Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷାଦାନ:ମହିଳା ଜୀବିକା ସୁରକ୍ଷା ମଞ୍ଚର ଅଭିନବ ପ୍ରୟାସ
ଘୁ.ଉଦୟଗିରି,୨୮/୭- କରୋନା ମହାମାରୀ ପାଇଁ ଦୀର୍ଘ ୧୭ ମାସ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉନାହାନ୍ତି । ବିକଳ୍ପ ଶିକ୍ଷା ଭାବେ ସରକାର ଅନଲାଇନ ଓ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଅଛନ୍ତି । କିନ୍ତୁ କନ୍ଧମାଳ ଭଳି ଜିଲ୍ଲାରେ!-->…
Read More...
Read More...
କ୍ରୁନାଲଙ୍କ ସଂପର୍କରେ ଆସିଛନ୍ତି ୮ ଭାରତୀୟ ଖେଳାଳି, ବାକି ୨ ମ୍ୟାଚରୁ ବାଦ ପଡିପାରନ୍ତି
ଭାରତର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିପାଇଁ ଦ୍ୱିତୀୟ ଟି -୨୦ ଦିନକୁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ଟି -୨୦ ମ୍ୟାଚ୍ ଆଜି ଖେଳାଯିବ ଏବଂ ତୃତୀୟ ଟି -୨୦ ମ୍ୟାଚ୍ କେବଳ ୨୯ ଜୁଲାଇରେ!-->…
Read More...
Read More...
ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକ
ପାରଳାଖେମୁଣ୍ଡି : ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଶନିବାର ଓ ରବିବାର ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ପ୍ରଥମେ ରାୟଗଡ ବ୍ଳକ କିନୋଡା ଗ୍ରାମର ସାରଥୀ ଶବରଙ୍କ ଜମିରେ ହୋଇଥିବା କ୍ଷେତ!-->…
Read More...
Read More...
ପୁରୀରେ ଫୁଟିଲା ବୋମା, ଦୋକାନ ଉପରେ ବୋମାମାଡ଼
ପୁରୀ : ପୁଣି ଅଶାନ୍ତ ହୋଇ ପଡିଛି ପୁରୀ ସହର। ତିନି ଦିନ ତଳେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଗତକାଲି ରାତିରେ ଅଠର ନଳାରେ ଘନ ଘନ ବୋମାମାଡ଼ ହୋଇଛି । ଏକ ଦୋକାନ ଉପରେ 5 ଟି ବୋମାମାଡ଼ କରିଛନ୍ତି କିଛି ଦୁର୍ବୁତ୍ତ। ଯାହାକୁ ସ୍ଥାନୀୟ ଅଞ୍ଚଳରେ ଏବେ ଆତଙ୍କ ଖେଳି ଯାଇ ଥିବା ବେଳେ ପୁରୀ ସଦର!-->…
Read More...
Read More...
ପୁଣି ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ନିର୍ଦ୍ଦେଶ ଦେଲେ ଫୁଲବାଣୀ ପୌରପରିଷଦକୁ
ଫୁଲବାଣୀ,୨୭/୭- ଫୁଲବାଣୀ ମ୍ୟୁନିସିପାଲିଟି ଅଧିନରେ ଥିବା ଫୁଲବାଣୀ ସହରରେ ଲଗା ଯାଇଥିବା ଲାଇଟ ବିଭିନ୍ନ ମୁଖ୍ୟଛକ ଯଥା ମାଦିକୁନ୍ଦା ଛକ, ଜଗନ୍ନାଥ ମନ୍ଦିର ଛକ , କୋର୍ଟ ଛକ , ପିଅନପଡା , ମେଡିକାଲ,କଲେଜ ଛକ ପାଖରେ, ହୁଣ୍ଡା ସୋରୁମ ପାଖ, ଜଳଛାୟା ଅଫିସ ପାଖ, ପେଞ୍ଜିସାହି ପାଖ,ଷ୍ଟେଟ!-->…
Read More...
Read More...
ଆଶୀର୍ବାଦ ଯୋଜନାର ଅଭିମୁଖୀକରଣ ବୈଠକ
ସୁବର୍ଣ୍ଣପୁର,୨୭/୭ - ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି, ଜିଲ୍ଲାସ୍ତରୀୟ ଟାକ୍ସଫୋର୍ସ (ବାଲ୍ୟ ବିବାହ )ତଥା ଆଶୀର୍ବାଦ ଯୋଜନା ଆଭିମୁଖୀକରଣ ବୈଠକ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଶିଶୁ!-->…
Read More...
Read More...
ଖରିଫ ଧାନ ୨୦୨୧-୨୨ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରଚାର ରଥର ଶୁଭାରମ୍ଭ : ଗାଁ ଗାଁ ବୁଲି ପଞ୍ଜିକରଣ ଉପରେ ସଚେତନ…
ପାରଳାଖେମୁଣ୍ଡି /ଗଜପତି,୨୭/୭- ଜିଲ୍ଲା ଖାଉଟି କଲ୍ୟାଣ ଓ ଯୋଗାଣ ବିଭାଗ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଖରିଫ ଧାନ ୨୦୨୧-୨୨ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ପ୍ରଚାର ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ହୋଇଯାଇଛି । ଜିଲ୍ଲାପାଳ!-->…
Read More...
Read More...
ଏଟିଏମରେ ଟଙ୍କା ନଥିବାରୁ ଲୋକେ ହନ୍ତସନ୍ତ
ବୌଦ୍ଧ /ଜହ୍ନାପଙ୍କ,୨୭/୭- ବୌଦ୍ଧବ୍ଲକ ବଲାସିଙ୍ଗା ଆଇଆରବି ଛକରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଏଟିଏମରେ ଆଜି ଟଙ୍କା ନଥିବାରୁ ଏହା ଉପରେ ନିର୍ଭର କରୁଥିବା ଆଇଆରବିର ପୋଲିସ କର୍ମଚାରୀ, ଓଲଣିଆ, ଖରମୁଣ୍ଡା, ଲୁଣ୍ଡାବେରେଣି, ବଲାସିଙ୍ଗା ଆଦି ଅଞ୍ଚଳର ଲୋକମାନେ ଟଙ୍କା ଉଠାଇ ନପାରି ହଇରାଣ!-->…
Read More...
Read More...
ପୁରୀର ମଙ୍ଗଳାନଦୀ ମୁହାଣରେ ମାଛ ମଡକ
ପୁରୀ,୨୭/୭- ପୁରୀର ମଙ୍ଗଳାନଦୀ ମୁହାଣରେ ଅଭାବନୀୟ ଦୃଶ୍ୟ । ହଜାର ହଜାର ସଂଖ୍ୟାରେ ମାଛ ମରି ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମଙ୍ଗଳା ନଦୀର ଜଳ ଅତ୍ୟଧିକ ପ୍ରଦ୍ୟୁଷିତ ହେବା ଫଳରେ ମାଛ ମଡକ ଦେଖିବାକୁ ମିଳିଛି । ପୁରୀ ସହରର ବର୍ଜ୍ୟ ଜଳ ସିଧାସଳଖ ମଙ୍ଗଳା ନଦୀରେ ମିଶୁଛି । ଯାହା!-->…
Read More...
Read More...
ହରିଶଙ୍କର ଠାରେ କଣ୍ଟାବାଞ୍ଜି ପ୍ରେସ କ୍ଲବର ବନ୍ଧୁମିଳନ ଏବଂ କାର୍ଗିଲ ବିଜୟ ଦିବସ ପାଳନ
ପାଟଣାଗଡ଼,୨୭/୭ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଐତିହାସିକ ପର୍ଯ୍ୟଟନସ୍ଥଳ ହରିଶଙ୍କର ଠାରେ କଂଟାବାଞ୍ଜି ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏବଂ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ!-->…
Read More...
Read More...