Browsing Category

ରାଜ୍ୟ

ରେଳମନ୍ତ୍ରୀ ଅଶ୍ବିନ ବୈଷ୍ଣବଙ୍କ ସହ ସାକ୍ଷାତ କଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ

ଫୁଲବାଣୀ,୬/୮- କନ୍ଧମାଳ ସାଂସଦୀୟ କ୍ଷେତ୍ରରେ ରେଳପଥ ନିର୍ମାଣ ନେଇ ସାଂସଦ ଅଚ୍ୟୁତ ସାମନ୍ତ ରେଳମନ୍ତ୍ରୀ ଅଶ୍ୱିନ୍‍ ବୈଷ୍ଣବଙ୍କ ସହ ସାକ୍ଷାତ କରି ପୁଣିଥରେ ଦାବି ଉପସ୍ଥାପନ କରିଛନ୍ତି। ବୁଧବାର ଶ୍ରୀ ସାମନ୍ତ ରେଳମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବା ସହ ଏ ସମ୍ପର୍କିତ
Read More...

ଆସନ୍ତା ୧୦ରେ ବିଜେପି ତରଫରୁ ରାଜଭବନ ସମ୍ମୁଖରେ ଧାରଣା

ବଲାଙ୍ଗୀର,୬/୮- ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ବିରୋଧୀ ଓ ଆଞ୍ଚଳିକ ବୈଷମ୍ୟବାଦ ନୀତି ପ୍ରତିବାଦରେ ବିଜେପି ରାଜଭବନ ଆଗରେ ବିକ୍ଷୋଭ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି। ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଆୟୋଜିତ
Read More...

ଶୁଖିଲା ପଡିଛି କୁଆଁରିଆ ଡେମ୍

ଦଶପଲ୍ଲା,୬/୮ : - ଶୁଖିଲା ପଡିଛି କୁଆଁରିଆ ଜଳ ଭଣ୍ଡାର । ହନ୍ତସନ୍ତ ହେଉଛନ୍ତି ତଳମୁଣ୍ଡର ଚାଷୀ । ଦଶପଲ୍ଲା ଅଂଚଳରେ କମ୍ ମୈ|ସୁମୀ ବର୍ଷା ଯୋଗୁଁ ଚାଷକାମ ବାଧାପ୍ରାପ୍ତ ହୋଇଥିବାବେଳେ, କୁଆଁରିଆ ଜଳଭଣ୍ଡାର ଉପରେ ଚାଷୀମାନେ ସଂପୂର୍ଣ୍ଣ ନିର୍ଭର କରିଥାନ୍ତି । କିନ୍ତୁ ବିଭାଗୀୟ
Read More...

ବୌଦ୍ଧ: ୨ଦିନ ହେଲା ବୌଦ୍ଧଜିଲ୍ଲା କରୋନା ଶୂନ୍ୟ ରହିଛି

ବୌଦ୍ଧ,୬/୮- ଦୁଇଦିନ ହେଲା ବୌଦ୍ଧଜିଲ୍ଲାରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଫଳରେ ଜିଲ୍ଲାରେ ନିୟନ୍ତ୍ରଣରେ ରହିଛି କରୋନା , ଜନସାଧାରଣ ମଧ୍ୟ ସଚେତନ ରହୁଥିବା ଜଣାପଡିଛି । ଆଗକୁ ମଧ୍ୟ ଏପରି ସଚେତନ ରହିବାକୁ ଜିଲ୍ଲାପ୍ରଶାସନ ଆଶା ରଖିଛି । ଆଜିସୁଦ୍ଧା ଜିଲ୍ଲାରେ ୧୨୫୨୦
Read More...

ମାଓବାଦୀଙ୍କ ସହଯୋଗୀ ଗିରଫ

ପାଟଣାଗଡ଼,୬/୮- ମାଓବାଦୀଙ୍କୁ ସୁରକ୍ଷା ଦେଉଥିବା ଜଣାପଡିବା ପରେ ଖପ୍ରାଖୋଲ ଲାଠୋର ଥାନା ଜାଲବାହାଲ ଗାଁର ଦୁର୍ଯ୍ୟୋଧନ ବରିହା(୪୦)ଙ୍କୁ ପୋଲିସ ଗୁରୁବାର ଗିରଫ କରିଛି । ପୋଲିସ ପ୍ରଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୁର୍ଯ୍ୟୋଧନ ବରଗଡ଼, ମହାସମୁନ୍ଧ ବଲାଙ୍ଗୀର(ବି ଏମ୍‌ ବି) ଡିଭିଜନ ମାଓ
Read More...

ଅସଲି ଚାଷୀ ନାରେ ନକଲି ଚାଷୀ କୃଷି ବୀମାକରି ୩ ଗିରଫ

ପାଟଣାଗଡ଼,୬/୮- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକରେ ଅସଲି ଚାଷୀ ମାନଙ୍କ ନାମରେ ନକଲି କୃଷିବୀମା କରି ଦୁଇ ପୁରୁଷ ସମେତ ଜଣେ ମହିଳାଙ୍କୁ ଗିରଫ କରିଛି ବେଲପଡ଼ା ପୋଲିସ । ଗିରଫ ମହିଳା ଜଣକ ନୂଆପଡ଼ାଜିଲ୍ଲା ସିନାପାଲି ଅଞ୍ଚଳର ହାତୀ ବନ୍ଧ ଗାଁର କୁନ୍ତଲା ମେହେର ଓ
Read More...

୧୬ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ କରୋନା ମିଟର ଧୀରେ ଧୀରେ କମୁଛି । ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ କ୍ଲାସ ରୁମ ପାଠ ପଢା ଆରମ୍ଭ ହୋଇଥିବାବେଳେ ଆସନ୍ତା ଅଗଷ୍ଟ ୯ ତାରିଖ ଦିନ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିିଷ୍ପତ୍ତି ନିଆଯାଇଛି ।
Read More...