Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲୁକା ଆନିମେସନରେ ଶ୍ରୀଜିଉଙ୍କ ସୁନାବେଶ
ବାଲୁକା ଆନିମେସନରେ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ବଡଭାଇ ବଳଭଦ୍ରଙ୍କ ସୁନାବେଶ ନିର୍ମାଣ କଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା । ଏ ବର୍ଷ ବଡଦାଣ୍ଡରେ ଘର ହୋଇ ମଧ୍ୟ ଠାକୁରଙ୍କୁ ଦେଖିବାରୁ!-->…
Read More...
Read More...
ପାଇକ ସାହିରେ ମା’ ସମଲେଇ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ
ରାୟଗଡ: ରାୟଗଡ ସହରର ପାଇକ ସାହିଠାରେ ଶ୍ରୀ ଶ୍ରୀ ଶ୍ରୀ ମା ସମଲେଇ ଦୁର୍ଗା ମନ୍ଦିର ପ୍ରତିଷ୍ଠା ନିମନ୍ତେ ଚଳିତ ଆଷାଢ ଶୁକ୍ଳପକ୍ଷ ଦଶମୀ ସୋମବାର ଜୁଲାଇ ୧୯ ତାରିଖ ଠାରୁ କାର୍ଯ୍ୟସୂଚୀ ଅନୁଯାୟୀ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ମନ୍ଦିର ପରିଚାଳନା କମିଟି!-->…
Read More...
Read More...
ସ୍ୱାମୀର ଶିଳପୁଆ ମାଡ଼ରେ ସ୍ତ୍ରୀ ମୃତ
ଯାଜପୁର : ଘରୋଇ କଳି ନେଇଗଲା ଜୀବନ । ସ୍ୱାମୀର ଶିଳପୁଆ ମାଡ଼ରେ ସ୍ତ୍ରୀର ମୃତ୍ୟୁ । ମୃତକ ବୀଣାପାଣି ଦାସ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଶୁଶୁଆ ପଞ୍ଚାୟତ ଇଶ୍ୱରପୁର ଗାଁର ଘଟିଛି ଏଭଳି!-->…
Read More...
Read More...
ଚିନ୍ତା ବଢାଉଛି କରୋନାଜନିତ ମୃତ୍ୟୁସଂଖ୍ୟା, ଆଉ ୬୯ ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୨୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...
ଆଜି ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ
ପୁରୀ ୨୧।୦୭: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନିରଥ। ଜନ୍ମବେଦିରେ ନବଦିନାତ୍ମକ ଲୀଳା ସାରି ବାହୁଡ଼ିଛନ୍ତି ଲୀଳାମୟ କାଳିଆ ସାଆନ୍ତ। ଆଜି ରଥାରୂଢ ଶ୍ରୀବିଗ୍ରହଙ୍କ ହେବ ସୁନାବେଶ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ରଥ ଉପରେ ଆଜି ସକାଳ ୬ଟାରୁ!-->…
Read More...
Read More...
ଓଡିଶା ମାଟିରେ ଆନ୍ଧ୍ରର ବ୍ରିଜ୍ ନିର୍ମାଣ ପ୍ରସଙ୍ଗ :ରାୟଗଡ ବିଡିଓଙ୍କ ସହ ଆନ୍ଧ୍ର ଅଧିକାରୀଙ୍କ ଆଲୋଚନା
ରାୟଗଡ,୨୦/୭: ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡ ଜିଲ୍ଳା ସଦର ବ୍ଳକ ବୈରାଗୀ ହାଲୁଆ ଗ୍ରାମ ପଂଚାୟତ ଅନ୍ତର୍ଗତ ସାନଲୁକୁଟି ଗ୍ରାମ ଠାରେ ଆନ୍ଧ୍ର ସରକାର ନିର୍ମାଣ କରୁଥିବା ବ୍ରିଜ ପ୍ରସଙ୍ଗରେ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଲକ୍ଷ୍ମୀନାରାୟଣ ସାବତଙ୍କ ଉପସ୍ଥିତିରେ କାର୍ଯ୍ୟ ସ୍ଥଳରେ!-->…
Read More...
Read More...
ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଦାରିଙ୍ଗବାଡି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ପ୍ରତିବାଦ
ଦାରିଙ୍ଗବାଡି,୨୦/୭: ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ଓ ବାରମ୍ବାର ବିଦ୍ୟୁତ ସରବରାହ ବନ୍ଦ ବିରୋଧରେ ବିଜେପି ରାଜ୍ୟବ୍ୟାପୀ ବିରୋଧ ଆରମ୍ଭ କରିଛି । ଦଳ ତରଫରୁବିଦ୍ୟୁତ ବିଭାଗଠାରୁ ଆରମ୍ଭ କରି ସର୍କଲ ଅଫିସ ପର୍ଯ୍ୟନ୍ତ ସମସ୍ତ ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରାଯାଉଛି । ଏହି!-->…
Read More...
Read More...
୭୨ ତମ ବନ ମହୋତ୍ସବ ପାଳିତ
ବ୍ରହ୍ମପୁର,୨୦/୭: ଆଜି କୁକୁଡାଖଣ୍ଡି ବ୍ଲକ , କୁକୁଡାଖଣ୍ଡି ଉପ ନିବନ୍ଧକ କାର୍ଯ୍ୟାଳୟ ତରଫରୁ ୭୨ତମ ବନ ମହୋତ୍ସବ ପାଳନ ହୋଇଯାଇଛି । କୁକୁଡାଖଣ୍ଡି ଉପ ନିବନ୍ଧକ ତଥା ଛତ୍ରପୁର ଅତିରିକ୍ତ ତହସିଲଦାର ଶ୍ରୀ କବିରାଜ ଆର୍ଯ୍ୟଙ୍କ ତତ୍ତ୍ୱାବଧାନରେ ରେ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷ!-->…
Read More...
Read More...
ଜଳ ଓ ପରିମଳ ବିଭାଗ ଦ୍ୱାରା ରାଇକିଆ ଠାରେ କଠିନ ବର୍ଜ୍ୟ ବସ୍ତୁ କେନ୍ଦ୍ର ଗୃହ ନିମନ୍ତେ ଭୂମିପୂଜା
ଜି.ଉଦୟଗିରି,୨୦/୭: ରାଇକିଆ ଠାରେ ମଙ୍ଗଳବାରଦିନ ଏକ ଜୈବ ଖତ ଉତ୍ପାଦନ କେନ୍ଦ୍ର ସକାଶେ ରାଇକିଆ ବିଡ଼ିଓ ପ୍ରବିନ କୁମାର ବାଣୁଆ ଭୂମିପୂଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଇକିଆ ତହସିଲଦାର ହରିହର ଭୋଇ, ବ୍ଳକ ଅଧ୍ୟକ୍ଷା ମାନିନୀ ପ୍ରଧାନ, ସମିତି ସଭ୍ୟା ମିନି ନାୟକ, ସରପଞ୍ଚ!-->…
Read More...
Read More...
ଅହେତୁକ ବିଜୁଳି ଦରବୃଦ୍ଧି ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଫୁଲବାଣୀ ବ୍ଲକ ତରଫରୁ ଦାବୀପତ୍ର
ଫୁଲବାଣୀ,୨୦/୭- କରୋନା ମହାମାରୀ ସମୟରେ ସର୍ବ ସାଧାରଣ ଖଟିଖିଆ ଦିନ ମଜୁରିଆଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଅନ୍ୟପଟେ ଘନଘନ ବିଦ୍ୟୁତ କାଟ ସାଙ୍ଗକୁ ବିଜୁଳି ଦରର ଅହେତୁକ ବୃଦ୍ଧି ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲେଣି । ଏନେଇ ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ତରଫରୁ!-->…
Read More...
Read More...