Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଫୁଲଝରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷାକ, ଜୋତା ଓ ମୋଜା ବିତରଣ କାର୍ଯ୍ୟକ୍ରମ
ହରଭଙ୍ଗା,୧୩/୮- ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ କ୍ଲଷ୍ଟର ଅନ୍ତର୍ଗତ ଫୁଲଝରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସକାଳ 10ଘଣ୍ଟା ସମୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ସୂଚନାନୁଯାୟୀ ଏହି ବିଦ୍ୟାଳୟରେ କୋଭିଡର ସମସ୍ତ ନିୟମକୁ ପାଳନକରି ପ୍ରଥମରୁ ପଞ୍ଚମ!-->…
Read More...
Read More...
ଆନ୍ତଃଜିଲ୍ଲା ବାହନ ଚୋରୀ ରେକେଟର ପର୍ଦ୍ଦାଫାଶ: ୩ ନାବାଳକ ଅଟକ, ୧୨ ଗିରଫ
ସମ୍ବଲପୁର, ୧୩/୮- ଏକ ଆନ୍ତଜିଲ୍ଲା ବାହନଚୋରୀ ରେକେଟର ପର୍ଦ୍ଦାଫାଶ କରିବାରେ ସମ୍ବଲପୁର ପୁଲିସକୁ ସଫଳତା ମିଳିଛି । ଜିଲ୍ଲା ପୁଲିସ ମୁଖ୍ୟାଳୟ ସୂତ୍ରରୁ ପ୍ରାପ୍ତ ଏକ ସୂଚନା ଅନୁସାରେ ଏହି ରେକେଟ ସହିତ ସମ୍ପୃକ୍ତ ୩ ଜଣ ନାବାଳକ ସହିତ ମୋଟ ୧୫ ଜଣ ଧରା ପଡିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ!-->…
Read More...
Read More...
କଣ୍ଟାମାଳ ଗଞ୍ଜେଇ ସାମ୍ରାଜ୍ୟରେ ଉଡୁଛି ଟଙ୍କା, ବେପାର ଓ ଯୌନ ଉପଭୋଗ ପାଇଁ ଆସୁଛନ୍ତି ରାଣୀ ମହୁମାଛି
କଣ୍ଟାମାଳ : ସଂପ୍ରତି ଗଞ୍ଜେଇ କାରବାରକୁ ନେଇ ବେଶ ଚର୍ଚ୍ଚାରେ ରହିଥିବା ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ବ୍ୟବସାୟୀ ବେପାରର ସାମ୍ରାଜ୍ୟ ବୃଦ୍ଧି ସହ ଯୌନ ଉପଭୋଗ ପାଇଁ ମହିଳା ଗୋଷ୍ଠୀଙ୍କୁ ଏହି କାରବାରରେ ସଂମ୍ପୃକ୍ତ କରୁଥିବା ଦେଖିବାକୁ ମିଳିଛି । ବ୍ୟବସାୟ ପାଇଁ ମହିଳାଙ୍କୁ ମାଧ୍ୟମ କରିବା ଏବଂ!-->…
Read More...
Read More...
ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟର ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ । ସାରା ବିଶ୍ବରେ ଉପସ୍ଥାପନ!-->…
Read More...
Read More...
ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ବରିଷ୍ଠଙ୍କୁ ବିଭିନ୍ନ ଉପକରଣ ବଣ୍ଟନ
ଦାରିଙ୍ଗବାଡି,୧୩/୮: ଦାରିଙ୍ଗବାଡି ପଞ୍ଚାୟତ କାର୍ଯ୍ୟାଳୟ ପରିସର ଓ ରାପଡାବାଡି ସ୍କୁଲ ପରିସର ମଧ୍ୟରେ ଦିବ୍ୟାଙ୍ଗ ବରିଷ୍ଠ ଓ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ରାପଡ଼ାବାଡି ସ୍କୁଲ ସଭାଗୃହ ଠାରେ ଦାରିଙ୍ଗବାଡି ବ୍ଲକ ଅଂଚଳର ଦିବ୍ୟାଙ୍ଗ!-->…
Read More...
Read More...
୨୭% ଓବିସିଙ୍କୁ ପ୍ରାର୍ଥୀ କରିବ ଦଳ ବିଜେଡ଼ି
ଭୁବନେଶ୍ୱର : ଓବିସି ସଂରକ୍ଷଣକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଗୋଟିଏ ପଟେ ବିଜେଡ଼ି ଓବିସି ଗଣନା ପାଇଁ ଦାବି କରୁଥିବାବେଳେ ଅପରପକ୍ଷରେ ବିଜେପି କିନ୍ତୁ ଏଭଳି ପ୍ରସ୍ତାବକୁ ସମାଲୋଚନା କରିଆସୁଛି । ତେବେ ଓବିସି ଭୋଟ ହାତେଇବା ପାଇଁ ବିଜେଡ଼ି ମାଷ୍ଟରକାଡର଼୍!-->…
Read More...
Read More...
ବିବାହ ପ୍ରୋତ୍ସାହନ ରାଶି ଦେଲା ଜିଲ୍ଲା ପ୍ରଶାସନ
ଗଜପତି,୧୩/୮- ରାଜ୍ୟ ସରକାରଙ୍କ ଯୋଜନା ମଧ୍ୟରୁ ବିଜୁ ଶିଶୁ ସୁରକ୍ଷା ଯୋଜନା ଅନ୍ୟତମ ଅଟେ । ଏହି ଯୋଜନା ମାଧ୍ୟମରେ ଯତ୍ନ ଓ ସୁରକ୍ଷା ଦେଉଥିବା ଅନୁଷ୍ଠାନରୁ ଘରକୁ ଫେରିଥିବା ୧୮ ବର୍ଷରୁ ଉର୍ଦ୍ଧ୍ୱ ଝିଅମାନଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥାଏ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ!-->…
Read More...
Read More...
ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ
ଭୁବନେଶ୍ବର : ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷାଫଳ । ଆସନ୍ତାକାଲି ଅର୍ଥାତ୍ ୧୪ ତାରିଖରେ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ ପାଇବ । ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । orissaresults.nic.in ଓ୍ବେବସାଇଟ୍ରେ!-->…
Read More...
Read More...
ରାୟଗଡ ଜିଲ୍ଲା ଅଦାଲତର ସପ୍ତମତମ ବିଚାରପତିଙ୍କ ଦାୟିତ୍ୱଭାର ଗ୍ରହଣ
ରାୟଗଡ: ରାୟଗଡ ଜିଲ୍ଲା ଅଦାଲତରେ ସପ୍ତମ ତମ ଜିଲ୍ଲା ଜଜ ରୂପେ ବିକ୍ରମ କେଶରୀ ପଟ୍ଟନାୟକ ଗତକାଲି ଅଗଷ୍ଟ ୧୧ ତାରିଖରେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ତାଙ୍କୁ ଅନୁଷ୍ଠାନିକ ଭାବେ କୋଭିଡ଼ ନିୟମ ମୁତାବକ ରାୟଗଡ ଓକିଲ ସଂଘ ସ୍ୱାଗତ କରିଥିଲେ । ଉକ୍ତ ସ୍ୱାଗତ ସଭାରେ ରାୟଗଡ ଓକିଲ ସଂଘର!-->…
Read More...
Read More...
ବିଲ ଆଦାୟ ପ୍ରବଳ, ସେବା ଦେବାରେ ବିଫଳ ! ଟାଟା ପାୱାର ବିଦ୍ୟୁତ ବିତରଣ ଦାୟିତ୍ୱ ନେବା ପରେ ଉପଭୋକ୍ତା ହଟହଟା
ଦାରିଙ୍ଗବାଡି: ଉତ୍ତମ ତଥା ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇଦେବାକୁ ସରକାରୀ ଉଦ୍ୟୋଗରୁ ଘରୋଇ ସଂସ୍ଥା ବିଷେଷ କରି ଟାଟା ଭଳି ଆନ୍ତର୍ଜାତିକ ସ୍ତରରେ ନାମ କରୁଥିବା ସଂସ୍ଥାକୁ ରାଜ୍ୟ ସରକାର ଓଡ଼ିଶା ବିଦ୍ୟୁତ ବିତରଣ ଦାୟିତ୍ୱ ପ୍ରଦାନ କରିଛନ୍ତି ଦକ୍ଷିଣ ଓଡ଼ିଶାରେ ସାଉଥକୋ ବିଦ୍ୟୁତ ବିତରଣ!-->…
Read More...
Read More...