Browsing Category

ରାଜ୍ୟ

ରେଳମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେଲେ ସୋନପୁର କ୍ରିୟାନୁଷ୍ଠାନ କମିଟି

ସୁବର୍ଣ୍ଣପୁର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ବଲାଙ୍ଗୀର ଗସ୍ତ ବେଳେ ତାଙ୍କୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ସୁବର୍ଣ୍ଣପୁର ଶାଖା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ତାଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଥିଲେ। କମିଟିର ସଭାପତି ଗୋବିନ୍ଦ ମହାରଣା, ସଂପାଦକ ଶ୍ୟାମାଓଁ
Read More...

ଦଶପଲ୍ଲାରେ ଘଟିଛି ଅଭାବନୀୟ ଘଟଣା : ନିଜର ଜନ୍ମିତ ପୁଅକୁ ହତ୍ୟା କଲା ମା

ଦଶପଲ୍ଲା :ଦଶପଲ୍ଲା ବିଜ୍ଞାପିତ ଅଂଚଳର ନାହାକପଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସେହି ଗ୍ରାମର ସରୋଜିନୀ ବେହେରା ଓ କୁନ୍ଥ ବେହେରାଙ୍କ ପୁଅ ବସନ୍ତ ବେହେରା (୪୦)ଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ତାଙ୍କ ମାଆ ସରୋଜିନୀ ବେହେରା ନିଜ ଜନ୍ମିତ ପୁଅକୁ ହତ୍ୟା କରିଛନ୍ତି ।ପ୍ରାପ୍ତ ସୂଚନା
Read More...

ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ

କଟକ: ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି। ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି। ମୋଟ ପାସ ହାର୮୦.୮୩% ରହିଛି। ପାସ୍‌ଙ୍କ ମଧ୍ୟରୁ ପୁଅ ୩୧୦୦ ଓ ଝିଅ ୨୧୩୩ ରହିଛନ୍ତି। ଅନ୍‌ଲାଇନ୍‌ ମାର୍କିଂରେ ଅସନ୍ତୁଷ୍ଟ
Read More...

୨ କ୍ୱିଣ୍ଟାଲ ୮୦୦ ଗ୍ରାମ ଗଞ୍ଜେଇ ଜବତ ସହ ୩ ଗିରଫ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ସେହି ଥାନା ଅଂଚଳର ଭୃଙ୍ଗଙ୍ଗେଯାଡି ନିକଟରୁ ଜିଲ୍ଲା ବାହାରକୁ ଚାଲାଣ ହେବାକୁ ଯୋଜନା ହେଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ୨ କ୍ୱିଣ୍ଟାଲ ୮୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇକୁ ଚାଲାଣ କରିବାକୁ ଯୋଜନା କରୁଥିବା ୩ ଜଣଙ୍କୁ
Read More...

ଲିଡ୍ସରେ ଔଣମ ଉତ୍ସବ ପାଳିଲେ ବିରୁଷ୍କା

ଲିଡ୍ସ : ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀ ତଥା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ଇଂଲଣ୍ଡରେ ଅଛନ୍ତି । ସୋମବାର ବିରୁଷ୍କା ଲିଡ୍ସର ଏକ ଭାରତୀୟ ରେଷ୍ଟୁରାଣ୍ଟରେ ଭାରତର ଲୋକପ୍ରିୟ ଉତ୍ସବ ଔଣମ ପାଳନ କରିଛନ୍ତି । ଏହି ଉତ୍ସବ ପ୍ରାୟତଃ କେରଳ ପାଳନ କରାଯାଏ । ବିରୁଷ୍କା ଏହି
Read More...

ଆଜି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ ରେଜଲ୍ଟ । ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତଥର ଅଫଲାଇନରେ ମୋଟ୍ ୧୫, ୧୩୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ପିଲାମାନେ ହିଁ ଅଫଲାଇନ୍
Read More...

ନିଶାନ ସହାୟତାରେ ଅନାଥ ଶିଶୁଙ୍କୁ ରାସନ ସାମଗ୍ରୀ ବଣ୍ଟନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଜିଲ୍ଲାରେ ଥିବା ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନମାନଙ୍କର ଅନାଥ ଶିଶୁମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି । ଗଜପତି ଜିଲ୍ଲାରେ ୭ଗୋଟି ଶିଶୁ ଯତ୍ନ ଓ ସୁରକ୍ଷା ଅନୁଷ୍ଠାନ କାମ କରୁଛି । ସେମାନଙ୍କ ମଧ୍ୟରୁ
Read More...

କାବୁଲରୁ ଫେରିଲେ ୨୫ ଭାରତୀୟ ସମେତ ୭୮ ଯାତ୍ରୀ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ଦଖଲ ମଧ୍ୟରେ ଭାରତୀୟମାନଙ୍କୁ କାବୁଲରୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ଆଜି ୭୮ ଜଣଙ୍କୁ ନେଇ ଏୟାର ଇଣ୍ଡିଆର ଏଆଇ-୧୯୫୬ ବିମାନ ତାଜିକିସ୍ତାନର ରାଜଧାନୀ ଦୁଶାନବେରୁ ଦିଲ୍ଲୀରେ ପହଞ୍ଚିଛି । ଏଥିମଧ୍ୟରେ ୨୫ ଜଣ ଭାରତୀୟ ନାଗରିକ ଏବଂ ୪୬ ଜଣ
Read More...