Browsing Category

ରାଜ୍ୟ

ବୌଦ୍ଧ: ଜିଲ୍ଲାସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ପାଳିତ

ବୌଦ୍ଧ,୧୫/୮- ଆଜି ସ୍ଥାନୀୟ ପ୍ୟାରେଡ ପଡିଆରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ଏହି
Read More...

ନୟାଗଡ଼ ଜିଲ୍ଲାରେ ୧୨ ମୃତ

ଦଶପଲ୍ଲା,୧୪/୮ : - ନୟାଗଡ ଜିଲ୍ଲାରେ କରୋନାର ପ୍ରଭାବ ଧିରେଧିରେ ହ୍ରାସ ଘଟୁଥିଲାବେଳେ, ଜିଲ୍ଲାରେ ଆଜି ନୂଆ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ସକ୍ରିୟ ମାମଲା ୨୫୩ ବୋଲି ଜଣାଯାଇଛି । ନୟାଗଡ ଜିଲ୍ଲାରୁ ଆଜି କରୋନା ମୃତ୍ୟୁ ସଂଖ୍ୟା, ଲୋକଙ୍କ ମଧ୍ୟରେ ଚମକାଇବା ଭଳି
Read More...

ରାମଲୀଳା ନାଟ୍ୟ ସଂସଦ ତରଫରୁ ରକ୍ତଦାନ ଶିବିର, ୪୪ ୟୁନିଟ ରକ୍ତସଂଗ୍ରହ

ବୌଦ୍ଧ,୧୪/୮- ଆଜି ବୌଦ୍ଧ ରାମଲୀଳା ପଡ଼ିଆଠାରେ ଗୁରୁ ସ୍ୱର୍ଗତ ଭିକାରୀ ଚରଣ ନାୟକଙ୍କ ୧୬ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାମଲୀଳା ନାଟ୍ୟ ସଂସଦ ବୌଦ୍ଧ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଜିଲ୍ଲା ବାର ଆସୋସିଏସନ ସଭାପତି ତାରେଣୀ ମହାପାତ୍ର, ବୌଦ୍ଧ
Read More...

ଭାରସାମ୍ୟ ହରାଇ ଓଲଟିଲା ଫଳ ବୋଝେଇ ମିନିଟ୍ରକ

ବାଲିଗୁଡା,୧୪/୮- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପୁରୁଣାସାହି ନିକଟରେ ଘଟିଛି ଦୁର୍ଘଟଣା । ଗାଡ଼ିରେ ଥିବା ତିନିଜଣ ଆହତ ହୋଇଛନ୍ତି ସମସ୍ତଙ୍କୁ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ପ୍ରକାରେ ଆଜି ବ୍ରହ୍ମପୁରରୁ ଫଳ ନେଇ
Read More...

ଜଗାକୁ ମିଳିଛି ଭଉଣୀ ସୁଭଦ୍ରା

ଫୁଲବାଣୀ,୧୪/୮- ଜଗାକୁ ମିଳିଛି ଭଉଣୀ ସୁଭଦ୍ରା । ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା ବଳିଆ। ଜଗା ବଳିଆଙ୍କ ବିରଳ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍ସ ହସ୍ପିଟାଲରେ ସଫଳ ରୂପେ କରାଯିବା ପରେ ଦୁହିଁଙ୍କୁ କିଛିଦିନ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ପରବର୍ତ୍ତୀ ସମୟରେ ବଳିଆର
Read More...

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର,୧୪/୦୮: ପ୍ରକାଶ ପାଇଛି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ବିଧିବଦ୍ଧ ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ରେଜଲ୍ଟ ଘୋଷଣା କରିଛନ୍ତି । ଏହାସହ  orissaresults.nic.in ୱେବସାଇଟ୍‌ରେ ମଧ୍ୟ ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଓ୍ୱେବସାଇଟରେ ନିଜର ରୋଲ ନମ୍ବର
Read More...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ଶନିବାର କ୍ରାମଇବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।। ଡିଜିପିଙ୍କ ନିର୍ଦ୍ଦେଶରେ ପରେ ଏହି ମାମଲାର ତଦନ୍ତ ଭାର
Read More...

ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ଭାବେ ଦ୍ୱିତୀୟ ଡୋଜ କୋଭିଡ ଟୀକା ପ୍ରଦାନ

ଗଜପତି,୧୪/୮- ଜିଲ୍ଲା ପ୍ରଶାସନ ତରଫରୁ ସାମ୍ବାଦିକ ମାନଙ୍କୁ ସ୍ୱତନ୍ତ୍ରଭାବେ ଦ୍ୱିତୀୟ ଡୋଜ କୋଭିଡ ଟୀକା ପ୍ରଦାନ କରାଯାଇଛି । ପାରଳାଖେମୁଣ୍ଡି ସହର ଉପକଣ୍ଠ ବେତାଗୁଡା ଠାରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ କୋଭିଡ ଟୀକା
Read More...

ଟ୍ରକ ଅପହରଣ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ : ୨ଜଣ ଗିରଫ ଓ ଜଣେ ଫେରାର

ସମ୍ବଲପୁର,୧୪/୮- ପ୍ରାୟ ସପ୍ତାହେ ପୂର୍ବେ ଜମନକିରା ଥାନା ଅନ୍ତର୍ଗତ ଷଣ୍ଢପଥରଠାରୁ ଲୁହାପଥର ବୋଝେଇ ଏକ ଟ୍ରକକୁ ବଳପୂର୍ବକ ସମ୍ବଲପୁର ଅଣାଯାଇଥିଲା । ଟ୍ରକ ଚାଳକ ଓମ ପ୍ରକାଶ ଜଲାନ ଏବିଷୟରେ ଜମନକିରା ଥାନାରେ ଅଭିଯୋଗ କରିଥିଲେ । ଆଜି ଏବିଷୟରେ ପୁଲିସ ଅଧିକ୍ଷକ ବାତୁଲା ଗଙ୍ଗାଧରଙ୍କ
Read More...

ଭିମସାରରେ ବିଦ୍ୟୁତ ବିଭ୍ରାଟ: ମୋବାଇଲ ଲାଇଟରେ ଜରୁରୀ ଅସ୍ତ୍ରୋପଚାର

ସମ୍ବଲପୁର,୧୪/୮- ସମଗ୍ର ପଶ୍ଚିମ ଓଡିଶାର ବଡ ହସ୍ପିଟାଲ ରୂପେ ଜଣା ଏଠାକାର ଭିମସାରରେ ହଠାତ୍‌ ବିଦ୍ୟୁତ ବିଭ୍ରାଟର ଏକ କରୁଣ ପରିଣତି ସ୍ୱରୂପ ରୋଗୀର ପ୍ରାଣରକ୍ଷା ପାଇଁ ଡ଼ାକ୍ତରମାନଙ୍କୁ ମୋବାଇଲ ଫୋନ ଆଲୁଅରେ ଅସ୍ତ୍ରୋପଚାର କରିବାକୁ ପଡିଲା । ପୂର୍ବ ନିୟୋଜିତ କାର୍ଯ୍ୟକ୍ରମ ଅନୁସାରେ ଜଣେ
Read More...