Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସଂଗ୍ରାମ ଜେନାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପିସିସି ସଭାପତି
ଭୁବନେଶ୍ବର : ପୂର୍ବତନ ଯୁବ କଂଗ୍ରେସ ସଭାପତି ତଥା ଯୁବ ନେତା ସଂଗ୍ରାମ ଜେନା (ବାପି) ଙ୍କ ଅକାଳ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ ତାଙ୍କ ଶୋକବାର୍ତାରେ କହିଛନ୍ତି ବାପି ଜଣେ ଉଦ୍ୟୟମାନ ଯୁବସଂଗଠକ ଥିଲେ। ସେ ସର୍ଦାସର୍ବଦା!-->…
Read More...
Read More...
ଫୋନ୍ରେ ପ୍ରେମ ନିବେଦନ କରି ଚପଲରେ ମାଡ ଖାଇଲେ ଯୁବକ
ସୋର : ଜଣେ ଯୁବକଙ୍କୁ ଫୋନରେ ପ୍ରେମ ନିବେଦନ କରିବା ମହଙ୍ଗା ପଡିଛି । ମହିଳା ଜଣକ ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ ଖନ୍ତାପଡା ଥାନା!-->…
Read More...
Read More...
ତୃତୀୟ ଲହରରେ ଅଧିକ ଆକ୍ରାନ୍ତ ହେବେ ଶିଶୁ- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ତୃତୀୟ ଲହରରେ ଅଧିକ ଆକ୍ରାନ୍ତ ହେବେ ଶିଶୁ । ବର୍ତ୍ତମାନ ଶିଶୁଙ୍କ ଅକ୍ରୋନ୍ତ ସଂଖ୍ୟା ୧୦୦ ଉପରେ ରହୁଛି । ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ମଧ୍ୟ ଶିଶୁଙ୍କ ସଂକ୍ରମଣ ଏଭଳି ରହୁଥିଲା । ତେବେ ତୃତୀୟ ଲହରରେ ଆମକୁ କିଛି ସ୍ୱତନ୍ତ୍ର ପ୍ରିକସନ ନେବାକୁ ପଡ଼ିବ ବୋଲି କହିଛନ୍ତି!-->…
Read More...
Read More...
ପରଲୋକରେ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ
ଭୁବନେଶ୍ୱର : ପରଲୋକରେ ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନା । ସଂଗ୍ରାମ ଜେନାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ତାଙ୍କ ସାନ ଭାଇ ମନୋଜ ଜେନା । ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ହେବ କୋଭିଡରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦର ଏକ ଘରୋଇ!-->…
Read More...
Read More...
ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଜି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ୧୧ ଜିଲ୍ଲା ହେଉଛି ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର,!-->…
Read More...
Read More...
ଦିନିକିଆ ଗଜପତି ଗସ୍ତରେ ସମୀର ଦାସ
ଗଜପତି : ଗଜପତି ଗସ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଦିନିକିିଆ ଗସ୍ତରେ ଯାଇ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବାଳକ ବିଦ୍ୟାଳୟ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବାଳିକା ବିଦ୍ୟାଳୟର ସ୍ଥିତି ପରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସ୍କୁଲର ସ୍ଥିତି ପରଖିବା ପରେ ଜିଲ୍ଲାପାଳଙ୍କ!-->…
Read More...
Read More...
ରୋଷେଇ ଗ୍ୟାସ ଟାଙ୍କି ଫାଟି ୭ ଗୁରୁତର
ବାଲୁଗାଁ : ରୋଷେଇ ଗ୍ୟାସ ଟାଙ୍କି ଫାଟିଯିବାରୁ ୭ ଜଣ ପୋଡ଼ି ଯାଇଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡାରେ ଘଟିଛି ଏହି ଅଘଟଣ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗାଁର ରବୀନ୍ଦ୍ର ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବା!-->!-->!-->…
Read More...
Read More...
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରେ ପହଞ୍ଚିଲେ, ଜନ ଆଶିର୍ବାଦ୍ ଯାତ୍ରାରେ…
ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଦୁହେଁ ରାଜ୍ୟର ଜନ ଆଶିର୍ବାଦ୍ ଯାତ୍ରାରେ ଅଂଶଗ୍ରହଣ କରିବେ । ବିମାନବନ୍ଦରରେ ବିଜେପି!-->…
Read More...
Read More...
ଟାଉନ ଥାନା ପରିସରରେ ବୃକ୍ଷରୋପଣ
ପୁରୀ : ଟାଉନ ଥାନା ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୀ ଏସ୍ପି କେ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥାନା ପଛ ପାର୍ଶ୍ୱରେ ଥିବା ପଡିଆରେ ବୃକ୍ଷରୋପଣ କରିଥିଲେ । ବୃକ୍ଷ ରୋପଣ ଦ୍ୱାରା ପରିବେଶ ସନ୍ତୁଳନ ରହିବା ସହ ବାତାବରଣ ମଧ୍ୟ ଉତ୍ତମ ରହିବ ବୋଲି!-->…
Read More...
Read More...
ଚିନ୍ତା ବଢାଇଲାଣି ଶିଶୁ ରୋଗୀଙ୍କ ସଂଖ୍ୟା, ପୁଣି ୧୨୮ ଛୁଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୨୮ ଜଣ ଛୁଆ ଅଛନ୍ତି, ଯେଉଁମାନଙ୍କ ବୟସ ୦ରୁ ୧୮ ବର୍ଷ ମଧ୍ୟରେ ରହିଛି ।ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ । ବାକି ୪୩୬ଟି ହେଉଛି ଲୋକାଲ୍ କେସ୍!-->…
Read More...
Read More...