Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପରୀ ହତ୍ୟା ମାମଲା : ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ
ଭୁବନେଶ୍ୱର: ନୟାଗଡ଼ ବହୁଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାର ଅନ୍ତ ଘଟାଇ ହାଇକୋର୍ଟ ଯିବାକୁ କହିଛନ୍ତି ସୁପ୍ରିମକୋର୍ଟ । ହାଇକୋର୍ଟରେ ଆବେଦନ କରିବାକୁ ପରୀ’ର ମାଆଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ତେବେ ମାମଲାର ସିବିଆଇ ତଦନ୍ତ ଦାବିରେ ପରୀ’ ମା ସୁପ୍ରିମକୋର୍ଟ ଯାଇଥିଲେ ।!-->…
Read More...
Read More...
ସମ୍ଭାବ୍ୟ ମରୁଡି ନେଇ ସ୍ୱତନ୍ତ୍ର ଆକ୍ସନ ପ୍ଲାନ, ନିଆଯିବ ଏହି ସବୁ ପଦକ୍ଷେପ
ଭୁବନେଶ୍ୱର : ରାଜ୍ୟରେ ମରୁଡି ସ୍ଥିତି ବା ନିଅଣ୍ଟିଆ ବର୍ଷାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଏସଆରସିସ, ଜଳସମ୍ପଦ ବିଭାଗ ସଚିବ, ଅର୍ଥ ସଚିବ ଓ ଅଧିକାରୀ ସାମିଲ ହୋଇଥିଲେ!-->…
Read More...
Read More...
କାବୁଲ ବିମାନ ବନ୍ଦରରେ ଭୀଷଣ ଗୁଳିଚାଳନା; ତାଲିବାନକୁ କଡା ଜବାବ ଦେଉଛନ୍ତି ଆମେରିକା ଓ ଜର୍ମାନୀ ସୈନ୍ୟ
କାବୁଲ: କାବୁଲସ୍ଥିତ ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ସୋମବାର ସକାଳେ ଭୀଷଣ ଗୁଳିଚାଳନା ଘଟିଥିବା ଖବର ହସ୍ତଗତ ହୋଇଛି। ଏଥିରେ ଜଣେ ତାଲିବାନି ଆତଙ୍କିର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ତାଲିବାନ ପକ୍ଷରୁ ଗୁଳିଚାଳନା କରାଯିବା ପରେ ଆମେରିକା ଓ ଜର୍ମାନୀ!-->…
Read More...
Read More...
ବିଜେଡି କର୍ମୀ ସମ୍ମିଳନୀ, ଦଳରେ ଯୋଗ ଦେଲେ୧୦୦ରୁ ଅଧିକ ବିଜେପି କର୍ମୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଖରସଣ୍ଡା ଗ୍ରାମରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦଳରେ ୧୦୦ରୁ ଅଧିକ ବିଜେପି କର୍ମୀ ବିଜେଡି ଦଳରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତିଆଦର୍ଶରେ ଅନୁପ୍ରାଣୀତ ହୋଇ ଦଳରେ ଯୋଗ ଦେଇଥିବାରୁ!-->…
Read More...
Read More...
ସେପ୍ଟେମ୍ବରରେ ତୃତୀୟ ଲହର !
ଭୁବନେଶ୍ୱର : ସେପ୍ଟେମ୍ବରରେ ତୃତୀୟ ଲହର ଆସିବ । ବିଶେଷଜ୍ଞମାନେ ଏନେଇ ଆକଳନ କରିଛନ୍ତି । ଯଦି ସେପ୍ଟେମ୍ବରରେ ତୃତୀୟ ଲହର ଆରମ୍ଭ ହୁଏ , ତେବେ ଏହା ଅକ୍ଟୋବରରେ ପିକ୍ ନେବ । ପିକ ପିରିୟଡ଼ରେ ଶିଶୁ ମାନଙ୍କ ହସ୍ପିଟାଲାଇଜେସନ ୧୦୦ରୁ ୨୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ମାତ୍ର!-->…
Read More...
Read More...
ନୃସିଂହନାଥ ମଠରେ ମାଳତୀ ଝୁଲଣ ଯାତ୍ରା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌଡିୟ ସଂପ୍ରଦାୟର ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ)ରେ ୬ଦିନ ଧରି ଚାଲିଥିବା ମାଳତୀ ଝୁଲଣ ଯାତ୍ରାର ଆଜି ହେଉଛି ଉଦଯାପିତ ।ଶ୍ରାବଣ ମାସର ଶୁକ୍ଳ ପକ୍ଷ ଦଶମୀଠାରୁ ଆରମ୍ଭ ହୋଇ ରାକ୍ଷୀ!-->…
Read More...
Read More...
ଆରମ୍ଭ ହେଲା ସର୍ବସାଧାରଣ ଜଗା ଦର୍ଶନ
ପୁରୀ : ଦୀର୍ଘ ୪ ମାସର ଅପେକ୍ଷାର ଅବସାନ ହୋଇଛି । ଆଜିଠାରୁ ସର୍ବସାଧାରଣଙ୍କ ଲାଗି ଖୋଲିଛ଼ି ଶ୍ରୀମନ୍ଦିର । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଶ୍ରଦ୍ଧାଳୁମାନେ ଆଜିଠୁ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛ଼ନ୍ତି । ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଓ!-->…
Read More...
Read More...
ଜିଲ୍ଲା କାରାଗାରରେ ରକ୍ଷା ବନ୍ଧନ ଉତ୍ସବ
ପୁରୀ : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ରାଷ୍ଟ୍ରୀୟ ସଦଭାବନା ମଞ୍ଚ ଏବଂ ଭାରତୀ ମହିଳା ଶକ୍ତି ଫାଉଣ୍ଡେସନ ତରଫରୁ ଜିଲ୍ଲା କାରାଗାର ପୁରୀରେ ରକ୍ଷାବନ୍ଧନ ଉତ୍ସବ ନିରାଡମ୍ବରେ ପାଳନ କରାଯାଇଥିଲା । କୋଭିଡ କଟକଣା ମାନି ମଞ୍ଚର ସଦସ୍ୟାମାନେ ଅନ୍ତେବାସୀମାନ ଓ ଜେଲର ସମସ୍ତ!-->…
Read More...
Read More...
ସରକାରୀ ଉଚ୍ଚ଼ ବିଦ୍ୟାଳୟ ସୁଡ୍ରେଜୁ ତରଫରୁ ଯବାନମାନଙ୍କୁ ରାକ୍ଷୀ ବନ୍ଧନ ଉତ୍ସବ
ଫୁଲବାଣୀ : ଖଜୁରିପଡା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ଼ ବିଦ୍ୟାଳୟ ସୁଡ୍ରେଜୁ ତରଫରୁ ସୁଡ଼ରୁକୁମ୍ପା ନିକଟରେ ଥିବା ଆଇଆର୍ବି ଯବାନମାନଙ୍କ ହାତରେ ରକ୍ଷା ବନ୍ଧନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଯବାନମାନେ ନିଜର ପରିବାର ଛାଡି ଦେଶ ସେବାରେ ନିଜକୁ ସମର୍ପିତ କରିଛନ୍ତି । ଏହି ପବିତ୍ର!-->…
Read More...
Read More...
ଅଟୋ ଧକ୍କାରେ ବାଲିଗୁଡା ବ୍ଲକ ବିଜେଡ଼ି ସଭାପତି ଆହତ
ବାଲିଗୁଡା,:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ଦଣ୍ଡପଦର ଠାରେ ଏକ ଅଟୋ ବାଲିଗୁଡ଼ାକୁ ଆସୁଥିବା ବେଳେ ବାଲିଗୁଡ଼ା ବ୍ଲକ ବିଜେଡ଼ି ସଭାପତି ଟୁନା ଦାସ ନିଜ ସ୍କୁଟିରେ ମହାସିଙ୍ଗି ଯାଉଥିବା ବେଳେ ବେପରୁଆ ଭାବେ ଅଟୋ ଚଳାଇ ଅଟୋଟି ଧକ୍କା ଦେବାରୁ ଟୁନା ଦାସ ତଳେ ପଡି ଆହତ ହୋଇଥିବା ଜଣା!-->…
Read More...
Read More...