Browsing Category

ରାଜ୍ୟ

ବୌଦ୍ଧର ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ରଙ୍କ ପରଲୋକ

ବୌଦ୍ଧ,୯ା୮: ବୌଦ୍ଧଜିଲ୍ଲାର ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ରଙ୍କ ଆଜି ସନ୍ଧ୍ୟାରେ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଦୀର୍ଘ ୫୦ ବର୍ଷ ଧରି ରାଜ୍ୟର ବିଭିନ୍ନ ସମ୍ବାଦପତ୍ରରେ ସାମ୍ବାଦିକତା କରି ସେ ସୁନାମ ଅର୍ଜନ କରିଥିଲେ । ସାମ୍ବାଦିକତା, ସାହିତ୍ୟ ଏବଂ ଅନେକ
Read More...

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ: ରାଜ୍ୟରେ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ

ଭୁବନେଶ୍ୱର,୯ା୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କ୍ୟାବିନେଟ ବୈଠକ ସଂପର୍କରେ ସୂଚନା ଦେଇ କହିଲେ ଯେ ରାଜ୍ୟସରକାର ଆଜି କ୍ୟାବିନେଟରେ ୧୬ଟି
Read More...

ଓଏଏସ ସ୍ତରରେ ଅଦଳବଦଳ: ଢେଙ୍କାନାଳ ଜିଲ୍ଲାପାଳ ହେଲେ ସରୋଜ ସେଠୀ

ଭୁବନେଶ୍ୱର,୯ା୮: ରାଜ୍ୟସରକାର ଆଜି ପ୍ରଶାସନିକ ସ୍ତରରେ ଏକ ଛୋଟିଆ ଅଦଳବଦଳ କରିଛନ୍ତି । ଏହିକ୍ରମରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ଭାବେ ବଦଳ କରିଥିବାବେଳେ ତାଙ୍କ ସ୍ଥାନରେ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ନିଯୁକ୍ତି
Read More...

ଦେବଗଡ଼ ପୌରପରିଷଦର ସମୀକ୍ଷା ବୈଠକ

ଦେବଗଡ଼,୯ା୮: କୋଭିଡ଼ ନିୟମ ଅନୁଯାୟୀ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ଦେବଗଡ଼ ପୌରପରିଷଦର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ହୋଇଯାଇଛି । ଏକ୍ତ ବୈଠକରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ପୌରପରିଷଦ ଅଧିକାରୀ ଅତସୀ ପିତଡ଼ା,ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ନରୋତ୍ତମ
Read More...

ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୨୭ ତମ ବିଶ୍ୱ ଆଦିବାସୀ ଦିବସ ପାଳିତ

ପାଟଣାଗଡ,୯/୮- ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସ୍ଥାନୀୟ ଆଦିବାସୀ ଭବନ ପରିସରରେ ସଂଘ ପକ୍ଷରୁ ୨୭ ତମ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିର୍ସା ମୁଣ୍ଡା ,ଜୟ ସିଂ ପାଳ ମୁଣ୍ଡା, ରିଣ୍ଡୋ ମାଝୀଙ୍କ ସହ ସଂଘ ଜିଲ୍ଲା ସଭାପତି ସ୍ୱର୍ଗତ ବ୍ରଜ କିଶୋର ସିଂ ଭୋଇଙ୍କ
Read More...

କଣ୍ଟାମାଳ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ

କଣ୍ଟାମାଳ,୯/୮- ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମନମୁଣ୍ଡା ବଙ୍ଗଳାଠାରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଜୁ ଛାତ୍ର ଜନତା ଦଳ କଣ୍ଟାମାଳର ସଭାପତି ଉଦିତ କୁମାର ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବିଜୁ ଛାତ୍ର ଜନତାଦଳ ବୌଦ୍ଧର
Read More...

ଆଦିବାସୀ ଦିବସରେ ଗୋଣ୍ଡ ସମାଜ ପକ୍ଷରୁ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର ୯/୮- ଆଜି ହେଉଛି ଆଦିବାସୀ ଦିବସ । ଆଜିର ଦିନରେ ଆଦିବାସୀଙ୍କ ବିଭିନ୍ନ ଦାବି ନେଇ ଅଖିଳ ଭାରତୀୟ ଗୋଣ୍ଡ ସମାଜ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଶୋଭାଯାତ୍ରା ସହ ବିଭିନ୍ନ ଦାବି ସମୂହ ଉପସ୍ଥାପନ କରାଯାଇଛି । ଜିଲ୍ଲା ସଭାପତି ବିରାଜ ଭୁଏଙ୍କ ନେତୃତ୍ୱରେ ଆଜି ଶହେରୁ ଉର୍ଦ୍ଧ୍ୱ
Read More...

ରାଜ୍ୟ ସରକାରଙ୍କ ପୂଜା ଗାଇଡଲାଇନ : ପୂଜାକୁ ଅନୁମତି, ଶ୍ରଦ୍ଧାଳୁଙ୍କୁ ମନା

ଭୁବନେଶ୍ୱର : ଏବେବି କରୋନା ସଂକ୍ରମଣ ଚିନ୍ତା ଟଳିନାହିଁ । ଆଗକୁ ପାର୍ବଣ ଋତୁ ଆସୁଛି । ସାଧାରଣତଃ ପୂଜା ପାର୍ବଣ ବେଳେ ଜନସମାଗମ ଅଧିକ ହେଉଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଏହାକୁ ଆଖିଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସ୍ୱତନ୍ତ୍ର
Read More...