Browsing Category

ରାଜ୍ୟ

୧୦୦ ବଦଳରେ ଏବେ ଡାଏଲ୍‌ କରନ୍ତୁ ୧୧୨, ମିଳିବ ଜରୁରୀକାଳୀନ ପୋଲିସ ସେବା

ଭୁବନେଶ୍ବର : ୧୦୦ ବଦଳରେ ଏବେ ଡାଏଲ୍‌ କରନ୍ତୁ ୧୧୨ । ଜରୁରୀକାଳୀନ ପୋଲିସ ସେବା ମିଳିବ । ୧୧୨ରେ ମିଶ୍ରଣ ହୋଇଛି ୧୦୦ । ଜରୁରୀକାଳୀନ ପୋଲିସ ସେବା ପାଇଁ ୧୦୦ ବଦଳରେ ଏବେ ଡାଏଲ୍‌ କରିବାକୁ ପଡିବ ୧୧୨ । ପୂର୍ବରୁ ୧୦୦କୁ ଡାଏଲ କଲେ ପୋଲିସ ସେବା ମିଳିପାରୁଥିଲା । ମାତ୍ର ଏବେ ୧୧୨ରେ ମିଳିବ
Read More...

ଏମ୍‌ସିଏଲରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ

ସମ୍ବଲପୁର: ମହାନଦୀ କୋଲଫିଲ୍ଡସ୍‌ ଲିମିଟେଡ୍‌ (ଏମସିଏଲ)ରେ ଦେଶଭକ୍ତି ସହିତ ଦେଶର ୭୫ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଆନନ୍ଦ ବିହାର ଗ୍ରାଉଣ୍ଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏମସିଏଲ ନିର୍ଦ୍ଦେଶକ (ବୈଷୟିକ / ଅପରେସନ୍‌) ଶ୍ରୀ ଓପି ସିଂ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି
Read More...

ପୁଣି ୬୬ଜୀବନ ନେଲା କରୋନା, ୮୬୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

ସୁବର୍ଣ୍ଣପୁରଠାରେ ୭୫ତମ ସ୍ୱାଧିନତା ଦିବସ ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପଡିଆ ଠାରେ ଜିଲ୍ଲାସ୍ତରୀୟ ୭୫ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା
Read More...

ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ନିରାଡ଼ମ୍ବର ସହ ପାଳିତ

ବାଲିଗୁଡା,୧୫/୮- କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୭୫ତମ ସ୍ୱାଧିନତା ଦିବସ ମହୋତ୍ସବ ବାଲିଗୁଡାସ୍ଥିତ ମିନିଷ୍ଟାଡିୟମ ଠାରେ ରାଜ୍ୟ ସରକାରଙ୍କ ନିୟମାବଳୀ ଅନୁଯାୟୀ କଟକଣା ଓ ସାମାଜିକ ଦୂରତା ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ଡ. ଶୁଭଙ୍କର
Read More...

ଭଦ୍ରକ ପ୍ରଶାସନ ପକ୍ଷରୁ ନିରାଡମ୍ବର ୭୫ତମ ସ୍ୱାଧିନତା ଦିବସ ପାଳିତ

ଭଦ୍ରକ,୧୫/୮ - କରୋନା କଟକଣାକୁ ଅନୁପାଳନ ପୂର୍ବକ ନିରାଡ଼ମ୍ବର ଭାବେ ଭଦ୍ରକ ପ୍ରଶାସନ ତରଫରୁ ପାଳିତ ହୋଇଛି ୭୫ତମ ସ୍ୱାଧୀନତା ଦିବସ । ମୁଖ୍ୟ ଅତିଥି ଭାବେ ଭଦ୍ରକର ନୂତନ ଜିଲ୍ଲାପାଳ ତ୍ରିଲୋଚନ ମାଝି ଯୋଗଦେଇ "ବହୁ ତ୍ୟାଗ-ବଳୀଦାନ ଓ ସଂଘର୍ଷ ମଧ୍ୟଦେଇ ମିଳିଥିବା କଷ୍ଟଲବ୍ଧ ସ୍ୱାଧିନତାର
Read More...

ଆସନ୍ତାକାଲିଠାରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ

ପୁରୀ,୧୫/୮- ଦୀର୍ଘ ୪ମାସପରେ ଆସନ୍ତାକାଲି ସୋମବାର ଠାରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ । ସେମାନେ ନିଜନିଜ ପରିଚୟପତ୍ର ଦେଖାଇ କରିବେ ଦର୍ଶନ । ଆସନ୍ତାକାଲି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ଦର୍ଶନ ପାଇଁ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି । ଦୈନିକ ପ୍ରାୟ
Read More...