Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଇକିଆ ବ୍ଲକ ମହିଳା ବିଜୁ ଜନତା ଦଳର ବୈଠକ, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି
ଫୁଲବାଣୀ,୧୪/୮- କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ରାଇକିଆ ବ୍ଲକ ଏବଂ ଉଦୟଗିରି ଏନଏସି ଠାରେ କନ୍ଧମାଳ ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁରଙ୍କ ନେତୃତ୍ୱରେ ବିଜୁ ମହିଳା ଜନତା ଦଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ଦୁଇ ବୈଠକକୁ ରାଇକିଆ ବ୍ଲକ ସଭାନେତ୍ରୀ!-->…
Read More...
Read More...
ୱାଲଟିୟର ରେଳବାଇ ଡିଭିଜନ୍ ଡିଆରଏମଙ୍କ ରାୟଗଡ ଗସ୍ତ: ରାୟଗଡ ରେଳ ଷ୍ଟେସନର ଆନୁସାଙ୍ଗିକ ବ୍ୟବସ୍ଥାର କଲେ ଅନୁଧ୍ୟାନ
ରାୟଗଡ: ପୂର୍ବତଟ ରେଳବାଇର ୱାଲଟିୟର ଡିଭିଜନ୍ ଡିଆରଏମ୍ ଅନୁପ କୁମାର ଶତପଥି ରାୟଗଡ ଗସ୍ତ କରିଛନ୍ତି । ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଡିଆରଏମ ଶ୍ରୀ ଶତପଥି ବିଶାଖାପାଟଣାମ-ଜୟପୁର-ରାୟଗଡ ରେଳ ସେକ୍ସନ ମଧ୍ୟରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ, ମରାମତି,ରେଳ ଷ୍ଟେସନରେ ଆନୁସାଙ୍ଗିକ ବ୍ୟବସ୍ଥା!-->…
Read More...
Read More...
ଜଗତସିଂହପୁରରେ ୨୧୫ କୋଟି ଟଙ୍କା ପ୍ରକଳ୍ପ ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ
ଭୁବନେଶ୍ୱର,୧୩/୮- ଜଗତସିଂହପୁର ହେଉଛି ଓଡିଶାର ବିକାଶର ମୁଖ୍ୟ ଦ୍ୱାର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଗତସିଂହପୁର!-->…
Read More...
Read More...
ପୁରୀ: ବେଳାଭୂମିରେ ପ୍ରଥମଥର ପାଇଁ ହଟସ୍ପଟ ପୋଲିସିଂ ବ୍ୟବସ୍ଥା ଆରମ୍ଭ
ପୁରୀ,୧୩/୮- ଶ୍ରୀମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ଖୋଲିବା ପରେ ପୁରୀ ସମୁଦ୍ରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବେଳାଭୂମି ସୁରକ୍ଷା ମକ ଡ୍ରିଲ କରାଯାଇଛି । ଏସପି କେ.ବିଶାଲ ସିଂହଙ୍କ ଉପସ୍ଥିତିରେ ବେଳାଭୂମିରେ ପ୍ରଥମଥର ପାଇଁ!-->…
Read More...
Read More...
ଅସହାୟ ଶ୍ରମିକଙ୍କ ଚିକିତ୍ସା ପାଇଁ ହାତ ବଢାଇଲା ଜିଲ୍ଲା ପ୍ରଶାସନ
ଗଜପତି,୧୩/୮- ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦମାଦୁଆ ପଞ୍ଚାୟତର ଦମାଦୁଆ ଗ୍ରାମର ସାଫିନି ମଲ୍ଲିକ ନିଜ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ନିଜ ଗ୍ରାମରୁ ବାହାରି କେରଳ ଯାଉଥିଲେ । ହେଲେ ଦୁର୍ଭାଗ୍ୟର କଥା ସେ ଟ୍ରେନରୁ ତଳକୁ ଓହ୍ଲାଇବାବେଳେ ଚେନ୍ନାଇ ରେଳ ଷ୍ଟେସନରେ ତାଙ୍କ ଗୋଡଟି!-->…
Read More...
Read More...
ସୁବର୍ଣ୍ଣପୁର ପୌରପରିଷଦ ପକ୍ଷରୁ ଗୋ ଶ୍ରଦ୍ଧା ବୈଠକ
ବର୍ଣ୍ଣପୁର,୧୩/୮- ସୋନପୁର ପୌରପରିଷଦ ଅଞ୍ଚଳରେ ରାସ୍ତା, ଛକ, ବଜାର ଇତ୍ୟାଦି ସ୍ଥାନରେ ବୁଲା ଗାଈଗୋରୁଙ୍କ ଅବାଧ ଯାତାୟାତ ଯୋଗୁଁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ତଥା ଦୁର୍ଘଟଣା ଘଟିବାର ଆଶଙ୍କା ମଧ୍ୟ ରହୁଛି । ମଣିଷ ଓ ଗାଈଗୋରୁ ଉଭୟଙ୍କ ଜୀବନପ୍ରତି ବିପଦ ସୃଷ୍ଟି କରୁଛି ।!-->…
Read More...
Read More...