Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉଦୟଗିରି ନିର୍ବାଚନ ମଣ୍ଡଳୀର ଦାରିଙ୍ଗବାଡି ବ୍ଲକଠାରେ ବିଜୁ ମହିଳା ଜନତା ଦଳର ପ୍ରସ୍ତୁତି ବୈଠକ
ଫୁଲବାଣୀ,୧୮/୮- କନ୍ଧମାଳ ଜିଲ୍ଲା ଉଦୟଗିରି ନିର୍ବାଚନ ମଣ୍ଡଳୀର ଦାରିଙ୍ଗବାଡି ବ୍ଲକଠାରେ ବିଜୁ ମହିଳା ଜନତା ଦଳର ପ୍ରସ୍ତୁତି ବୈଠକ ହୋଇଯାଇଅଛି । ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବରେ କନ୍ଧମାଳ ସାଂସଦ ଡ଼ଃ.ଅଚ୍ୟୁତ ସାମନ୍ତ ଯୋଗ ଦେଇଥିବା ବେଳେ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସହ!-->!-->!-->…
Read More...
Read More...
ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ବୌଦ୍ଧ,୧୮/୮- ଚଳିତ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୨ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମସ୍ତ ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ ଓ ବିଏଲଓ ସୁପରଭାଇଜରଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଭୋଟରମାନେ ଅନଲାଇନ!-->…
Read More...
Read More...
ଧରଣୀଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର
ଦେବଗଡ଼,୧୮ା୮ : ଧରଣୀଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୨୦୨୦-୨୧ ବର୍ଷ ପାଇଁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି । ସୁଶୀତଳ ଛାୟା ପ୍ରଦାନକାରୀ ସୁ-ଉଚ୍ଚ ପିଆଶାଳ ବୃକ୍ଷରାଜି ସହିତ ନାନାଦି ଓøଷଧିୟ ବୃକ୍ଷ ଓ ବିଭିନ୍ନ ଫୁଲଫଳ ବୃକ୍ଷ ସମୁହର ପ୍ରାକୃତିକ ପରିବେଶ ଏହି ବିଦ୍ୟାଳୟକୁ!-->…
Read More...
Read More...
ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’ସଂର୍ପକୀତ କର୍ମଶାଳା
ରାୟଗଡ/୧୮/୮: “ମୋ କଲେଜ ଅଭିଯାନ’ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏକ ଅଭିନବ ପରିକଳ୍ପନା । କଲେଜକୁ ସେମାନଙ୍କ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଯୋଡିବା ଏବଂ ସେ ଅଂଚଳର ବୁଦ୍ଧିଜୀବି ଓ ସମସ୍ତଙ୍କ ସହଯୋଗରେ କଲେଜର ସାମଗ୍ରୀକ ବିକାଶ କରିବା ଏହି ଅଭିଯାନର ଲକ୍ଷ୍ୟ ବୋଲି ମୋ କଲେଜ ଅଭିଯାନର!-->…
Read More...
Read More...
ରକ୍ତଦାନ ଶିବିର ଉଦଘାଟିତ, ୮୫ ୟୁନିଟ ରକ୍ତ ସଂଗୃହୀତ
ସାଲେପୁର,୧୮/୮: ରକ୍ତଦାନ ମହତ ଦାନ । ସାଲେପୁର ବ୍ଲକ୍ ଅନ୍ତର୍ଗତ କଟରପା ଗ୍ରାମ ପଞ୍ଚାୟତରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦାନ କରିବାସହ ରକ୍ତ ଦାନ ଶିବିରକୁ ଉଦଘାଟନ କରିଥିଲେ । ଗ୍ରାମପଞ୍ଚାୟତର ପ୍ରାୟ ୮୫ ରୁ!-->…
Read More...
Read More...
ସୂଚନା ଓ ଲୋକସଂପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକଙ୍କ ରାୟଗଡ ଜିଲ୍ଳା ଗସ୍ତ
ରାୟଗଡ/୧୮/୮: ସୂଚନା ଓ ଲୋକସଂପର୍କ ବିଭାଗର ଦକ୍ଷିଣାଂଚଳ ଉପନିର୍ଦ୍ଦେଶକ ଗୁରବୀର ସିଂହ ଆଜି ଦିନକିଆ ରାୟଗଡ ଜିଲ୍ଲା ଗସ୍ତରେ ଆସି ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ଶ୍ରୀ ସିଂହ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟକାରିତା!-->…
Read More...
Read More...
ତ୍ରିଦିବସୀୟ ରାଧାକୃଷ୍ଣ ଫୁଟବଲ ଟୁର୍ଣ୍ଣାମେଂଟ ଉଦ୍ଯାପିତ, ନଳବନ୍ଧ ଚମ୍ପିଆନ
ଦେବଗଡ଼,୧୮ା୮ : ଦେବଗଡ଼ ଜିଲ୍ଲା ବାରକୋଟ ପଂଚାୟତ ସମିତି ଅନ୍ତର୍ଗତ ବସାଲଇ ପଂଚାୟତର ଅସନନାଳୀ ଗ୍ରାମର ରାଧାକୃଷ୍ଣ କ୍ଲବ ଆନୁକୁଲ୍ୟରେ ତ୍ରିଦିବସୀୟ ପୁଟବଲ ଟୁର୍ଣ୍ଣାମେଂଟ ଉଦ୍ଯାପିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଟୁର୍ଣ୍ଣାମେଂଟରେ ମୋଟ ୧୬ଟି ଫୁଟବଲ ଦଳ ଅଂଶ ଗ୍ରହଣ କରିଥିବାବେଳେ!-->…
Read More...
Read More...
ବିକ୍ରମ ପ୍ରଧାନ ହେଲେ ବୌଦ୍ଧଜିଲ୍ଲା ଛାତ୍ର କଂଗ୍ରେସ ସଭାପତି
ବୌଦ୍ଧ,୧୮/୮- ବୌଦ୍ଧଜିଲ୍ଲାର ଛାତ୍ରକଂଗ୍ରେସ ସଭାପତି ଭାବେ ବିକ୍ରମ ପ୍ରଧାନ ଆଜି ନିଯୁକ୍ତ ହୋଇଛନ୍ତି । ଜାତୀୟ ସଂପାଦକ ତଥା ଓଡିଶା ଛାତ୍ର କଂଗ୍ରେସ ପ୍ରଭାରୀ ଅନୁଲେଖା ବୁଷାଙ୍କ ସୁପାରିଶକ୍ରମେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୱାସିର ନୱାଜ ଏହି ନିଯୁକ୍ତି ଶ୍ରୀ ପ୍ରଧାନଙ୍କୁ ଦେଇଛନ୍ତି ।!-->…
Read More...
Read More...
ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ବୌଦ୍ଧ,୧୮/୮- ଚଳିତ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୨ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମସ୍ତ ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ ଓ ବିଏଲଓ ସୁପରଭାଇଜରଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଭୋଟରମାନେ ଅନଲାଇନ!-->…
Read More...
Read More...
ବିକ୍ରମ ପ୍ରଧାନ ହେଲେ ବୌଦ୍ଧଜିଲ୍ଲା ନୂତନ ଛାତ୍ରକଂଗ୍ରେସ ସଭାପତି