Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇବନ୍ଧୁ ଅଙ୍ଗଦାନ କରି ୧୩ଜଣଙ୍କୁ ନୂଆ ଜୀବନ ଦେଲେ
ସୁରଟ: ଜନ୍ମରୁ ବନ୍ଧୁ ଥିଲେ । ଏମିତି ବନ୍ଧୁତ୍ୱ ଥିଲା କି ମୃତ୍ୟୁ ବି ସେମାନଙ୍କୁ ଅଲଗା କରି ପାରିନଥିଲା । ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଏହି ଦୁଇ ବନ୍ଧୁ ନିଜର ମୃତ୍ୟୁ ପରେ ମଧ୍ୟ ୧୩ ଜଣ ଲୋକଙ୍କ ଜୀବନ ରକ୍ଷାରେ ସହାୟକ ହୋଇଛନ୍ତି । ଏହି ଦୁଇ ବନ୍ଧୁ ହେଉଛନ୍ତି ସୁରଟର ମିତ ପାଣ୍ଡ୍ୟା(୧୮) ଓ!-->…
Read More...
Read More...
୪ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ବୀରମହାରାଜପୁର ବନ୍ଦ
ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଯୁବ କଂଗ୍ରେସ ଓ ବୀରମହାରାଜପୁର ବ୍ଲକ କଂଗ୍ରେସ ପକ୍ଷରୁ ୪ଦଫା ଦାବି ନେଇ ଆଜି ବୀରମହାରାଜପୁର ରେ ଏହି ବନ୍ଦ ଡାକରା ଦିଆଯାଇଛି । ବୀରମହାରାଜପୁର ବ୍ଲକ୍କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯିବା, ବୀରମହାରାଜପୁର ସହରକୁ ଏନଏସି ମାନ୍ୟତା ଦିଆଯିବା,!-->…
Read More...
Read More...
ଜିଲ୍ଲା କୃଷକ ମହାସଂଘର ସଂଗଠନିକ ବୈଠକ, ଲଢେଇ ପାଇଁ ପ୍ରସ୍ତୁତି
ବଲାଙ୍ଗୀର : ଚାଷୀନେତା ବାବାଜୀ ଦାସଙ୍କ ସଭାପତିତ୍ୱରେ ସାମ୍ବାଦିକ ଭବନଠାରେ ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘର ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘର ପୂର୍ବତନ ସଭାପତି ଚାଷୀନେତା ସ୍ୱର୍ଗତ ଡ. ସୁଧୀର ପରିଛାଙ୍କ ସ୍ମୃତିଚାରଣ କରି ଅମର ଆତ୍ମାର ସଦଗତି କାମନା କରି ନୀରବ ପ୍ରର୍ଥନା ସହ!-->…
Read More...
Read More...
ମନରେଗା ଯୋଜନାରେ ମହାଘୋଟାଲା: ଅଙ୍ଗନବାଡି ଦିଦି ଓ ଛାତ୍ର ଛାତ୍ରୀଙ୍କ ଆକାଉଣ୍ଟରେ ଜମା ହେଉଛି ଟଙ୍କା
ଦାରିଙ୍ଗବାଡି: ଦାରିଙ୍ଗବାଡି ବ୍ଲକରେ ପୁଣି ମନରେଗା ଯୋଜନାର ପୁଣି ଦୁର୍ନୀତି । ଅଙ୍ଗନବାଡି କର୍ମୀ, ସ୍କୁଲ ଛାତ୍ରଛାତ୍ରୀ, ଓ ବ୍ୟବସାୟୀ ହେଉଛନ୍ତି ମନରେଗା ହିତାଧିକାରୀ ଆଉ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହେଉଛି ଟଙ୍କା । ଅନ୍ୟପକ୍ଷରେ ପ୍ରକଳ୍ପର ବ୍ୟୟ ଅଟକଳ ମୂଲ୍ୟ ଠାରୁ ଅଧିକ ଟଙ୍କାର!-->…
Read More...
Read More...
ଆଖି ଯନ୍ତ୍ରଣାରୁ ମୁକ୍ତି ସକାଶେ ସରକାରୀ ସହାୟତା ପାଇଁ ନିବେଦନ
ଗଞ୍ଜାମ/ବେଲଗୁଣ୍ଠା :ମାତ୍ର ଦୁଇ ବର୍ଷ ବୟସରେ ଆଖି ଡୋଳା ବାହାରକୁ ବାହାରି ଯନ୍ତ୍ରଣାରେ ଛଟପଟ ହେଉଛି ବିକାଶ । ଗଞ୍ଜାମ ଜିଲ୍ଲା ବାରୁଡା ଗ୍ରାମର ଜୟରାମ ନାୟକର ୨ ବର୍ଷର ପୁଅ ବିକାଶ ଆଖି ଯନ୍ତ୍ରଣାରେ ପ୍ରତିଦିନ ଛଟପଟ ହେଉଥିବା ବେଳେ ଜୟରାମ ତାମିଲନାଡୁ ପଳାଇଛନ୍ତି । ପୁଅର ଚିକିତ୍ସା ପାଇଁ!-->…
Read More...
Read More...
ଗୃହ ମୁଲତବି, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଭୁବନେଶ୍ୱର : ଗତକାଲି ପରି ଆଜି ମଧ୍ୟ ଗୃହ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ ହୋଇଛି । ଉଭୟ ବିରୋଧୀ ବିଜେପି କଂଗ୍ରେସ ବିଭିନ୍ନ ପ୍ରସଂଗ ଉଠାଇ ଗୃହରେ ହୋହାଲ୍ଲା କରିଛନ୍ତି । ବିଜେପି ମାହାଙ୍ଗା ମର୍ଡର ପ୍ରସଂଗ ଉଠାଇଥିବା ବେଳେ କଂଗ୍ରେସ ଚାଷୀ ପ୍ରସଂଗ ଉଠାଇଥିଲା । ଏହାପରେ ଅଧିବେଶନ ଚାଲିନପାରିବା!-->…
Read More...
Read More...
କନ୍ଧମାଳର ଯୁବ କଳାକାର ଏମପେରର୍ ଶିବାପତି ହ୍ୱୁମାନ ସାଗରଙ୍କ ସହ ଓଡ଼ିଆ ଗୀତ ତିଆରି କରି ପ୍ରଶଂସା ସାଉଁଟୁଛନ୍ତି
ବାଲିଗୁଡ଼ା,୧/୯: ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୱୁମାନ ସାଗରଙ୍କ ସହ ଶିବାୟ ମ୍ୟୁଜିକ୍ ପ୍ରଡକ୍ସନ ରେ "ମୁଁ ମରିଯିବି’ ଏକ ଗୀତ ତିଆରି କରି ସୁନାମ ଅର୍ଜନ କରିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସୁନାପାଙ୍ଗା ସାହିର ଯୁବ କଳାକାର ଏମପେରର୍ ଶିବା ପତି । ପ୍ରଥମଥର ପାଇଁ ଓଡ଼ିଆ ରାପ୍ ଏହି!-->…
Read More...
Read More...
ଗାଁ ସାଥୀ( ମେଟ୍)ଙ୍କ ଦାବିପତ୍ର ପ୍ରଦାନ
ବୌଦ୍ଧ,୧/୯- ଗାଁ ସାଥୀ (ମେଟ୍) ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ବୌଦ୍ଧ ଶାଖା ତରଫରୁ ଆଜି ୫ଟି ଦାବି ନେଇ ସ୍ଥାନୀୟ ସର୍କିଟ ହାଉସନିକଟରୁ ଶତାଧିକ ଗାଁ ସାଥୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିଥିଲେ । ଦାବିଗୁଡିକ ମଧ୍ୟରେ ରାଜ୍ୟରେ!-->…
Read More...
Read More...