ୍ଷିଣାଞ୍ଚଳ ) ଶ୍ରୀଯୁକ୍ତ ଗୁରୁବୀର ସିଂହ , ଓ.ଆଇ.ଏସ(୧) ଏସ.ବି ଆଜି ବୌଦ୍ଧ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ସେ ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ
Read More...

କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ସମୀକ୍ଷା ବୈଠକ

ବୌଦ୍ଧ/କଣ୍ଟାମାଳ,୨୩/୮ : ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହୀଧର ରଣାଙ୍କ ସଭାପତିତ୍ୱରେ କଣ୍ଟମାଳ ବ୍ଲକ ସମ୍ମିଳନୀ କକ୍ଷରେ ନିର୍ବାଚନ ମଣ୍ଡଳୀର ସମସ୍ତ ଉନ୍ନୟନ
Read More...

ଆଇସକ୍ରିମ୍‌ କାଠିରେ ଅଲିମ୍ପିକ୍ସ ଷ୍ଟାଡିୟମ

ପୁରୀ : ଟୋକିଓରେ ଆରମ୍ଭ ହେବାକୁ ଯାଉଛି ପାରା ଅଲମ୍ପିକ । ଏଥିରେ ସାରା ବିଶ୍ୱ ରୁ ପ୍ରତିଯୋଗୀ ସାମିଲ ହେବେ । ଭାରତରୁ ମଧ୍ୟ ଏଥିରେ ବିଭିନ୍ନ ବର୍ଗର ଖେଳରେ ପ୍ରତିଯୋଗୀମାନେ ସାମିଲ ହେବ । ତେବେ ଏହି ଅବସରରେ ପୁରୀ ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକ ଆଇସକ୍ରିମ କାଠିରେ ଅଲିମ୍ପିକ୍ସ
Read More...

ବିଦ୍ୟୁତ ସସ୍ପର୍ଶରେ ଆସି ଜଳିଗଲେ ୨ ଯୁବକ

ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ବଡ଼ବଙ୍ଗାରେ ବିଦ୍ୟୁତ ଆଘାତ ଲାଗି ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ୫ ଦିନ ତଳେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିପଡିଥିଲା । ତେବେ ସୋମବାର ଦିନ ଉକ୍ତ ସ୍ଥାନରୁ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ସେଠାକୁ ଯାଇ ଦେଖିଥିଲେ ।
Read More...

ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ ଅଟକାଇଲା ପୁଲିସ

ରାଉରକେଲା: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜଳି ସୋରେନଙ୍କୁ ଅଟକାଇଲା ପ୍ଲାଣ୍ଟସାଇଟ ପୁଲିସ। ଅଞ୍ଜଳି ରାଜଗାଙ୍ଗପୁର ଯିବାକୁ ଝାରଖଣ୍ଡରୁ ଆସିଥିଲେ। ସେ ଡାଲମିଆ ସିମେଣ୍ଟ ଖାଦାନ ସମ୍ପ୍ରସାରଣ ପାଇଁ ହେବାକୁ ଥିବା ଜନଶୁଣାଣିରେ ସାମିଲ ହେବାର ଥିଲା। ସେ ଜନଶୁଣାଣିରେ
Read More...

ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କହିଲେ ମୋ କଲମରେ ଡେରି ହେବ ନାହିଁ

ଜଣ୍ଟାବାଞ୍ଜି : ମୋଦି ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗସ୍ତ କୋରାପୁଟ, ରାୟଗଡା, କଳାହାଣ୍ଡି ହୋଇ ୨୨ ତାରିଖ ଦିନ କଣ୍ଟାବାଞ୍ଜି ପହଞ୍ଚିଥିଲେ । ଏହି ଅବସରରେ ତାଙ୍କ ସାଙ୍ଗରେ ଥିଲେ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା
Read More...

ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ନିକଟସ୍ଥ ରାଣିପେଣ୍ଠାର କୃଷି କ୍ଷେତ୍ରରେ କାର୍ଯ୍ୟରତ କୃଷକମାନଙ୍କ ପାଇଁ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ କଲ୍ୟାଣ ସମିତିସଦସ୍ୟା
Read More...