Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅସଲି ଚାଷୀ ନାରେ ନକଲି ଚାଷୀ କୃଷି ବୀମାକରି ୩ ଗିରଫ
ପାଟଣାଗଡ଼,୬/୮- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକରେ ଅସଲି ଚାଷୀ ମାନଙ୍କ ନାମରେ ନକଲି କୃଷିବୀମା କରି ଦୁଇ ପୁରୁଷ ସମେତ ଜଣେ ମହିଳାଙ୍କୁ ଗିରଫ କରିଛି ବେଲପଡ଼ା ପୋଲିସ । ଗିରଫ ମହିଳା ଜଣକ ନୂଆପଡ଼ାଜିଲ୍ଲା ସିନାପାଲି ଅଞ୍ଚଳର ହାତୀ ବନ୍ଧ ଗାଁର କୁନ୍ତଲା ମେହେର ଓ!-->…
Read More...
Read More...
୧୬ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର: ରାଜ୍ୟରେ କରୋନା ମିଟର ଧୀରେ ଧୀରେ କମୁଛି । ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ କ୍ଲାସ ରୁମ ପାଠ ପଢା ଆରମ୍ଭ ହୋଇଥିବାବେଳେ ଆସନ୍ତା ଅଗଷ୍ଟ ୯ ତାରିଖ ଦିନ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିିଷ୍ପତ୍ତି ନିଆଯାଇଛି ।!-->…
Read More...
Read More...
ଝାଟିପତ୍ର କୁଡିଆରେ କଟୁଛି ୭ ପ୍ରାଣୀଙ୍କ ଜୀବନ
କେନ୍ଦୁଝର,୬/୮- କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଳକର ଉଦୟପୁର ଗ୍ରାମପଞ୍ଚାୟତର ମାଙ୍କଡ଼ଡିହା ସାହିରେ ବାସ କରନ୍ତି ବେଲମୁଣ୍ଡା । ୭ ପ୍ରାଣି କୁଟୁମ୍ବ , ଝିଅ ଦୁଇ ଜଣ , ପୁଅ ୩ଜଣ ଏବଂ ସ୍ୱାମୀ । ବାସସ୍ଥାନ କହିଲେ ଝାଡି ପତ୍ରରେ ନିର୍ମାଣ ହୋଇଥିବା କୁଡ଼ିଆ ତା ଉପରେ ପ୍ଲାଷ୍ଟିକ ଘୋଡ଼ା!-->…
Read More...
Read More...
୫୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ, ୪ ଜଣ ଗିରଫ
ବାଲିଗୁଡ଼ା,୬/୮: ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ୫୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ କରିଛି ପୋଲିସ୍ । ଡିଏସପି ସ୍ୱରାଜ ଦେବତାଙ୍କ ନେତୃତ୍ୱରେ ଏକ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ଥାନା ବରିକିଆ ଗ୍ରାମରେ ବାହାର ଜିଲ୍ଲାକୁ ଚୋରାଚାଲାଣ ପାଇଁ!-->…
Read More...
Read More...
ରଣନୀତି ଆରମ୍ଭ କଲେ କନ୍ଧମାଳ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି
ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସୁନୀଲ ସେଠୀଙ୍କ ନେତୃତ୍ୱରେ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବିଜୁ ଛାତ୍ର ଜନତା ଦଳ କନ୍ଧମାଳର ପର୍ଯ୍ୟବେକ୍ଷକ ମିକୁ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ଏହି ବୈଠକକୁ!-->…
Read More...
Read More...
କୃମିନାଶକ କାର୍ଯ୍ୟକ୍ରମ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର
ନାଇକେନପାଲି : ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କୃମିନାଶକ କାର୍ଯ୍ୟକ୍ରମ ପାଇଁ ଅର୍ଦ୍ଧ ଦିବସୀୟ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମସ୍ତ ସ୍ୱାସ୍ଥ୍ୟ ପରିଦର୍ଶକ, ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ଫାର୍ମାସିଷ୍ଟଙ୍କୁ ଆଗାମୀ!-->…
Read More...
Read More...
ଆଉ ୬୬ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୧୨୦୮
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୦୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...
ଧକ୍କା ଦେଲା ପିକ୍ଅପ୍ ଭ୍ୟାନ: ଜଣେ ମୃତ, ଜଣେ ଗୁରୁତର
ବଲାଙ୍ଗୀର : ବଲାଙ୍ଗୀର ସହର ଦୁର୍ଗା ମନ୍ଦିର ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟମାଟୋ ବୋଝେଇ ଗାଡି ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି।ତେବେ ଉଭୟ ମୃତାହତଙ୍କ ଘର ବଲାଙ୍ଗୀର ବ୍ରାହ୍ମଣ ପଡା ବୋଲି ଜଣାପଡିଛି । ମୃତ ଜଣକ ହେଲେ ପ୍ରମିଳା!-->…
Read More...
Read More...
ସୋସିଆଲ ମିଡିଆରେ ଜାତିଆଣ ଆକ୍ଷେପ ଅଭିଯୋଗ : ବାମସେଫ୍ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ରାୟଗଡ: ସର୍ବଭାରତୀୟ ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ଏମ୍ଳୋଇଜ୍ ଫେଡେରେସନ୍ (ବାମସେଫ )ଅନୁଷ୍ଠାନ ପକ୍ଷରୁ ମହାମହୀମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆଜି ଏକ ଦାବିପତ୍ର ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ତଫସିଲଭୁକ୍ତ ଜାତିଙ୍କୁ!-->…
Read More...
Read More...
ସ୍ମାର୍ଟସ୍କୁଲ କାର୍ଯ୍ୟର ତଦାରଖ କଲେ ବିଡ଼ିଓ
ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକର ସିମନବାଡି ସରକାରୀ ଉଚ୍ଚ଼ ବିଦ୍ୟାଳୟ ଓ ବୁଡାଗୁଡ଼ା ଉଚ୍ଚ଼ ବିଦ୍ୟାଳୟକୁ ସ୍ମାର୍ଟସ୍କୁଲ ଭାବେ ଘୋଷଣା କରାଯାଇ ଥିବାବେଳେ ବର୍ତମାନ ସ୍ମାର୍ଟସ୍କୁଲ କାର୍ଯ୍ୟ ଚାଲୁରହିଛି ।ଓଡିଶା ସରକାରଙ୍କର ୫ ଟି ଅଧିନରେ ହେଉଥିବା ଏହି ୨ଟି ସ୍ମାର୍ଟସ୍କୁଲ କାର୍ଯ୍ୟର!-->…
Read More...
Read More...