Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧବ୍ଲକ ଶିକ୍ଷା ସମୀକ୍ଷା ବୈଠକ
ବୌଦ୍ଧ,୧୩/୮- ବୌଦ୍ଧ ବ୍ଲକ ଅଗଷ୍ଟ ମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ଆଜି ସରକାରୀ ବାଳିକା ବିଦ୍ୟାଳୟ ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ସଭାପତିତ୍ୱ କରି ଜାତୀୟ ଶିକ୍ଷାନୀତି ୨୦୨୦କୁ ସମସ୍ତେ ପଢିବା ସହିତ ତଦନୁସାରେ ଶିକ୍ଷଣ କାର୍ଯ୍ୟ!-->…
Read More...
Read More...
ପାଟଣାଗଡ଼ରେ ନୂତନ ଉପଖଣ୍ଡ ଚିକିତ୍ସାଳୟର ଭୂମିପୂଜନ କଲେ ଯୁବ ବିଧାୟକ
ପାଟଣାଗଡ଼,୧୩/୮ - ବଲାଙ୍ଗିର ଜିଲା ପାଟଣାଗଡ଼ରେ ଏକ ନୂତନ ଡାକ୍ତରଖାନା ରାମପାଳି ଠାରେ ଆଜି ପାଟଣାଗଡ଼ ଯୁବ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥିଭାବେ ଯୋଗଦେଇ ଭୂମିପୂଜନ କରିଛନ୍ତି । ବିଧାୟକ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଡାକ୍ତରଖାନାଟି ତିନି ମହଲା ବିଶିଷ୍ଟ ନିର୍ମିତ୍ତ ହେବ ।!-->…
Read More...
Read More...
କେନ୍ଦ୍ରୀୟ ବିଦ୍ୟାଳୟରେ ସିଟ୍ ସଂଖ୍ୟା ବୃଦ୍ଧି ପାଇଁ ଦାବି
ଦଶପଲ୍ଲା,୧୩/୮ - ନୟାଗଡ ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ସିଟ ସଂଖ୍ୟା ବୃଦ୍ଧି କରିବା ପାଇଁ ଜୋର୍ ଧରିଛି ଦାବି । ଏ ନେଇ ଅଭିଭାବକ ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରୀୟ ବିଦ୍ୟାଳୟର ଚେୟାରମ୍ୟାନ ତଥା ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କୁ ଭେଟି ବିଧିବଦ୍ଧ!-->…
Read More...
Read More...
ଜ୍ଞାନ ବନ୍ଧୁମାନଙ୍କୁ ଦିନିକିଆ ତାଲିମ ଶିବିର
ଘୁ.ଉଦୟଗିରି,୧୩/୮- ଟିକାବାଲି ବ୍ଲକର ସ୍ୱେଚ୍ଛାସେବୀମାନଙ୍କୁ ଟିକାବାଲି ବ୍ଲକ ସଂପ୍ରସାରଣ ଅଧିକାରୀ ଶ୍ରୀମତି ମିଲି ରାଉତଙ୍କ ଅଧ୍ୟକ୍ଷତାରେ ଟିକାବାଲି ବ୍ଲକର ମୁନିଙ୍ଗିଆ ସେବାଶ୍ରମ ବିଦ୍ୟାଳୟରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏ ମହାମାରୀ ସମୟରେ ଗାଁ ରେ ରହୁଥିବା ଆଦିବାସୀ ଓ!-->…
Read More...
Read More...
ଟିଟିଲାଗଡ଼ ସହରରେ ଜିଏସ ଟି ବିଭାଗର ଚଢ଼ାଉ
ଟିଟିଲାଗଡ,୧୩/୮଼- ଆଜି ଟିଟିଲାଗଡ଼ ସହରରେ ଜିଏସଟି ଏବଂ ଏନଫୋର୍ସମେଣ୍ଟ ରେଞ୍ଜ ବିଭାଗ ତରଫରୁ ସହରର ଠିକାଦାରପଡାସ୍ଥିତ ଦୁଇଗୋଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ ଜାରି ରହିଛି । ସହରର ଠିକାଦାରପଡା ସ୍ଥିତ ଜୟ ମାତାଦି ଟ୍ରେଡ଼ର୍ସ ସମ୍ବଲପୁରୀ ବସ୍ତ୍ର ହୋଲସେଲର ତଥା ଆନନ୍ଦ ପ୍ରୋଭିଜନ!-->…
Read More...
Read More...
ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ
ସୁବର୍ଣ୍ଣପୁର,୧୩/୮- ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଆଶୀର୍ବାଦ ଯୋଜନାର ହିତାଧିକାରୀ ଅନାଥ ଶିଶୁ ଓ ମାଆ କିମ୍ବା ବାପାଙ୍କୁ ହରାଇଥିବା ଶିଶୁମାନଙ୍କୁ!-->…
Read More...
Read More...
ଫୁଲଝରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷାକ, ଜୋତା ଓ ମୋଜା ବିତରଣ କାର୍ଯ୍ୟକ୍ରମ
ହରଭଙ୍ଗା,୧୩/୮- ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ କ୍ଲଷ୍ଟର ଅନ୍ତର୍ଗତ ଫୁଲଝରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସକାଳ 10ଘଣ୍ଟା ସମୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ସୂଚନାନୁଯାୟୀ ଏହି ବିଦ୍ୟାଳୟରେ କୋଭିଡର ସମସ୍ତ ନିୟମକୁ ପାଳନକରି ପ୍ରଥମରୁ ପଞ୍ଚମ!-->…
Read More...
Read More...
ଆନ୍ତଃଜିଲ୍ଲା ବାହନ ଚୋରୀ ରେକେଟର ପର୍ଦ୍ଦାଫାଶ: ୩ ନାବାଳକ ଅଟକ, ୧୨ ଗିରଫ
ସମ୍ବଲପୁର, ୧୩/୮- ଏକ ଆନ୍ତଜିଲ୍ଲା ବାହନଚୋରୀ ରେକେଟର ପର୍ଦ୍ଦାଫାଶ କରିବାରେ ସମ୍ବଲପୁର ପୁଲିସକୁ ସଫଳତା ମିଳିଛି । ଜିଲ୍ଲା ପୁଲିସ ମୁଖ୍ୟାଳୟ ସୂତ୍ରରୁ ପ୍ରାପ୍ତ ଏକ ସୂଚନା ଅନୁସାରେ ଏହି ରେକେଟ ସହିତ ସମ୍ପୃକ୍ତ ୩ ଜଣ ନାବାଳକ ସହିତ ମୋଟ ୧୫ ଜଣ ଧରା ପଡିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ!-->…
Read More...
Read More...
କଣ୍ଟାମାଳ ଗଞ୍ଜେଇ ସାମ୍ରାଜ୍ୟରେ ଉଡୁଛି ଟଙ୍କା, ବେପାର ଓ ଯୌନ ଉପଭୋଗ ପାଇଁ ଆସୁଛନ୍ତି ରାଣୀ ମହୁମାଛି
କଣ୍ଟାମାଳ : ସଂପ୍ରତି ଗଞ୍ଜେଇ କାରବାରକୁ ନେଇ ବେଶ ଚର୍ଚ୍ଚାରେ ରହିଥିବା ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ବ୍ୟବସାୟୀ ବେପାରର ସାମ୍ରାଜ୍ୟ ବୃଦ୍ଧି ସହ ଯୌନ ଉପଭୋଗ ପାଇଁ ମହିଳା ଗୋଷ୍ଠୀଙ୍କୁ ଏହି କାରବାରରେ ସଂମ୍ପୃକ୍ତ କରୁଥିବା ଦେଖିବାକୁ ମିଳିଛି । ବ୍ୟବସାୟ ପାଇଁ ମହିଳାଙ୍କୁ ମାଧ୍ୟମ କରିବା ଏବଂ!-->…
Read More...
Read More...
ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟର ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ । ସାରା ବିଶ୍ବରେ ଉପସ୍ଥାପନ!-->…
Read More...
Read More...