Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡିଶା ମଟର ଚାଳକ ସଂଘ ଘୁ ଉଦୟଗିରି ଶାଖା ପକ୍ଷରୁ ବୈଠକ
ଘୁ.ଉଦୟଗିରି,୨୫/୮- କଳିଙ୍ଗାସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଓଡିଶା ମଟର ଚାଳକ ସଂଘ ଘୁ ଉଦୟଗିରି ଶାଖା ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇଛି । ଏହି ବୈଠକରେ ଘୁ ଉଦୟଗିରି ସମେତ ଜିଲ୍ଲାର ୧୦ ଗୋଟି ବ୍ରାଞ୍ଚର ସଭାପତି,ଉପସଭାପତି ଓ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ପିଆଜ ଘରେ ଚାଲିଛି କୁକୁଡ଼ା ଚାଷ
ବୌଦ୍ଧ/ଜହ୍ନାପଙ୍କ,୨୫/୮- ରାଜ୍ୟରେ ପିଆଜ ଉତ୍ପାଦନ ବୃଦ୍ଧି ନେଇ ସରକାର ଯୋଜନା କରିଛନ୍ତି । ଆଗ୍ରହୀ ଚାଷୀଙ୍କୁ ବିହନ ଠାରୁ ଆରମ୍ଭକରି ପିଆଜ ଘର ପାଇଁ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ବୌଦ୍ଧ ବ୍ଲକରେ ଚାଷୀ ବାରମ୍ବାର କ୍ଷତି ସହିବାରୁ ପିଆଜ ଚାଷ ପ୍ରତି ବିମୁଖ ହେଲେଣି । ସରକାରୀ!-->…
Read More...
Read More...
ଜିଲ୍ଲା ରେଡକ୍ରସ ସମିତି କାର୍ଯ୍ୟକାରିଣୀ ବୈଠକ
ପୁରୀ,୨୫/୮- ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରେଡକ୍ରସ ସମିତି କାର୍ଯ୍ୟକାରିଣୀ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଫନି ବାତ୍ୟା, କରୋନା ପରିସ୍ଥିତି ଓ ବିଭିନ୍ନ କାରଣରୁ ତିନି ବର୍ଷ ପରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାର ପ୍ରତ୍ୟେକ!-->…
Read More...
Read More...
ଲାଂଜିବେର୍ଣ୍ଣା ଖଣି ସମ୍ପ୍ରସାରଣ ପାଇଁ ଜନଶୁଣାଣୀ
ରାଜଗାଙ୍ଗପୁର:ଲାଂଜିବେର୍ଣ୍ଣl ଚୁନପଥର ଖଣି ସମ୍ପ୍ରସାରଣ ଜନଶୁଣାଣୀ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ରାଇବେର୍ଣ୍ଣl, କେଶ୍ରାମାଲ ଏବଂ ଝଗରପୁର ଗ୍ରାମ ପଂଚାୟତରେ ଜମିଅଧିଗ୍ରହଣ ସନ୍ଦର୍ଭରେ ଏକ ଜନଶୁଣାଣୀ ବୈଠକ ଆଜି ଅନୁଷ୍ଠିତ ହୋଇଛି l ଗତ ମାସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଓସିଏଲ ଇଣ୍ଡିଆ!-->…
Read More...
Read More...
ବର୍ଜ୍ୟବସ୍ତୁ ସୁପରିଚାଲନାର ସଚେତନତା ବାର୍ତ୍ତା ନେଇ ପୁରୀରୁ ଲେହ-ଲଦାଖ୍ ଅଭିମୁଖେ ଦୁଃସାହସିକ ମୋଟର-ସାଇକେଲ ଯାତ୍ରା
ପୁରୀ:କେବଳ ଗାଁ କି ସହର ନୁହେଁ, ପାହାଡ଼ ପର୍ବତ ଶିଖର ଠାରୁ ସମୁଦ୍ର ପର୍ଯ୍ୟନ୍ତ କୁଢ଼ କୁଢ଼ ବର୍ଜ୍ୟବସ୍ତୁ। ଏହି କାରଣରୁ ଏବେ ସମଗ୍ର ଭାରତବର୍ଷର ଜଳବାୟୁ ଓ ପରିବେଶ ପ୍ରଦୂଷିତ। ଏହି ଦିଗରେ ସଚେତନତା ସୃଷ୍ଟି ପାଇଁ ତମ୍ବାଖୁ ମୁକ୍ତ ଓଡ଼ିଶା ପାଇଁ ୨୦୧୪ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ!-->…
Read More...
Read More...
ସମ୍ବଲପୁର (ଏକ୍ସକ୍ୟାଡ଼ର) ଶିକ୍ଷକ ସଂଘର ସାଂଗଠନିକ ବୈଠକ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା (ଏକ୍ସକ୍ୟାଡ଼ର)ଶିକ୍ଷକ ସଂଘର ଏକ ସାଂଗଠନିକ ବୈଠକ ଜିଲା ସଭାପତି ରାଜେନ୍ଦ୍ର ପୃସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂପାଦକ ଜ୍ଞାନ ରଂଜନ ପ୍ରଧାନ ବିବରଣୀ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ପ୍ରଧାନ ପରିଚୟ ପ୍ରଦାନ!-->…
Read More...
Read More...
ନିୟମ ନ ମାନିଲେ ରଦ୍ଦ ହେବ ଲାଇସେନ୍ସ
ଭୁବନେଶ୍ୱର ଲୋକଙ୍କ ସୁରକ୍ଷା ପାଇଁ ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଛି । ଏଣିକି ମୋଟର ଯାନ ଆଇନ ଉଲ୍ଲଙ୍ଘନ କଲେ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ ହେବ । ପ୍ରାୟ ୩ ମାସ ପାଇଁ ଅସ୍ଥାୟୀ ଭାବେ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ ହେବ । ଏନେଇ ସମସ୍ତ ପରିବହନ ଅଧିକାରୀଙ୍କୁ ବା ଆରଟିଓକୁ ଚିଠି!-->…
Read More...
Read More...
ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ସାନିଟାଇଜର ମେସିନ୍ ସ୍ଥାପନ
ସମ୍ବଲପୁର: ସ୍ଥାନୀୟ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ପ୍ରୟାସ ପରିବାର ପକ୍ଷରୁ ରେଢ଼ାଖୋଲ ଉପଖଣ୍ଡ ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଏକ ବିଶୋଧନ (ସାନିଟାଇଜର) ମେସିନ୍ ସ୍ଥାପନ କରାଯାଇଛି । ଯଦ୍ୱାରା ଜଣେ ହାତରେ ସ୍ପର୍ଶ ନକରି ଏହାର ବ୍ୟବହାର କରିପାରିବ । ସଂଗଠନ ସଭାପତି ରାଜେଶ୍ ଚଇନିଙ୍କ!-->…
Read More...
Read More...