Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଲୋକକଳା ଗ୍ରାମରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ
ବୌଦ୍ଧ/ଜହ୍ନାପଙ୍କ,୭/୮- ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଲୋକକଳା ଗ୍ରାମ ନାରାୟଣ ନଗର ଯୁଗ୍ମ ଶ୍ରୀଜଗନ୍ନାଥ ଓ ଶ୍ରୀରାମଚନ୍ଦ୍ର ମନ୍ଦିର ପରିସରରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ, ଭଳଭଦ୍ର ଓ ମାତା ସୁଭଦ୍ରାଙ୍କ!-->…
Read More...
Read More...
ଅନାଥ ପିଲାଙ୍କୁ ଆପଣାଇଲା ଜିଲ୍ଲା ପ୍ରଶାସନ
ଗଜପତି,୭/୮- ଗଜପତି ଜିଲ୍ଲା ରାୟଗଡ ପଞ୍ଚାୟତ ସମିତିର ରାୟଗଡ ଗ୍ରାମରେ ୨୦୧୫ ରେ ମାଆ ସବିତା ପାପ୍ପୁରେଡିକୁ ହରାଇ ଏବଂ ବର୍ତ୍ତମାନ ବାପା ତୋଫାନ୍ ପାପ୍ପୁରେଡିଙ୍କୁ ହରାଇ ଅନାଥ ହୋଇଥିବା ଦୁଇଟି ଛୁଆଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଞ୍ଚି ଉଦ୍ଧାର କରିଛି । କିଛି ଖବର କାଗଜରେ ଏହି ଘଟଣା!-->…
Read More...
Read More...
ବୌଦ୍ଧ: ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ, ସହଳ ସ୍ତନ୍ୟପାନରେ ବୌଦ୍ଧ ଜିଲ୍ଲା ରାଜ୍ୟରେ ପ୍ରଥମ
ବୌଦ୍ଧ,୭/୮- ଜାତୀୟ ସ୍ୱାସ୍ଥ୍ୟ ମିଶନ୍ର ଜିଲ୍ଲା ତାଲିମ କେନ୍ଦ୍ରଠାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୧ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ବିଜ୍ଞାପିତ ଅଂଚଳର ସମସ୍ତ ଆଶା, ସ୍ୱାସ୍ଥ୍ୟକର୍ମୀ, ବହୁ!-->…
Read More...
Read More...
ଅନ୍ଧବିଶ୍ୱାସ ଦୂର ପାଇଁ ପ୍ରଶାସନର ମାଗଣା ସ୍ୱାସ୍ଥ୍ୟ ଶିବିର
ଗଜପତି,୭/୮- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପାଳିକାର ୧ ଏବଂ ୨ନଂ ୱାର୍ଡ଼ରେ ଗୁଣିଗାରେଡିକୁ ବିଶ୍ୱାସ କରୁଥିବା ଲୋକମାନଙ୍କ ଠାରୁ ଅନ୍ଧବିଶ୍ୱାସ ଦୂର କରିବାପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିଶୁ ସୁରକ୍ଷା!-->…
Read More...
Read More...
ବୌଦ୍ଧ: ଆଜି ମଧ୍ୟ ବୌଦ୍ଧଜିଲ୍ଲା କରୋନା ଶୂନ୍ୟ, ଜଣେ ମୃତ
ବୌଦ୍ଧ,୭/୮- ତିନିଦିନ ହେଲାଣି ବୌଦ୍ଧଜିଲ୍ଲାରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କିନ୍ତୁ ଆଜି ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ସରକାରୀ ଭାବେ ସୂଚନା ମିଳିଛି । ଜିଲ୍ଲାରେ କରୋନା ଏବେ ପୁରା ନିୟନ୍ତ୍ରଣରେ ରହିଛି । ଆଜିସୁଦ୍ଧା ଜିଲ୍ଲାରେ ୧୨୫୨୦ ସଂକ୍ରମିତ ଚିହ୍ନଟ!-->…
Read More...
Read More...
୧୫ ପ୍ରତିଶତ ସ୍କୁଲ ଫି ଛାଡ଼ ନିର୍ଦ୍ଦେଶର ସଠିକ କାର୍ଯ୍ୟକାରୀ ଦାବୀରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ବୌଦ୍ଧ,୭/୮- କରୋନା ମହାମାରୀରେ ଅଭିଭାବକ ମାନଙ୍କ ଆର୍ଥିକ ସଙ୍କଟ ଦୃଷ୍ଟିରୁ ଘରୋଇ ସ୍କୁଲରେ ଫି ଆଦାୟକୁ ନେଇ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏମ.ଓ.ୟୁ ହୋଇ ସ୍କୁଲ ଫିରେ କେତୋଟି ସ୍ଲାବରେ ରିହାତି ନିର୍ଦ୍ଦେଶ ହୋଇଛି । ନିର୍ଦ୍ଦେଶ ନାମାରେ ପୂର୍ବରୁ ଏମ.ଓ.ୟୁରେ ସାମିଲ!-->…
Read More...
Read More...
ରାଜ୍ୟରେ ଦଳିତ ପରିବାର ଉପରେ ବିଜେଡି ଗୁଣ୍ଡାଙ୍କ ଦବଙ୍ଗଗିରୀ ନେଇ ବିଜେପିର ପ୍ରେସମିଟ
ପୁରୀ,୭/୮- କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳୀର ନବକିଶୋର ମଲ୍ଲିକଙ୍କ ପୁତ୍ର ତାଙ୍କ ପଞ୍ଚାୟତରେ ନରେଗା, ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା ଇତ୍ୟାଦି ଉନ୍ନତିମୂଳକ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ!-->…
Read More...
Read More...
ସାର୍କିଟ ହାଉସର ନୂତନ ୪ଟି ଅତିରିକ୍ତ ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହେବ କେବେ?
ରାୟଗଡ/୭/୮: ରାୟଗଡ ଜିଲ୍ଳା ସଦର ମହକୁମାର ଭିଆଇପି ରାସ୍ତାରେ ତଥା ଜିଲ୍ଳା ଏସ.ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ସାର୍କିିଟ ହାଉସର ପଛପଟରେ ନିର୍ମାଣ ହୋଇଥିବା ୪ଗୋଟି ଅତିରିକ୍ତ ପ୍ରକୋଷ୍ଠ ନିର୍ମାଣର ଦେଢବର୍ଷ ପରେ ମଧ୍ୟ ବ୍ୟବହାରରେ ନ ଆସି ପଡିରହିଛି । ଫଳରେ ଲକ୍ଷାଧିକ ଟଙ୍କାରେ!-->…
Read More...
Read More...
ଅଗଷ୍ଟ ୧୬ ଭିତରେ ଯୁକ୍ତ ଦୁଇ ନାମ ଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହେବ : ମନ୍ତ୍ରୀ
ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୧୪ରୁ ୧୬ ଭିତରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଗତବର୍ଷ ଅଗଷ୍ଟ ୨୧ ରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହାର ସପ୍ତାହ ପୂର୍ବରୁ ଆରମ୍ଭ ହେବ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ!-->…
Read More...
Read More...
୧୫ରୁ ରାଜ୍ୟରେ ଇକମୋ ସେବା
ଭୁବନେଶ୍ବର ୭।୮: ରାଜ୍ୟରେ ଅଗଷ୍ଟ ୧୫ତାରିଖରୁ ଆରମ୍ଭ ହେବ ଇକମୋ ସେବା । ଏଥିଲାଗି କଟକ ଏସସିବି ମେଡିକାଲରେ ୯ଟି ମେସିନ ରଖାଯାଇଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଏଥିପାଇଁ ଆବଶ୍ୟକ ମାନବ ସମ୍ବଳଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇ ସରିଛି । ଗୋଟିଏ ଟିମ୍ କଲିକତାରୁ ଟ୍ରେନିଂ ନେଇ!-->…
Read More...
Read More...