Browsing Category

ରାଜ୍ୟ

ନାଗସାପ କାମୁଡାରେ ଶିଶୁ ମୃତ

ଫୁଲବାଣୀ,୨୩/୭- କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗ୍ରାମର ବିପିନି ଅମାୟତଙ୍କ ଝିଅ ଅନିଶା ଅମାୟତ (୩) ରାତିରେ ଘରେ ଶୋଇଥିବା ଅବସ୍ଥାରେ ତାକୁ ନାଗ ସାପ କାମୁଡି ଦେଇଥିଲା l ସକାଳୁ ପରିବାରବର୍ଗ ନିକଟସ୍ଥ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣୁଥିବାବେଳେ
Read More...

କନ୍ଧମାଳ : ଗୋଛାପଡା ପୋଲିସ ଦ୍ୱାରା ଗଞ୍ଜେଇ ସହ କାର ଜବତ, ୩ ଅଭିଯୁକ୍ତ ଗିରଫ

କନ୍ଧମାଳ,୨୨/୭: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ନେଡ଼ି ପଦର ଗ୍ରାମ ନିକଟ ପୃଦେନି ଛକ ରେ ଚଢ଼ାଉ କରି ଏକ କାର ସମେତ ୧୮୦କେଜି ଗଞ୍ଜେଇ ଜବତ କରିଛି । ଏଥିରେ ସଂପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିମାନେ ହେଲେ
Read More...

ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସଂପନ୍ନ

ପୁରୀ,୨୨/୭- ସୁରୁଖୁରୁରେ ଶେଷ ହୋଇଛି ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି । ଗତକାଲି ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ନୀତି ଶେଷ ହେବାପରେ ଆଜି ଚଣ୍ଡୀଚାମୁଣ୍ଡାପାର୍ଶ୍ୱଦେବାଦେବୀ ମାନଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥଉପରେ ଭଙ୍ଗା ଯାଇଥିଲା ।
Read More...

ଫୁଲବାଣୀ ବିଧାୟକ ଓ ଖଜୁରିପଡା ବ୍ଲକ ଅଧ୍ୟକ୍ଷଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

ଫୁଲବାଣୀ,୨୨/୭ - ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଖଜୁରିପଡା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁରଙ୍କ ସମେତ ଅନ୍ୟ ବିଜେଡି କର୍ମୀମାନେ କନ୍ଧମାଳ ଜିଲ୍ଲାର ଖଜୁରିପଡା ବ୍ଲକ ଅନ୍ତର୍ଗତ ଦୁତିପଡାଠାରେ ହେବାକୁ ଥିବା ସ୍ମାଟ ବା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଯାଇ
Read More...

ଭରତାପୂର ଗ୍ରାମରେ ବୃକ୍ଷରୋପଣ କାଯ୍ୟକ୍ରମ

ହରଭଙ୍ଗା,୨୨/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଭରତାପୂର ଗ୍ରାମରେ ପ୍ରାୟ ୨୦୦ ଔଷଧୀୟ ଏବଂ ଫଳଗଛ ଲଗାଯାଇଛି । ଏହି କାର୍ଯ୍ୟକ୍ରମ ରେ ଏଲକେବିକେ ସରସରା, ନେହେରୁ ଯୁବକେନ୍ଦ୍ର, ମାହେଶ୍ୱରୀ ୟୁଥ କ୍ଲବର ସଦସ୍ୟଙ୍କ ସମେତ ଜାତୀୟ ଯୁବ ସ୍ୱେଚ୍ଛାସେବୀ ସୁପ୍ରିୟା ଦେହୁରୀ ଏବଂ ମନୋଜ ଭୋକ୍ତାଙ୍କ
Read More...

ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର

ହରଭଙ୍ଗା,୨୨/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ହାଇସ୍ଲୁଲ୍‌ ଠାରେ ବୌଦ୍ଧଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ଗୋଷ୍ଠିସହଭାଗିତା ତାଲିମ୍‌ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଅବିନାଶ ପାଣ୍ଡିଆ ଯୋଗଦେଇ ବିପଯ୍ୟୟ
Read More...

ଉତ୍କଟ ପାନୀୟଜଳ ସମସ୍ୟା: ଜନ ସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘେରାଉ

ସମ୍ବଲପୁର, ୨୨/୭- ପଶ୍ଚିମାଞ୍ଚଳର ପ୍ରାଣକେନ୍ଦ୍ର ବୋଲାଉଥିବା ଓ ହୀରାକୁଦ ଜଳଭଣ୍ଡାରର ତଳେ ରହିଥିବା ସମ୍ବଲପୁବାସୀଙ୍କୁ ମଧ୍ୟ ଜଳକଷ୍ଟ ଅତିଷ୍ଠ କରିଦେଇଛି । ମହାନଗର ନିଗମର ଏମିତି କୌଣସି ଅଞ୍ଚଳ ଏଇ ସମସ୍ୟାରୁ ବର୍ତ୍ତିନାହିଁ ଓ ବିଶେଷକରି ସାକ୍ଷୀପଡା ଅଞ୍ଚଳରେ ବର୍ତ୍ତମାନ ପାନୀୟଜଳ
Read More...

ରାସ୍ତା ନିର୍ମାଣର ଅନିୟମିତତାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ବୌଦ୍ଧ/ଜହ୍ନାପଙ୍କ,୨୨/୭- ବୌଦ୍ଧବ୍ଲକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜାତୀୟ ରାଜପଥ ନଂ ୫୭ରୁ ମଧୁପୁର ଗାଁର ରାସ୍ତାର ଉନ୍ନତିକରଣ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୯୦ ହଜାର ଟଙ୍କା ଅନୁମୋଦନ ହୋଇଥିଲା । ଏହି କାର୍ଯ୍ୟ ବିଭାଗୀୟଙ୍କ ନାମରେ ଥିଲେ ମଧ୍ୟ ଠିକାଦାର ଏହାକୁ ନିର୍ମାଣ କରିଥିଲେ ।
Read More...

ସ୍ନେକ ହେଲ୍‌ପଲାଇନ ଦ୍ୱାରା ୨ଟି ନାଗସାପ ଉଦ୍ଧାର

ବୌଦ୍ଧ,୨୨/୭- ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ବୌଦ୍ଧସହରର ବାବୁସାହିରୁ ଏକ ୫ ଫୁଟ ଲମ୍ବର ଗୋଖର ନାଗ ସ୍ନେକ ହେଲପଲାଇନ ଦ୍ୱାରା ଉଦ୍ଧାର କରାଯାଇଛି । ବାବୁସାହି ନିବାସୀ ପ୍ରଦୀପ ମିଶ୍ରଙ୍କ ଘରେ ଏକ ନାଗସାପ ବାହାରିଥିବାବେଳେ ସେ ସ୍ନେକ ହେଲପଲାଇନକୁ ଖବର ଦେଇଥିଲେ । ସେହିପରି ଆଜି ଅପରାହ୍ନ
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟିଲେ ବିଜେପି ସାଂସଦ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ରାଜ୍ୟ ବିଜେପି ସାଂସଦର ଏକ ପ୍ରତିନିଧି ମଣ୍ଡଳି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ
Read More...