Browsing Category

ରାଜ୍ୟ

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କନ୍ଦରାଭଟା ଜଳମହାଦେବ ପୀଠ ପ୍ରତି ରାଜ୍ୟ ପର୍ଯ୍ୟଟନ ବିଭାଗର ଦୃଷ୍ଟି ପଡୁ

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ତଥା ପଶ୍ଚିମଓଡ଼ିଶାର ପ୍ରସିଦ୍ଧ ହରିଶଙ୍କର ପୀଠ ଗନ୍ଧମାର୍ଦ୍ଦନ ପାଦଦେଶରେ ଅବସ୍ଥିତ । ପର୍ବତର ପଶ୍ଚିମ ଦିଗର ହରିଶଙ୍କର ପୀଠଠାରୁ ପ୍ରାୟ ୪ କିମି ଦୂରରେ ଅବସ୍ଥିତ ଜଳମହାଦେବ ପୀଠ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସଦରମହକୁମାଠାରୁ ପ୍ରାୟ ୫୦ କିମି ଦୂର
Read More...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ୩ ଡାକ୍ତରଙ୍କୁ ଜେରା

ପାରଳାଖେମୁଣ୍ଡି: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହେବାକୁ ଲାଗିଛି । ଏହାର ରହସ୍ୟ ଭେଦ କରିବାକୁ ପୁଲିସ୍‌ ହାତରୁ ତଦନ୍ତ ଦାୟିତ୍ୱ ନେଇ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ଆଉ ଏହି ଘଟଣା ସହ ଜଡିତ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀ
Read More...

ସୋନପୁର ବ୍ଲକକୁ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ଟିମର ପରିଦର୍ଶନ

ସୁବର୍ଣ୍ଣପୁର : ସଂପ୍ରତି ଚାଲିଥିବା ତ୍ରିମାସିକ ସମନ୍ୱିତ ସ୍ୱାସ୍ଥ୍ୟ ଅଭିଯାନର ମନିଟରିଙ୍ଗ ପାଇଁ ଏକ ରାଜ୍ୟସ୍ତରୀୟ ମନିଟରିଂ ଦଳ ସୋନପୁରରେ ପହଞ୍ଚିଛନ୍ତି । ଅତିରିକ୍ତ ନିର୍ଦ୍ଦେଶକ ସ୍ୱାସ୍ଥ୍ୟସେବା (ଟିବି) ଡାକ୍ତର ପ୍ରଶାନ୍ତ କୁମାର ଦାଶ ଏବଂ ରାଜ୍ୟ ଟ୍ରେନିଂ କୋର୍ଡିନେଟର ଏନଏଚଏମ ଶ୍ରୀ
Read More...

ନିହାରଙ୍କ ଜନ୍ମଦିନ ଅବସରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ବଲାଙ୍ଗୀର: ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରାଙ୍କ ଜନ୍ମଦିନ ଅବସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଲୋଇସିଂହା ଓ ପୁଇଁତଲା ବ୍ଳକ କୁଣ୍ଡାମାଳ ଠାରେ ଆୟୋଜିତ ହୋଇଥିଲା । ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ମହିଳା ଶିଶୁ କଲ୍ୟାଣ
Read More...

ଭକ୍ତବିହୀନ ମହାପ୍ରଭୁଙ୍କ ବର୍ଷାକାଳୀନ ରାହାସ ଉତ୍ସବ

ପୁରୀ : ଚଳିତବର୍ଷ ଶ୍ରୀକ୍ଷେତ୍ରରେ ଭକ୍ତବିହୀନ ମହାପ୍ରଭୁଙ୍କ ବର୍ଷାକାଳୀନ ରାହାସ ଉତ୍ସବ ବା ଝୁଲଣ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି । କୋଭିଡ କଟକଣା ଭିତରେ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଝୁଲଣଯାତ୍ରା ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଆରମ୍ଭ ହୋଇଛି । ସୁସଜ୍ଜିତ ଝୁଲଣ କୁଞ୍ଜରେ ଶ୍ରୀରାଧାକୃଷ୍ଣ
Read More...

ପୂର୍ତ୍ତଯନ୍ତ୍ରୀଙ୍କ କେଳେଙ୍କାରୀ: ବିନା ଟେଣ୍ଡରରେ ବିକ୍ରି କରିଥିବା ୪୦ ଲକ୍ଷ ଟଙ୍କାର ପୁରୁଣା ଲୁହା ସାମଗ୍ରୀର ତଦନ୍ତ…

ଘୁ.ଉଦୟଗିରି,୧୭/୮- ପୂର୍ତ୍ତବିଭାଗ କନ୍ଧମାଳ ଜିଲ୍ଲା ସେକ୍ସନ ସହକାରୀ ଯନ୍ତ୍ରୀ ଅରୁଣ ପ୍ରସାଦ ସାହୁଙ୍କ ଦ୍ୱାରା ଏକ ମହା କେଳେଙ୍କାରୀ ଓ ଦୁର୍ନୀତି ସାମ୍ନାକୁ ଆସିଛି । ବିଗତ ଦିନମାନଙ୍କରେ ଘୁ. ଉଦୟଗିରି ବିଧାୟକ ମଧ୍ୟ ତାଙ୍କ ବିଷୟରେ ସରକାରଙ୍କୁ ଚିଠି ଲେଖିଥିଲେ ଅନ୍ୟତ୍ର ବଦଳି ନିମନ୍ତେ
Read More...

ସୁବର୍ଣ୍ଣପୁର ସହରର ୱାର୍ଡ ନଂ ୧ରେ ଜବରଦଖଲ ଉଚ୍ଛେଦ

ସୁବର୍ଣ୍ଣପୁର,୧୭/୮- ସୁବର୍ଣ୍ଣପୁର ଠାରେ ନବନିର୍ମିତ ଜିଲ୍ଲା ଶିଶୁ ଓ ମାତୃ ସ୍ୱାସ୍ଥ୍ୟକେନ୍ଦ୍ର ରାସ୍ତାକଡରେ ଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରୁଛି ରାଜସ୍ୱ ବିଭାଗ । ଦୀର୍ଘ ଦିନରୁ ସ୍ୱାସ୍ଥ୍ୟକେନ୍ଦ୍ର ରାସ୍ତାର ଉଭୟ ପାର୍ଶ୍ୱରେ ଲୋକେ ସରକାରୀ ଜମି ଜବରଦଖଲ କରି ରହି ଆସୁଥିଲେ ।
Read More...

ଘୁ.ଉଦୟଗିରି ବ୍ଲକରେ ରାସନ ସାମଗ୍ରୀ ବଣ୍ଟନ

ଘୁ.ଉଦୟଗିରି,୧୭/୮- ଜନବିକାଶ ସ୍ୱେଚ୍ଛାସେବୀ ଅନୁଷ୍ଠାନ କ.ନୂଆଗାଁ ଆନୁକୂଲ୍ୟରେ ଆଜି କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିର କରୋନାରେ ଆକ୍ରାନ୍ତ ଓ କରୋନାରେ ମୃତ୍ୟୁବରଣ କରିଥିବା ପରିବାରମାନଙ୍କୁ ଜନବିକାଶ ନିର୍ଦ୍ଦେଶକ ଶ୍ରୀ ମଦନ ସୁଆଲ ସିଂଙ୍କ ତତ୍ତ୍ୱାଧାନରେ ଜନବିକାଶ କର୍ମୀମାନେ ଆଜି
Read More...

ଏଆଇଏସଏଫ ତରଫରୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାପାଇଁ ଦାବି

ବୌଦ୍ଧ,୧୭/୮- ଲକଡାଉନ ଆଳରେ ସରକାର ଆଜି ଶିକ୍ଷାବ୍ୟବସ୍ଥାକୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ କରିସାରିଛନ୍ତି । ବିଶେଷକରି ଗ୍ରାମାଞ୍ଚଳରେ ପରିସ୍ଥିତି ଅଧିକ ସଂଗୀନ ହୋଇପଡିଛି । କେଉଁଠି ମୋବାଇଲ ଟାୱାର ନାହିଁତ ଅନ୍ୟ କେଉଁଠି ଦୁଇଓଳି ପେଟକୁ ଅନ୍ନମୁଠାଏ ଯୋଗାଡ କରିପାରୁନଥିବା ପିତାମାତା ପାଠ
Read More...

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଧତାକୁ ଚାଲେଞ୍ଜ, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଖୁଣ୍ଟିଆ ନିଯୋଗ

ପୁରୀ :ଗତ ୧୨ ତାରିଖରେ ନୁଆ କରି ଗଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଧତାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଖୁଣ୍ଟିଆ ‌ନିଯୋଗ। ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ପକ୍ଷରୁ ଏକ ପିଟିସନ ଦାୟର କରାଯାଇଥିବା ବେଳେ ଏହାକୁ ଗ୍ରହଣ କରିବା ସହ ସମସ୍ତ
Read More...