Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ସହ କାର୍ ଜବତ, ଜଣେ ଗିରଫ
ବାଲିଗୁଡ଼ା,୨୭/୭: ବାଲିଗୁଡ଼ା ପୋଲିସ୍ କୁ ମିଳିିଛି ବଡ ସଫଳତା । ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ଡିଏସପି ସ୍ବରାଜ ଦେବତାଙ୍କ ଅଧ୍ୟକ୍ଷତାରେ ପେଟ୍ରୋଲିଂ ଚାଲିଥିବା ସମୟରେ ବାଲିଗୁଡ଼ା ଥାନା କାମ୍ପଡ଼ା ଗ୍ରାମ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ହୁଣ୍ଡାଇ!-->…
Read More...
Read More...
ଭ୍ରାମ୍ୟମାଣ ଗୋ ଚିକିତ୍ସା ସେବା ଓ ଦୂରଭାଷ ପରାମର୍ଶ କେନ୍ଦ୍ର ଶୁଭାରମ୍ଭ
ବଲାଙ୍ଗୀର : ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ୍ କୁମାର ତ୍ରିପାଠୀଙ୍କ ଦ୍ବାରା BKN(ବଲାଙ୍ଗୀର-କଳାହାଣ୍ଡି -ନୂଆପଡା)ଆଞ୍ଚଳିକ ଦୁଗ୍ଧ ସଂଘର ଭ୍ରାମ୍ଯମାଣ ଗୋ-ସେବା ଓ ଗୋ ସେବା ଯତ୍ନ ପାଇଁ ଦୁରଭାଷ ପରାମର୍ଶ ସେବାକେନ୍ଦ୍ର ଶୁଭାରମ୍ଭ!-->…
Read More...
Read More...
୩ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଆରଆଇ
ଫୁଲବାଣୀ,୨୭/୭ -ଆଜି ଜଣେ ଲାଞ୍ଚୁଆ ରେଭିନ୍ୟୂ ଇନିସପେକ୍ଟରଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ଗିରଫ ଆର ଆଇ ଜଣକ ହେଲେ ଖଜୁରୀପଡା ତହସିଲ ଅନ୍ତର୍ଗତ ଗୂଦାରୀ ଆରଆଇ ସୁନୀଲ ଡିଗାଲ l ଆରଆଇ ଦିଗାଲ ସେହି ଅଂଚଳର ଜଣେ ଵ୍ୟକ୍ତିଙ୍କ ଜମି ପାର୍ଟିସନ କରିଦେବା ଲାଗି ୩ ହଜ଼ାର ଟଙ୍କା ଲାଞ୍ଚ!-->!-->!-->…
Read More...
Read More...
ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ
ଗଜପତି,୨୭/୭- ଦେଶରେ ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦିଆଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । କରୋନା ଭଳି ମହାମାରୀ ବେଳେ ଭାରତ!-->…
Read More...
Read More...
ବୌଦ୍ଧଜିଲ୍ଲା: ଆଜି ୨ ଆକ୍ରାନ୍ତ ଚିହ୍ନଟ, ୪ ମୃତ
ବୌଦ୍ଧ,୨୭/୭: ଆଜି ଜିଲ୍ଲାରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଆଜି କେବଳ କଣ୍ଟାମାଳ ବ୍ଲକ ଗୁଡଭେଲିପଦର!-->…
Read More...
Read More...
ମାଷ୍ଟରକ୍ୟାଣ୍ଟିନରୁ ହଟିବନି ଘୋଡା
ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନରୁ ହଟିବନି ଘୋଡା । ଏ ସଂପର୍କରେ ବିଏମ୍ସି କମିଶନର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାରୀ ସ୍ତରରେ ଏ ନେଇ ଆଲୋଚନା କରାଯାଇ ଘୋଡା ସ୍ଥାନାନ୍ତର ନକରିବାକୁ ନିଷ୍ପତ୍ତି ନିଆଯାଇଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ଅନୁଯାୟୀ ମାଷ୍ଟରକ୍ୟାଣ୍ଟିନରୁ ଘୋଡା!-->…
Read More...
Read More...
ସାମ୍ବାଦିକଙ୍କୁ ମାଡ଼ ଓ ଦୁର୍ବ୍ୟବହାରକୁ ବିରୋଧ କରି ନୟାଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ନୟାଗଡ଼ ଜିଲ୍ଲା…
ଦଶପଲ୍ଲା,୨୭/୭ :- କେନ୍ଦ୍ରାପଡା, ନୟାଗଡ଼ ସମେତ ସମେତ ଓଡିଶାରେ ସାମ୍ବାଦିକଙ୍କ ପ୍ରତି ବଢି ଚାଲିଥିବା ଦୁର୍ବ୍ୟବହାର ପ୍ରତିବାଦରେ ନୟାଗଡ଼ ଜିଲ୍ଲା ଡିଜିଟାଲ୍ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ତରଫରୁ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ ଟୁଡୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି!-->…
Read More...
Read More...