Browsing Category

ରାଜ୍ୟ

ବୃନ୍ଦାବନରେ ପତ୍ନୀ ହତ୍ୟାକାରୀ ଅଭିଯୁକ୍ତ

ପ୍ରତିଦିନ ଝଗଡ଼ାରୁ ଘଟିଲା ଜଘଣ୍ୟ କାଣ୍ଡ I ଗୁରୁଗ୍ରାମ : ମଦ ପିଇବାକୁ ପତ୍ନୀ ମନା କରୁଥିବାରୁ ପ୍ରତିଦିନ ଝଗଡ଼ା ହୁଏ ଏବଂ ସେହି ଝଗଡା ଏକ ଜଘଣ୍ୟ କାଣ୍ଡର ରୂପ ଧରିଛି। ଦିନେ ଝଗଡ଼ା ଏତେ ବଢିଯାଇଥିଲା ଯେ ସ୍ୱାମୀ ତକିଆରେ ପତ୍ନୀଙ୍କ ପାଟିକୁ ଚାପି ଚେତାଶୂନ୍ୟ କରିଦେଲା। ପରେ ପତ୍ନୀର
Read More...

ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ : କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଅଦାଲତ ଆନ୍ଦୋଳନରତ ଡାକ୍ତରମାନଙ୍କୁ କାର୍ଯ୍ୟକୁ ଫେରିବାକୁ ପରାମର୍ଶ ଦେଇଛନ୍ତି। ଯଦି ଡାକ୍ତରମାନେ ଧର୍ମଘଟକରନ୍ତି ତେବେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଠପ୍ ହୋଇଯିବ ଓ ଜନତା ହଇରାଣ ହେବେ।
Read More...

ଚମ୍ପାଇ ସୋରେନଙ୍କ ସୁରକ୍ଷାରେ ନିୟୋଜିତ ଗାଡ଼ି ଓଲଟିଲା

ପୁଲିସ କର୍ମଚାରୀଙ୍କ ମୃତ୍ୟୁ, ୫ ଗୁରୁତର ଷଢେ଼ଇକଳା : ଝାଡ଼ଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ଏକ୍ସକର୍ଟ କରି ଫେରୁଥିବା ପୁଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଭ୍ୟାନ୍‌ରେ ଥିବା ଏସ୍‌ଆଇ ମନୋଜ ଭଗତଙ୍କ
Read More...

ଭାରତ ବନ୍ଦର ପ୍ରଭାବ

ହୀରାଞ୍ଚଳ ଲାଇଭ : ଭାରତ ବନ୍ଦର ପ୍ରଭାବରେ ଭୁବନେଶ୍ୱର, ସମ୍ବଲପୁରରେ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ବସ୍ ଚଳାଚଳ ଠପ୍ ହୋଇଛି। ଏସସି-ଏସଟି ସଂରକ୍ଷଣରେ କ୍ରିମି ଲେୟାରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ସଂରକ୍ଷଣ ବଚାଓ କମିଟି ପକ୍ଷରୁ ୧୨ ଘଣ୍ଟିଆ
Read More...

ମମତା ମହାନ୍ତ ହେଲେ ବିଜେପି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ମମତା ହେଉଛନ୍ତି କୁଡୁମୀ ସମ୍ପ୍ରଦାୟର ନେତ୍ରୀ। ରାଜ୍ୟସଭା ପ୍ରାର୍ଥୀ ପାଇଁ ଆଜି ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ
Read More...

ବଜାର ଆସୋସିଏସନ ଆନୁକୂଲ୍ୟରେ ଗହ୍ମା ଉତ୍ସବ ପାଳିତ

ହରଭଙ୍ଗା :ପୁଣ୍ୟ ଶ୍ରାବଣ ମାସ ପୂର୍ଣ୍ଣମାକୁ ରାକ୍ଷୀ ପୂର୍ଣ୍ଣମା ବା ଗହ୍ମା ପୂର୍ଣ୍ଣମା କୁହାଯାଏ । ପୁରାତନ କାଳରୁ ଏହି ପୂର୍ଣ୍ଣମା ଗ୍ରାମାଞ୍ଚଳ ଠାରୁ ସହର, ଦେବାଳୟ ସବୁ ସ୍ଥାନରେ ପାଳନ କରାଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ବଜାର ଆସୋସିଏସନ ପକ୍ଷରୁ ପବିତ୍ର
Read More...

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ : ହାଡ଼ଗୋଡ଼ିଆ ସାହିରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଘଟଣା ସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି । ଆକ୍ରମଣରେ ଗୁରୁତର ଜଣକ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନ୍‌ର ହରିହର ସାହୁ ବୋଲି ଜଣାଯାଇଛି । ପୂର୍ବ ଶତ୍ରୁତାକୁ
Read More...

ଗଜରାଜ ସଙ୍କଟରେ, ବିଦ୍ୟୁତ ତାର ନେଉଛି ଜୀବନ

ଦନ୍ତା ‘ରାମୁ' ର ମୃତ୍ୟୁକୁ ନେଇ ଆଲୋଡନଭୁବନେଶ୍ୱର : ସରକାରଙ୍କ ଦ୍ଵାରା ଗଜରାଜଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଅଥଚ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ଥମୁ ନାହିଁ । ହାତୀ କରିଡ଼ର ସୁରକ୍ଷା ବି କାମ ଦେଉନାହିଁ। ସଙ୍କଟରେ ପଡ଼ିଛନ୍ତି ଗଜରାଜ। ଆଜି ଭୁବନେଶ୍ୱର ନିକଟସ୍ଥ
Read More...

ରାଜ୍ୟ ସ୍ତରୀୟ ରକ୍ଷା ବନ୍ଧନ ଉତ୍ସବ

ଆଦରର 'ମୋହନ ଭାଇ'ଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀମାନେ ଭୁବନେଶ୍ୱର : ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଏହି ଅବସରରେ ରାଜ୍ୟ ଅତିଥି ଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରୁ ଝିଅ ମାନେ ଆସି ମୁଖ୍ୟମନ୍ତ୍ରୀଙ୍କ ହାତରେ
Read More...

ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ

ପୁରୀ : ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ I ଆଜି ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ I ତେବେ ଭାଇ ଭଉଣୀର ପବିତ୍ର
Read More...