Browsing Category

ରାଜ୍ୟ

ନଦୀ ଜଳ ଧୋଇ ନେଇଗଲା ପୋଡାମରା ଗାଁର ଅସ୍ଥାୟୀ ପୋଲ: ଗାଁକୁ ନାହିଁ ପକ୍କାରାସ୍ତା,ସରକାରୀ ରାସ୍ତା ଖୋଜୁଛନ୍ତି…

ରାୟଗଡ/୧୬/୮: ଦୀର୍ଘବର୍ଷରୁ ଗାଁକୁ ନାହିଁ ପକ୍କାରାସ୍ତାଟିଏ । ମାଧ୍ୟମ ସାଜିଛି ଝଂଜାବତୀ ନଦୀ ଉପରେ ଥିବା ଅସ୍ଥାୟୀ ପୋଲ । ଯାହରକି ଥିଲା ପୋଡାମରା ଗାଁର ବିକାଶର ରାସ୍ତା । ତେବେ ଦୁଇଦିନ ତଳେ ଉପରମୁଣ୍ଡରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଝଂଜାବତୀ ନଦୀରେ ବଢିପାଣି ଆସି ଅସ୍ଥାୟୀ ପୋଲକୁ ଧୋଇ
Read More...

କେନାଲ ପୁନଃରୁଦ୍ଧାର କଲେ ଦାମୋଦରପୁର ଗ୍ରାମବାସୀ

ବୌଦ୍ଧ/ଜହ୍ନାପଙ୍କ,୧୬/୮- ସାଲୁଙ୍କି ପାଲଝାର ପ୍ରକଳ୍ପ ଦ୍ୱାରା କେନାଲ ଯୋଗେ ଜଳସେଚନର ବ୍ୟବସ୍ଥା କରାଯାଇଛି । ମୁଖ୍ୟ କେନାଲରୁ ଶାଖା କେନାଲ, ଶାଖା କେନାଳରୁ ଉପଶାଖା କେନାଲ ମାଧ୍ୟମରେ ଚାଷୀଙ୍କ ବିଲକୁ ପାଣି ମାଡିଥାଏ । ପ୍ରତିବର୍ଷ ମୁଖ୍ୟ ଓ ଶାଖା କେନାଲ କୋଟିକୋଟି ଟଙ୍କା ବ୍ୟୟ ଅଟକଳରେ
Read More...

ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ପୁରୀ,୧୬/୮- ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କାଠପୋଲ ମରାମତି ଓ ପୁନଃରୁଦ୍ଧାର କରିବା ନିମନ୍ତେ ଜାତୀୟ ରାଜପଥ
Read More...

ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର) ମହାସଂଘର ବୈଠକ

ଭୁବନେଶ୍ୱର,୧୬/୮- ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘ ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱରସ୍ଥିତ ହୋଟେଲ ଏକାମ୍ବ୍ରରେ ରାଜ୍ୟ ସଭାପତି ଶରତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ରାଜ୍ୟ ମହାସଚିବ ହାନେସ ପାତ୍ରବାଗ ଏଜେଣ୍ଡା ଅନୁସାରେ ସଭା
Read More...