Browsing Category

ରାଜ୍ୟ

ହୀରାକୁଦରେ ପର୍ଯ୍ୟଟନ ବିକାଶ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦର ବଡ଼ ଘୋଷଣା

ସମ୍ବଲପୁର,୨୯/୭- ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍‌ କୁମାର ତ୍ରିପାଠୀ ଗତକାଲି ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ପରିଦର୍ଶନ କରିଥିଲେ । ପରିଦର୍ଶନ ପରେ ସନ୍ଧ୍ୟାରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପ୍ରେସ ଓ ମିଡ଼ିଆକର୍ମୀଙ୍କୁ
Read More...

୨୩ରୁ କମନ ପିଜି ଏଣ୍ଟ୍ରାନ୍ସ

ଭୁବନେଶ୍ୱର: କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତଦନୁଯାୟୀ ଅଗଷ୍ଟ ୨ରୁ ୧୪ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରାଯାଇପାରିବ । ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୩ ମଧ୍ୟରେ କମନ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ
Read More...

ଆଇଏଏସସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ଆଇଏଏସ ଅଫିସର ସ୍ତରରେ ରାଜ୍ୟ ସରକାର ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅର୍ଥ ସଚିବ ଥିବା ଅଶୋକ ମିନାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବଭାବେ ଅବସ୍ଥାପିତ କରାଯାଇଛି । ଅପରପକ୍ଷରେ ପର୍ଯ୍ୟଟନ ଓ କ୍ରୀଡ଼ା ସଚିବ ବିଶାଳ ଦେବଙ୍କୁ ଅର୍ଥ ସଚିବ
Read More...

ବୌଦ୍ଧ: କିଛିଦିନ ବିରତି ପରେ ପୁଣି ବଢିଲା ସଂକ୍ରମଣ, ଆଜି ୧୧ ସଂକ୍ରମିତ ଚିହ୍ନଟ

ବୌଦ୍ଧ,୨୯/୭- ଆଜି ଜିଲ୍ଲାରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକ କସୁରବନ୍ଧ ପଞ୍ଚାୟତ ସାନଡୁଙ୍ଗୁରିପାଲିରୁ ୨ଜଣ,
Read More...

ଖୋର୍ଦ୍ଧା ଓ କଟକରେ ଅନ୍‌ଲକ୍‌ ସମ୍ଭାବନା କମ୍‌

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ କମିଛି । କିନ୍ତୁ ଯେତେ ପରିମାଣର ଆଶା କରାଯାଉଥିଲା , ସେତେ ପରିମାଣରେ କମିନି ସଂକ୍ରମଣ । ଓଡିଶାରେ ଏବଂ ୧୬ଶହରୁ ୧୭ଶହରେ ସ୍ଥିର ରହିଛି ଦୈନିକ ସଂକ୍ରମଣ । ଖାସ୍‌ କରି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ୩ ଅଙ୍କ ତଳକୁ ଆସୁନି । ତେଣୁ ଏଠାରେ
Read More...

ବ୍ରହ୍ମପୁର ରେଳ ଷ୍ଟେସନ ଉନ୍ନତି ନେଇ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦିନିକିଆ ଗସ୍ତ

ଗଂଜାମ:ବ୍ରହ୍ମପୁର ରେଳ ଷ୍ଟେସନର ଉନ୍ନତି ନେଇ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ଙ୍କ ଦିନିକିଆ ଗସ୍ତରେ ଷ୍ଟେସନ ପରିଦର୍ଶନ କରିଥିଲେ । ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପ ଓ ଯାତ୍ରି ମାନଙ୍କ ସୁବିଧା ନୀରିକ୍ଷଣ କରିବା ସହିତ ଷ୍ଟେସନର ବିକାଶ ପାଇଁ
Read More...

ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ

ଗଞ୍ଜାମ:ବେଲଗୁଣ୍ଠା ଥାନା ଅଧିନ ଉଡ଼ୁରା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କମୃତ୍ୟୁ ଘଟିଛି । ମୃତକ ହେଲେ ତାରସିଂ ଥାନା କଳିଙ୍ଗ ପଦର ଗ୍ରାମର ସୁରସେନ ନାଇକ । ବୁଧବାର ଅପରାହ୍ନ ୫ଟା ବେଳେ ସେ ଜଗନ୍ନାଥ ପ୍ରସାଦ ପଟୁ ଆସୁଥିବା ବେଳେ ଉଡ଼ୁରା ଗ୍ରାମ ନିକଟରେ ଏକ ଅଜଣା ଗାଡି
Read More...