Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୩ ଜଣଙ୍କୁ ରାଜ୍ୟ ମୁଖପାତ୍ର ଦାୟୀତ୍ୱ
ଭୂବନେଶ୍ୱର: ଦଳୀୟ ମିଡଆ ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ୩ ଜଣଙ୍କୁ ରାଜ୍ୟ ମୁଖପାତ୍ର ଦାୟୀତ୍ୱ ପ୍ରଦାନ କରାଯାଇଛି ।ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରମାରଂଜନ ବଳିୟାରସିଂହ, ଭୁବନେଶ୍ୱର ମହାନଗର!-->…
Read More...
Read More...
ବିଜେଡି ପକ୍ଷରୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ପୁରୀ : କୋଣାର୍କ ଯାତ୍ରୀ ନିବାସ ପରିସରରେ ପୁରୀ ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଜିଲ୍ଲା ବିଜେଡ଼ି ଦଳର ସଭାପତି ମହେଶ୍ୱର ମହାନ୍ତି ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ କରିଥିଲେ । ଏଥିରେ ପୁରୀ ଜିଲ୍ଲାର ୬ ଗୋଟି ନିର୍ବାଚନ ମଣ୍ଡଳୀର!-->…
Read More...
Read More...
କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ୩ ଦିନିଆ କନ୍ଧମାଳ ଗସ୍ତ
ଫୁଲବାଣୀ:କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ୩ ଦିନିଆ କନ୍ଧମାଳ ଗସ୍ତରେ ଆସି ଆଜି ଦ୍ୱିତୀୟ ଦିନରେ ପ୍ରଥମେ ଫୁଲବାଣୀ ମେଡିକାଲ କଲେଜର ଭିତ୍ତି ଭୂମି ଓ ନିର୍ମାଣର ଅଗ୍ରଗତି ଦେଖି ସେଠାରୁ ଟିକାବାଲି ବ୍ଲକର ପିକାରଡି ଗ୍ରାମ ପଞ୍ଚାୟତର ପଂଚାୟତ ଗୃହର ଉଦଘାଟନ କରିବାସହ କୋଭିଡ଼ ଗାଇଡ଼ଲାଇନ!-->…
Read More...
Read More...
ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କଲେ ପୂର୍ବତନ ସାଂସଦ କଳିକେଶ
ବଲାଙ୍ଗୀର : ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଆଜି ସହର ସ୍ଥିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ନିର୍ମିତ ବସ ଟର୍ମିନାଲ ପରିଦର୍ଶନ କରି ଭିନ୍ନକ୍ଷମମାନଙ୍କ ପାଇଁ ସେଠାରେ ଉପଯୁକ୍ତ ବ୍ୟବସ୍ଥା କରିବା ଏବଂ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ଫାଣ୍ଡିର ବ୍ୟବସ୍ଥା!-->…
Read More...
Read More...
ବୌଦ୍ଧ ପ୍ରଶାସନ ତରଫରୁ ତୃତୀୟ ଲିଙ୍ଗିଙ୍କୁ ପରିଚୟ ପତ୍ର ବଣ୍ଟନ
ବୌଦ୍ଧ, ୧୮/୮- ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ୧୪ଜଣ ତୃତୀୟ ଲିଙ୍ଗିଙ୍କୁ ସୁରକ୍ଷା ଏବଂ ଅଧିକାର ଅଧିନିୟମ ୨୦୧୯ ଅନୁସାରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ପରିଚୟ ଏବଂ ପ୍ରମାଣପତ୍ର ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତୃତୀୟ ଲିଙ୍ଗି!-->…
Read More...
Read More...
ଜିଲ୍ଲା ଶିଳ୍ପ ଉନ୍ନୟନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ
ପୁରୀ : ପୁରୀରେ ପୁଣି ଭିଜିଲାନ୍ସ ଚଜ୍ଜାଉ ହୋଇଛି । ଆଜି ଜିଲ୍ଲା ଶିଳ୍ପ ଉନ୍ନୟନ ଅଧିକାରୀ ସୀତାରାମ ସାହୁଙ୍କ ଘର ଉପରେ ଭିଜିଲାନ୍ସ ଚଢାଉ କରିଛି । ପୁରୀ, ଭୁବନେଶ୍ୱର ଏବଂ ନୟାଗଡ଼ର ୫ଟି ସ୍ଥାନରେ ଓଡିଶା ଭିଜିଲାନ୍ସ ଦ୍ୱାରା ଚଢ଼ାଉ ଜାରି ରହିଛି । ୪ ଜଣ ଡିଏସପି, ୫ ଇନ୍ସପେକ୍ଟର ଏବଂ!-->…
Read More...
Read More...
ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନ୍
ଭୁବନେଶ୍ବର :ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନ୍ । କୋଭିଡ୍-୧୯ ପରିଚାଳନାରେ ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ଦ୍ବାରା କରାଯାଇଥିବା ମୁଡ୍ ଅଫ୍ ଦି ନେସନ ସର୍ଭେରେ, ଦେଶରେ କୋଭିଡ୍ ପରିଚାଳନାରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ!-->…
Read More...
Read More...
କାର୍କୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ବିଧାୟକ
ଭଦ୍ରକ : ଆଜି ସକାଳୁ ଏକ ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ । କିନ୍ତୁ ସ୍ୱଭାଗ୍ୟବଶତଃ ସେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆଜି ସେ ଭଦ୍ରକରୁ ଭୁବନେଶ୍ୱର ଫେରିବା ବେଳେ ଜାରକା ପାଖରେ ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ!-->…
Read More...
Read More...