Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏନକାଉଣ୍ଟରରେ ୨ ମାଓବାଦୀ ନିହତ
ଛତିଶଗଡ଼: ଛତିଶଗଡ଼ରେ ପୋଲିସ ଏନକାଉଣ୍ଟରରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସୁକମା କହ୍ନାଇଗୁଡ଼ାରେ ପୋଲିସ-ମାଓବାଦୀଙ୍କ ଧ୍ୟରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରରେ କୋଣ୍ଟା ଏରିଆ କମାଣ୍ଡର କୱାସି ହୁଙ୍ଗାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ!-->…
Read More...
Read More...
ରାଜ୍ୟ ରାଜନୀତିରେ ଅଶ୍ୱିନୀଙ୍କୁ ନେଇ ଚର୍ଚ୍ଚା
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ମନ୍ତ୍ରୀ ମଣ୍ଡଳର ପ୍ରଥମ ଅଦଳବଦଳ ଓ ସମ୍ପ୍ରସାରଣରେ ଓଡିଶାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମନ୍ତ୍ରୀ ପଦ ସମ୍ଭାଳିବାର ଦୁଇ ସପ୍ତାହ ପରେ ପ୍ରଥମ ଓଡିଶା ଗସ୍ତରେ ଆସିଥିଲେ ।!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ପାରା ଅଲିମ୍ପିକ୍ସ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା
ପୁରୀ : ଭାରତୀୟ ପାରା ଅଲିମ୍ପିକ୍ସ ଟିମକୁ ଶୁଭେଚ୍ଛା । ପୁରୀ ବେଳାଭୂମି ରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଶୁଭେଚ୍ଛା ଜଣାଇଛନ୍ତି । ଟୋକିଓରେ ପାରା ଅଲିମ୍ପିକ୍ସ ଭାରତ ଅଧିକରୁ ଅଧିକ ମେଡାଲ ଜିତି ସାରା ବିଶ୍ୱରେ ଭାରତ କୁ ଗର୍ବିତ!-->…
Read More...
Read More...
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡ
ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାର ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ସୋମବାର ଫୁଲବାଣୀ ପୋକ୍ସ କୋର୍ଟ ବିଚାରପତି ଅଭିଯୁକ୍ତ ତ୍ରିନାଥ ଜୁଣ୍ଡିକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୫ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ!-->…
Read More...
Read More...
ଖସୁଛି କରୋନା ଗ୍ରାଫ:ରାଜ୍ୟରେ ୬୨୫ ପଜିଟିଭ୍ଙ୍କ ମଧ୍ୟରୁ ୮୦ ଜଣ ଛୁଆ
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ଜଣ ହେଉଛନ୍ତି ଛୁଆ, ଯେଉଁମାନଙ୍କ ବୟସ ୧୮ ବର୍ଷ ମଧ୍ୟରେ। ୬୨୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୬ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୫୯ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା!-->…
Read More...
Read More...
ମଶାଣିର ବନ୍ଧୁପାଲଟିଛନ୍ତି ନିଆରା ମଣିଷ ପଦ୍ମନାଭ
ସାଲେପୁର,୨୩/୮: ସାଧାରଣତଃ ମଶାଣିକୁ ଯିବାକୁ ମନରେ ଟିକେ ଭୟ ଆସିଥାଏ ମାତ୍ର ଏମିତିବି ଲୋକ ଅଛନ୍ତି ଯିଏ ମଶାଣି କୁ ପୁଣ୍ୟଭୂମି ଭାବି ଅବସର ସମୟରେ ସେଠାରେ ସମୟ କାଟିଥାନ୍ତି ଅଉ ଶବଟିଏ ଆସିଲେ ଲାଗି ପଡ଼ନ୍ତି ଦାହକରିବା ପାଇଁ । ପରିଚିତ ହୁଅନ୍ତୁ ବା ଅପରିଚିତ ସମସ୍ତଙ୍କ ପାଇଁ ସେଯେମିତି!-->…
Read More...
Read More...
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ : କ୍ଷତିପୂରଣ ଓ ମଦ ଗିରଫ ଦାବିରେ ରାସ୍ତାରୋକ
ପାଟଣାଗଡ଼,୨୩/୮- ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଜୁରିଆ ଗ୍ରାମର ଜଣେ ଯୁବକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଜୁରିଆ ଗ୍ରାମର ଗୋରଚନ୍ଦ୍ର ସେଠଙ୍କ ପୁଅ ଅବିନାଶ ସେଠ( ୧୯) ଗ୍ରାମର ବନମାଳୀ ଛକ ବାହାଲ ଭଟଲି ଗ୍ରାମ ଯିବା!-->…
Read More...
Read More...
ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ପ୍ରଥମ ସେମିଫାଇନାଲକୁ ପ୍ରବେଶକଲା ଡଙ୍ଗରପଡ଼ା ଓ ଗହିଙ୍ଗିଆ ଦଳ
ଦାରିଙ୍ଗବାଡି,୨୩/୮: ଦାରିଙ୍ଗବାଡି ବ୍ଲକ ସିମନବାଡି ଗୋଷ୍ଠୀ ଖେଳପଡିଆ ଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନରେ ଅନୁଷ୍ଠିତ ଗ୍ରୁପ-ଏ ର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ମା ମଙ୍ଗଳା କ୍ଲବ କ.ନୂଆଗାଁ ଏବଂ ଡଙ୍ଗରପଡ଼ା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି!-->…
Read More...
Read More...
ବାଉଁଶରେ ଉପକରଣ ପ୍ରସ୍ତୁତକାରୀ ଉତ୍ପାଦକ ଗୋଷ୍ଠୀ ଭେଟିଲେ ଜିଲ୍ଳାପାଳଙ୍କୁ
ରାୟଗଡ/୨୩/୮: ରାୟଗଡ ଜିଲ୍ଳା ସଦର ବ୍ଳକ ଚାନ୍ଦିଲି ଗ୍ରାମ ପଂଚାୟତ ଅନ୍ତର୍ଗତ ବଡଚାନ୍ଦିଲି ଠାରେ ବାଉଁଶରେ ପ୍ରସ୍ତୁତ କରୁଥିବା ବିଭିନ୍ନ ଉପକରଣର ଉତ୍ପାଦକ ଗୋଷ୍ଠୀ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କୁ ଭେଟିଛନ୍ତି । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଜିଲ୍ଳାପାଳ ଶ୍ରୀ ମିଶ୍ରଙ୍କୁ!-->…
Read More...
Read More...
ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣାକୁ ୧୩ ବର୍ଷ: ଫାଇଲରେ ବନ୍ଧାହୋଇ ରହିଛି ଶୁଣାଣି
ବାଲିଗୁଡା,୨୩/୮- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଘଟଣାର ୧୩ ବର୍ଷ ପୂରିଛି । ୨୦୦୮ ଅଗଷ୍ଟ ୨୩ ଜନ୍ମାଷ୍ଟମୀ ରାତିରେ ତୁମୁଡିବନ୍ଧ ବ୍ଲକ ଜଳେଶପଟା ଆଶ୍ରମରେ ସ୍ୱାମୀଜୀଙ୍କ ସମେତ ଅନ୍ୟ ୫ଜଣ ଅନ୍ତେବାସୀଙ୍କୁ ହତ୍ୟା କରାଯାଇଥିଲା । ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ଚାଲିଥିବା ବେଳେ!-->…
Read More...
Read More...