Browsing Category

ରାଜ୍ୟ

ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ବରିଷ୍ଠଙ୍କୁ ବିଭିନ୍ନ ଉପକରଣ ବଣ୍ଟନ

ଦାରିଙ୍ଗବାଡି,୧୩/୮: ଦାରିଙ୍ଗବାଡି ପଞ୍ଚାୟତ କାର୍ଯ୍ୟାଳୟ ପରିସର ଓ ରାପଡାବାଡି ସ୍କୁଲ ପରିସର ମଧ୍ୟରେ ଦିବ୍ୟାଙ୍ଗ ବରିଷ୍ଠ ଓ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ରାପଡ଼ାବାଡି ସ୍କୁଲ ସଭାଗୃହ ଠାରେ ଦାରିଙ୍ଗବାଡି ବ୍ଲକ ଅଂଚଳର ଦିବ୍ୟାଙ୍ଗ
Read More...

୨୭% ଓବିସିଙ୍କୁ ପ୍ରାର୍ଥୀ କରିବ ଦଳ ବିଜେଡ଼ି

ଭୁବନେଶ୍ୱର : ଓବିସି ସଂରକ୍ଷଣକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଗୋଟିଏ ପଟେ ବିଜେଡ଼ି ଓବିସି ଗଣନା ପାଇଁ ଦାବି କରୁଥିବାବେଳେ ଅପରପକ୍ଷରେ ବିଜେପି କିନ୍ତୁ ଏଭଳି ପ୍ରସ୍ତାବକୁ ସମାଲୋଚନା କରିଆସୁଛି । ତେବେ ଓବିସି ଭୋଟ ହାତେଇବା ପାଇଁ ବିଜେଡ଼ି ମାଷ୍ଟରକାଡର଼୍
Read More...

ବିବାହ ପ୍ରୋତ୍ସାହନ ରାଶି ଦେଲା ଜିଲ୍ଲା ପ୍ରଶାସନ

ଗଜପତି,୧୩/୮- ରାଜ୍ୟ ସରକାରଙ୍କ ଯୋଜନା ମଧ୍ୟରୁ ବିଜୁ ଶିଶୁ ସୁରକ୍ଷା ଯୋଜନା ଅନ୍ୟତମ ଅଟେ । ଏହି ଯୋଜନା ମାଧ୍ୟମରେ ଯତ୍ନ ଓ ସୁରକ୍ଷା ଦେଉଥିବା ଅନୁଷ୍ଠାନରୁ ଘରକୁ ଫେରିଥିବା ୧୮ ବର୍ଷରୁ ଉର୍ଦ୍ଧ୍ୱ ଝିଅମାନଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥାଏ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ
Read More...

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ

ଭୁବନେଶ୍ବର : ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷାଫଳ । ଆସନ୍ତାକାଲି ଅର୍ଥାତ୍ ୧୪ ତାରିଖରେ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ ପାଇବ । ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । orissaresults.nic.in ଓ୍ବେବସାଇଟ୍‌ରେ
Read More...

ରାୟଗଡ ଜିଲ୍ଲା ଅଦାଲତର ସପ୍ତମତମ ବିଚାରପତିଙ୍କ ଦାୟିତ୍ୱଭାର ଗ୍ରହଣ

ରାୟଗଡ: ରାୟଗଡ ଜିଲ୍ଲା ଅଦାଲତରେ ସପ୍ତମ ତମ ଜିଲ୍ଲା ଜଜ ରୂପେ ବିକ୍ରମ କେଶରୀ ପଟ୍ଟନାୟକ ଗତକାଲି ଅଗଷ୍ଟ ୧୧ ତାରିଖରେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ତାଙ୍କୁ ଅନୁଷ୍ଠାନିକ ଭାବେ କୋଭିଡ଼ ନିୟମ ମୁତାବକ ରାୟଗଡ ଓକିଲ ସଂଘ ସ୍ୱାଗତ କରିଥିଲେ । ଉକ୍ତ ସ୍ୱାଗତ ସଭାରେ ରାୟଗଡ ଓକିଲ ସଂଘର
Read More...

ବିଲ ଆଦାୟ ପ୍ରବଳ, ସେବା ଦେବାରେ ବିଫଳ ! ଟାଟା ପାୱାର ବିଦ୍ୟୁତ ବିତରଣ ଦାୟିତ୍ୱ ନେବା ପରେ ଉପଭୋକ୍ତା ହଟହଟା

ଦାରିଙ୍ଗବାଡି: ଉତ୍ତମ ତଥା ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇଦେବାକୁ ସରକାରୀ ଉଦ୍ୟୋଗରୁ ଘରୋଇ ସଂସ୍ଥା ବିଷେଷ କରି ଟାଟା ଭଳି ଆନ୍ତର୍ଜାତିକ ସ୍ତରରେ ନାମ କରୁଥିବା ସଂସ୍ଥାକୁ ରାଜ୍ୟ ସରକାର ଓଡ଼ିଶା ବିଦ୍ୟୁତ ବିତରଣ ଦାୟିତ୍ୱ ପ୍ରଦାନ କରିଛନ୍ତି ଦକ୍ଷିଣ ଓଡ଼ିଶାରେ ସାଉଥକୋ ବିଦ୍ୟୁତ ବିତରଣ
Read More...

ବନ ବିଭାଗର ଚଢ଼ଉ :ଶାଳ ଗଣ୍ଡି ବୋଝେଇ ଗାଡ଼ି ଜବତ, ଜଣେ ଗିରଫ

ବାଲିଗୁଡ଼ା/ଦାରିଙ୍ଗବାଡି: ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରିରେ ଚଢ଼ଉ କରି ଶାଳ କାଠ ଗଣ୍ଡି ବୋଝେଇ ଏକ ୪୦୭ ମିନି ଟ୍ରକ୍‌ ଜବତ କରିବାସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ବିଦ୍ୟାଧର ଯାନୀ ସୂଚନା ଦେଇଛନ୍ତି । ଗିରଫ କାଠ
Read More...

ସରକାରୀ ଜମିରେ ନିର୍ମିତ ୩ଗୋଟି ଗୃହ ଭାଙ୍ଗିଲେ ତହସିଲଦାର

ଘୁ ଉଦୟଗିରି : ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ ନିକଟ ମିନି ଷ୍ଟାଡିୟମ ପାଖରେ ଘୁ ଉଦୟଗିରି ପୂର୍ବତନ ତହସିଲଦାର ତିନି ଗରିବ ପରିବାର ତ୍ରିନାଥ ପ୍ରଧାନ, କୁନି ପ୍ରଧାନ, ପଞ୍ଚୁ ପ୍ରଧାନଙ୍କୁ ସରକାରୀ ଜମିରେ ଘରକରିବା ନିମନ୍ତେ ଜମି ପ୍ରଦାନ କରିବା ସହ ଜରି ପାଲ ମଧ୍ୟ ଯୋଗେଇ ଦେଇଥିଲେ । ୩
Read More...

ପୁଣି ୧୧୯୩ ନୂଆ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁସଂଖ୍ୟା ୬,୭୫୭କୁ ବୃଦ୍ଧି

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୧୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୯୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ । ବାକି ୪୯୮ଟି ହେଉଛି ଲୋକାଲ୍‌ କେସ୍‌ । ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୦ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର । ଏହା ସହିତ
Read More...

ବ୍ଲୁ ଫ୍ଲାଗ ବିଚରେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ,୧୨/୮- ବ୍ଲୁ ଫ୍ଲାଗ ବିଚରେ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦିବ୍ୟାଙ୍ଗ ମାନେ ସମୁଦ୍ରକୂଳ ପର୍ଯ୍ୟନ୍ତ ଯାଇ ପ୍ରକୃତିକୁ ଉପଭୋଗ କରିପାରିବେ ସେଥି ନିମନ୍ତେ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ହ୍ୱିଲ ଚେୟାରରେ ବସି ବାଲିରେ ବେଳାଭୂମିରେ ବୁଲିବା କଷ୍ଟକର
Read More...