Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନୂଆପାଲି ସ୍କୁଲରେ ବିଧାୟକ ଓ ଜିଲ୍ଲାପାଳଙ୍କ ଦ୍ୱାରା ବୃକ୍ଷରୋପଣ
କଣ୍ଟାମାଳ,୭/୮- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନୂଆପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ମହୀଧର ରଣା ଓ ସମ୍ମାନୀତ ଅତିଥି ଭାବେ!-->…
Read More...
Read More...
କଣ୍ଟାମାଳ ଓ ଘଣ୍ଟାପଡାରେ ବିଜେଡିର ଜୋନସ୍ତରୀୟ କର୍ମି ସମ୍ମିଳନୀ
କଣ୍ଟାମାଳ,୭/୮ - କଣ୍ଟାମାଳ ବିାନସଭା ନିର୍ବାଚନ ମଣ୍ଡଳୀର ୧ନମ୍ବର ଜୋନ ଘଣ୍ଟାପଡା ର ମାଣ୍ଡିଆଯୋର ଡାକବଙ୍ଗଳା ଓ ୨ନମ୍ବର ଜୋନ୍ କଣ୍ଟାମାଳର କଲ୍ୟାଣ ମଣ୍ଡପ ଠାରେ ଆଜି ବିଜୁ ଜନତା ଦଳର ଜୋନସ୍ତରୀୟ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ!-->…
Read More...
Read More...
ନିରଜ ଚୋପ୍ରାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା
ପୁରୀ,୭/୮- ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଜାଭଲିନ ଥ୍ରୋ ଖେଳାଳି ନିରଜ ଚୋପ୍ରାଙ୍କୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ବାଲୁକା କଳା ମାଧ୍ୟମରେ ଖେଳାଳି ନିରଜ ଚୋପ୍ରା ଅଲଂପିକରେ ଗୋଲ୍ଡ ମେଡାଲ ଜିତି ଇତିହାସ ରଚିଥିବାରୁ ତାଙ୍କର ବାଲୁକା କଳା!-->…
Read More...
Read More...
ରାୟଗଡ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ
ରାୟଗଡ/୭/୮: ରାୟଗଡ ଜିଲ୍ଳା ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ତରଫରୁ ପଦ୍ମବିଭୂଷଣ ତଥା ପୂର୍ବତନ କେନ୍ଦ୍ର ବୈଦଶିକ ମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ମହିଳା ମୋର୍ଚ୍ଚାର!-->…
Read More...
Read More...
ନୂତନ ଜ଼ିଲ୍ଲାପାଳଙ୍କୁ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ କିଛି ଗଠନ ମୂଳକ ପ୍ରସ୍ତାବ ଉପରେ ଆଲୋଚନା ଓ ଉପସ୍ଥାପନା
ସୁବର୍ଣ୍ଣପୁର, ୭/୮- ଗତକାଲି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଆଇଏଏସ୍ଙ୍କୁ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର-ମନମୁଣ୍ଡାର ଏକ ଉଚସ୍ତରୀୟ ପ୍ରତିନିଧି ଦଳ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ଗତମାସରେ ଖବର ମାଧ୍ୟମରେ ସଂଗଠନ ପକ୍ଷରୁ ପ୍ରଶାସନ ର ସ୍ୱତନ୍ତ୍ର ଦୃଷ୍ଟି!-->…
Read More...
Read More...
ମୋ ସ୍କୁଲ ଅଭିଯାନ ଉପ-ନିର୍ଦ୍ଦେଶିକାଙ୍କ ରାୟଗଡ ଜିଲ୍ଳା ଗସ୍ତ: ସ୍ମାର୍ଟକ୍ଳାସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସହ…
ରାୟଗଡ/୭/୮: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ମୋ ସ୍କୁଲ ଅଭିଯାନର ଉପନିର୍ଦ୍ଦେଶିକା ସଶ୍ମିତା ମାଳି ଦିନିକିଆ ରାୟଗଡ ଶିକ୍ଷା ଜିଲ୍ଲାକୁ ଗସ୍ତରେ ଆସି ୫ଟି ନୀତି ଅନୁଯାୟୀ ଜିଲ୍ଳାର ୭ଟି ଆକାଂକ୍ଷୀ ଉଚ ବିଦ୍ୟାଳୟରେ ସ୍ମାର୍ଟକ୍ଳାସ, ଇ-ପାଠାଗାର, ବିଜ୍ଞାନ!-->…
Read More...
Read More...
ପୋଲିସ୍ ଡିଜିପିଙ୍କ ସାମ୍ବାଦିକ ସମ୍ମିଳନୀକୁ ବର୍ଜନ
ବଲାଙ୍ଗୀର,୭/୮- ଆଜି ପୋଲିସ୍ ଡିଜି ଅଭୟଙ୍କ ବଲାଙ୍ଗୀର ଗସ୍ତ ଅବସରରେ ସାମ୍ବାଦିକ ସମ୍ମିଳନୀକୁ ଗଣମାଧ୍ୟମ ପ୍ରତିନିଧି ବର୍ଜନ କରିଥିଲେ । ଆଇନ୍ ଶୃଙ୍ଖଳା ଓ ମାଓ ଦମନ ସମୀକ୍ଷା ପାଇଁ ଡିଜି ବଲାଙ୍ଗୀର ଗସ୍ତରେ ଆସି ସ୍ଥାନୀୟ ମନୋହରପୁର ରିଜର୍ଭ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବଲାଙ୍ଗୀର!-->…
Read More...
Read More...
ପୁଇଁତଲା ବ୍ଳକ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ
ବଲାଙ୍ଗୀର,୭/୮- ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ପୁଇଁତଳା ବ୍ଳକ କିରାଣୀଙ୍କ କାର୍ଯ୍ୟାଳୟ ଓ ଘରେ ଭିଜିଲାନ୍ସ ଚଢାଉ କରିଛି । ରବିନ୍ଦ୍ର କୁମାର ମହାନ୍ତିଙ୍କ ସ୍ଥାନୀୟ ସାଗରପଡା ବାସଭବନ ସହ ୫ଟି ସ୍ଥାନରେ ବଲାଙ୍ଗୀର ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ଏକକାଳୀନ ଚଢାଉ କରିଛି ।!-->…
Read More...
Read More...
ଲୋକକଳା ଗ୍ରାମରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ
ବୌଦ୍ଧ/ଜହ୍ନାପଙ୍କ,୭/୮- ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଲୋକକଳା ଗ୍ରାମ ନାରାୟଣ ନଗର ଯୁଗ୍ମ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚନ୍ଦ୍ର ମନ୍ଦିର ପରିସରରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ, ଭଳଭଦ୍ର ଓ ମାତା ସୁଭଦ୍ରାଙ୍କ!-->…
Read More...
Read More...
ଅନାଥ ପିଲାଙ୍କୁ ଆପଣାଇଲା ଜିଲ୍ଲା ପ୍ରଶାସନ
ଗଜପତି,୭/୮- ଗଜପତି ଜିଲ୍ଲା ରାୟଗଡ ପଞ୍ଚାୟତ ସମିତିର ରାୟଗଡ ଗ୍ରାମରେ ୨୦୧୫ ରେ ମାଆ ସବିତା ପାପ୍ପୁରେଡିକୁ ହରାଇ ଏବଂ ବର୍ତ୍ତମାନ ବାପା ତୋଫାନ୍ ପାପ୍ପୁରେଡିଙ୍କୁ ହରାଇ ଅନାଥ ହୋଇଥିବା ଦୁଇଟି ଛୁଆଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଞ୍ଚି ଉଦ୍ଧାର କରିଛି । କିଛି ଖବର କାଗଜରେ ଏହି ଘଟଣା!-->…
Read More...
Read More...