Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶିକ୍ଷକଙ୍କ ପାଇଁ ‘ଦ ଟିଚର୍ ଆପ୍’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଭାରତରେ ଶିଶୁ ଓ ଯୁବବର୍ଗଙ୍କ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଥିବା ‘ଭାରତୀ ଏୟାରଟେଲ ଫାଉଣ୍ଡେସନ’ ଦ୍ୱାରା ପ୍ରସ୍ତୁତ ‘ଦ ଟିଚର୍ ଆପ୍’(The Teacher App)ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା!-->…
Read More...
Read More...
ଭାରସାମ୍ୟ ହରାଇ ଗଛରେ ପିଟିଲା ପିକ୍ଅପ୍ ଭ୍ୟାନ, ୨ ମୃତ
ପାଟଣାଗଡ: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ପାଢେଲଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ ୨ଜଣ ମୃତ୍ୟୁବରଣ କରିଛନ୍ତି । ମୃତକ ହେଲେ ବ୍ରାହ୍ମଣୀଜୋର ଗାଁର ସଦାନନ୍ଦ ବାଗ ଓ ସିଂହାମୁଣ୍ଡା ଗାଁର ଜଳ ସାହୁ ବୋଲି ଜଣାପଡିଛି । ପଦମପୁରରୁ ଏକ ପିକ୍ଅପ ଗାଡିରେ କୁରକୁରେ!-->…
Read More...
Read More...
‘ଜମି ବିକ୍ରୟ ବ୍ୟବସ୍ଥାର ସରଳୀକରଣ ହେବ’
ଭୁବନେଶ୍ୱର:ରାଜ୍ୟରେ ଜମିଜମା ବିକ୍ରୟ କ୍ଷେତ୍ରରେ ଥିବା ଆଇନଗତ ପ୍ରତିବନ୍ଧକ ଯୋଗୁଁ ଲୋକମାନେ ଜମି ବିକ୍ରି ନକରି ପାରି ହଇରାଣହରକତ ହେଉଥିଲେ । ଏହି ବିକ୍ରୟ ବ୍ୟବସ୍ଥର ସରଳୀକରଣ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୃହନିର୍ମାଣ ଓ ନଗର ଉନ୍ନୟନ!-->…
Read More...
Read More...
ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ…
ଭୁବନେଶ୍ୱର: ଯାଜପୁରର ବିରଜା କ୍ଷେତ୍ର କେବଳ ଓଡିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠ। ଓଡିଶାର ଜନସାଧାରଣଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାରେ ଏହା ଏକ ପ୍ରମୁଖ ତୀର୍ଥ କ୍ଷେତ୍ର । ମହାଭାରତ, ଆଦି ଶଙ୍କରାଚାର୍ଯ୍ୟଙ୍କ ଶକ୍ତି ପୀଠ ସ୍ତବ ଏବଂ ବାମନ ପୁରାଣରେ ମଧ୍ୟ ମା’!-->…
Read More...
Read More...
୭ରୁ ପୁରୀରେ ଖରିଫ ଧାନ ସଂଗ୍ରହ, ଅବହେଳା କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ
ପୁରୀ : ଧାନ ବିକ୍ରୀ ସମୟରେ ଯେଭଳି କୌଣସି ଚାଷୀ ହଇରାଣ ନ ହୁଏ ଓ ଅବହେଳାର ଶୀକାର ନ ହୁଏ ତାହା ଦେଖିବା ଆମ ସମସ୍ତଙ୍କ ଦାୟିତ୍ୱ । କୌଣସି କ୍ଷେତ୍ରରେ ଅବହେଳା ବା ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ବୋଲି କଡା ଚେତାବନୀ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ଅପରାହ୍ନରେ!-->…
Read More...
Read More...
କୃଷି ଆଧାରିତ ଅର୍ଥନୀତି ଜିଲ୍ଲା ହେବ ଦେବଗଡ଼ : ଧର୍ମେନ୍ଦ୍ର ପ୍ରଧାନ
ଧୋବଲିପଥର: କୃଷି ପ୍ରଧାନ ଜିଲ୍ଲା ଦେବଗଡ଼ରେ ପାରମ୍ପରିକ ଚାଷ ସହ ଦୁଗ୍ଧ ଚାଷ, ମତ୍ସ୍ୟ ଚାଷ ଓ ପଶୁପାଳନର ଅନେକ ସମ୍ଭାବନା ଅଛି । ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଦେବଗଡକୁ କୃଷି ଆଧାରିତ ଅର୍ଥନୀତି ଜିଲ୍ଲାରେ ପରିଣତ କରିବା ପାଇଁ ବ୍ୟାପକ ଯୋଜନା କରାଯିବ ବୋଲି!-->…
Read More...
Read More...
ବିଦ୍ୟୁତ ତାର ସଂଯୋଗ ବେଳେ ଯୁବକଙ୍କ ମୃତ୍ୟୁ
ବୌଦ୍ଧ :ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଆଡେ଼ନିଗଡ଼ ଫାଣ୍ଡି ଅନ୍ତର୍ଗତ ଗଣ୍ଡାପାଜୁ ଗ୍ରାମର ଜଣେ ଯୁବକ ସୋମବାର ସନ୍ଧ୍ୟାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ ହୋଇଥିବା ଭଳି ଏକ ଦୁଖଃଦ ଖବର ସାମ୍ନାକୁ ଆସିଛି । ସୂଚନା ମତେ ଗ୍ରାମର ସେବତୀ ବିନ୍ଧାଣିଙ୍କ ନିଜଘର ଲାଇନ ସମସ୍ୟା!-->…
Read More...
Read More...
ସମ୍ବଲପୁରରେ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ସଂଖ୍ୟା ବଢାଇବା ପାଇଁ ଯୋଜନା ହେଉ : ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର: ବିକାଶ ପ୍ରକ୍ରିୟାରେ ଶ୍ରମିକ ମାନଙ୍କର ଅତୁଳନୀୟ ଅବଦାନକୁ ସ୍ଵୀକାର କରି ଆମ ସରକାର ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ସହାୟତା ନେବା ପାଇଁ ନିଜର ନାମକୁ ନିର୍ମାଣ!-->…
Read More...
Read More...
ଭୁବନେଶ୍ୱର ବିମାନ ବନ୍ଦର ଠାରେ ଓଡ଼ିଶା ହକି ଦଳକୁ ଭବ୍ୟ ସ୍ୱାଗତ
ଭୁବନେଶ୍ୱର : ୧୪ତମ ହକି ଇଣ୍ଡିଆ ସିନିୟର ପୁରୁଷ ଜାତୀୟ ଚମ୍ପିୟାନ୍ସିପ୍ ରେ ଓଡ଼ିଶା ହକି ଦଳକୁ ସ୍ବର୍ଣ୍ଣ ପଦକ ମିଳିବାପରେ ଆଜି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଠାରେ ଦଳର କ୍ରୀଡାବିତ୍ ମାନଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଭବ୍ୟ ସ୍ୱାଗତ ପ୍ରଦାନ!-->…
Read More...
Read More...
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ :ଅନନ୍ତ ମହାପାତ୍ର, ଶ୍ରୀନିବାସ ମହାପାତ୍ର ଓ ଜୟୀରାମ ସାମଲଙ୍କୁ “ମୋହନ…
ଭୁବନେଶ୍ୱର:- ମନରେ ସାହାସ ରଖି ନୂତନତ୍ୱକୁ ଆଧାର କରି ସିନେମା ନିର୍ମାଣ ପାଇଁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଜଣାଇଛନ୍ତି । ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ ୩୨, ୩୩ ଓ ୩୪ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ!-->…
Read More...
Read More...