Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ୪ ଚାଲାଣକାରୀ ଗିରଫ,ଦୁଇ ମୋଟରସାଇକେଲ ଜବତ
ବାଲିଗୁଡ଼ା: ବଜ୍ରକାପ୍ତା ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବିଭାଗ ପକ୍ଷରୁ ଚଢ଼ାଉ । ମିଡ଼ିଆକିଆ ଅଞ୍ଚଳରେ ଜଣଙ୍କ ପାଖରେ ବଜ୍ରକାପ୍ତା ଥିବା ଓ ସେ ତାହା ବିକ୍ରି କରିବାକୁ ଚାହୁଁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ବନବିଭାଗ । ବାଲିଗୁଡ଼ା ବନଖଣ୍ଡର ଡିଏଫ୍ଓ ବିଶ୍ୱରାଜ!-->…
Read More...
Read More...
ବୌଦ୍ଧ: ଆଜି ଜିଲ୍ଲାରୁ ୬ ଆକ୍ରାନ୍ତ ଚିହ୍ନଟ, ସହରାଞ୍ଚଳରୁ ୪
ବୌଦ୍ଧ,୧/୯: ଆଜି ବୌଦ୍ଧଜିଲ୍ଲାରୁ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକ ମୁଣ୍ଡାପଡା ପଞ୍ଚାୟତ ଖମାରୀପଡା ଗ୍ରାମରୁ ଜଣେ,!-->…
Read More...
Read More...
ବିଭିନ୍ନ ଦାବି ନେଇ ଗାଁସାଥିଙ୍କ ଧାରଣା
ବଲାଙ୍ଗୀର: ଗାଁ ସାଥି(ମେଟ)ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟୀ ବଲାଙ୍ଗୀର ଶାଖା ପକ୍ଷରୁ ୬ଟି ଦାବୀ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ବହୁ ମହିଳା ଓ ପୁରୁଷ ଗାଁସାଥି ଘଣ୍ଟା ଘଣ୍ଟାଧରି ନାରାବାଜି କରିଥିଲେ । ସ୍ଥାୟୀ ନିଯୁକ୍ତି, ମାସକୁ ସର୍ବନିମ୍ନ ୮ହଜାର ପ୍ରୋତ୍ସାହନ!-->…
Read More...
Read More...
ଖାଉଟିଙ୍କ ଉପରେ ମହଙ୍ଗା ମାଡ, ପୁଣି ବଢିଲା ଏଲପିଜି ସିଲିଣ୍ଡର ଦର
ନୂଆଦିଲ୍ଲୀ: ମାସର ପ୍ରଥମ ଦିନରେ ଖାଉଟିଙ୍କ ଉପରେ ପଡିଲା ମହଙ୍ଗା ଛାଟ । ବଢିଲା ଘରୋଇ ଏଲ୍ପିଜି ସିଲିଣ୍ଡର ଦର । ଅଣ ସବ୍ସିଡି ଯୁକ୍ତ ଘରୋଇ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୨୫ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଅନୁଯାୟୀ ଏବେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା!-->…
Read More...
Read More...
ନୟାଗଡ ଜିଲ୍ଲାରେ ୧୧ ଆକ୍ରାନ୍ତ ଚିହ୍ନଟ, ୧ ମୃତ
ଦଶପଲ୍ଲା : - ନୟାଗଡ ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ଘଟୁଛି । ଜିଲ୍ଲାରେ ଆଜି ନୂଆ ମାତ୍ର ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ସକ୍ରିୟ ମାମଲା ୧୧୨ ବୋଲି ଜଣାଯାଇଛି । ଜିଲ୍ଲାରୁ ଆଜି ଜଣଙ୍କ କରୋନା ମୃତ୍ୟୁ ସମ୍ପର୍କରେ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।!-->…
Read More...
Read More...