Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଧିକ ଶକ୍ତିଶାଳୀ ବିଜୁଳି ତାର ଲଗାଇବା ପାଇଁ ବିଜୁଳି କାଟ କରାଯାଉଛି: ଟାଟା ପାୱାର
ସମ୍ବଲପୁର,୧୨/୮- ସମ୍ବଲପୁର ନଗର ମଧ୍ୟରେ ଚେରୁଆପଡା ଅଞ୍ଚଳରେ ପ୍ରାୟ ୪.୫ କିମି ଲମ୍ବ ନୂଆ ଓ ଅଧିକ ଶକ୍ତିଶାଳୀ ବିଜୁଳି ତାର ଲଗାଯାଉଛି, ଯଦ୍ୱାରା ଉପଭୋକ୍ତାଙ୍କୁ ବିଜୁଳି ଯୋଗାଣ ଉତ୍ତମ ଓ ନିର୍ବାଧରୂପେ ହୋଇ ପାରିବ । ଏହି କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବିଗତ ତିନି ଦିନ ହେଲା ଦୈନିକ!-->…
Read More...
Read More...
ଗଜପତି ଜିଲ୍ଲାରେ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ କାର୍ଯ୍ୟାଳୟ ଉଦଘାଟିତ
ଗଜପତି,୧୨/୮- ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ତହସିଲ କାର୍ଯ୍ୟାଳୟ ନିକଟସ୍ଥ ଦେଓସାହି ଠାରେ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଗଜପତିର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ରିବନ କାଟି!-->…
Read More...
Read More...
ସରକାରୀ ଜମିରେ ନିର୍ମିତ ୩ଗୋଟି ଗୃହ ଭାଙ୍ଗିଲେ ତହସିଲଦାର: ଜଣେ ଜମି ଦେଲେ ଆଉ ଜଣେ ଭାଙ୍ଗିଲେ
ଘୁ ଉଦୟଗିରି, ୧୨/୮- କଳିଙ୍ଗ ମହାବିଦ୍ୟାଳୟ ନିକଟ ମିନି ଷ୍ଟାଡିୟମ ପାଖରେ ଘୁ. ଉଦୟଗିରି ପୂର୍ବତନ ତହସିଲଦାର ତିନି ଗରିବ ପରିବାର ତ୍ରିନାଥ ପ୍ରଧାନ, କୁନି ପ୍ରଧାନ,ପଞ୍ଚୁ ପ୍ରଧାନଙ୍କୁ ସରକାରୀ ଜମିରେ ଘରକରିବା ନିମନ୍ତେ ଜମି ପ୍ରଦାନ କରିବା ସହ ଜରି ପାଲ ମଧ୍ୟ ଯୋଗେଇ ଦେଇଥିଲେ । ୩ ପରିବାର!-->…
Read More...
Read More...
ଜଗା ଦର୍ଶନକଲେ ସେବାୟତ ପରିବାର
ପୁରୀ,୧୨/୮- ଆସନ୍ତା ୧୬ ରୁ ଭକ୍ତମାନଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇସାରିଛି ଏସଓପି । ତେବେ ଏସଓପି ଅନୁଯାୟୀ ଆଜିଠାରୁ ସେବାୟତଙ୍କ ପରିବାରବର୍ଗ ମହାପ୍ରଭୁଙ୍କୁ ପ୍ରଥମେ ଦର୍ଶନ କରିଛନ୍ତି । ୧୨ ଓ ୧୩ ତାରିଖ ଦିନ କେବଳ ସେବାୟତଙ୍କ ପରିବାର!-->…
Read More...
Read More...
ଦାରିଙ୍ଗବାଡିରେ କଂଗ୍ରେସର ମିଶ୍ରଣ ପର୍ବ, କଂଗ୍ରେସରେ ଯୋଗଦେଲେ ବ୍ଲକ ଉପାଧ୍ୟକ୍ଷ
ଦାରିଙ୍ଗବାଡି,୧୨/୮: ଦାରିଙ୍ଗବାଡି ସ୍ଥିତ ଡୁଲୁରି ପାଇନବଣ ଠାରେ ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ମିଶ୍ରଣ ପର୍ବ ଆୟୋଜନ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ରମେଶ ଚନ୍ଦ୍ର ଜେନା!-->…
Read More...
Read More...
ସଂରକ୍ଷିତ ଜଙ୍ଗଲରୁ କାଠ ଚୋରାଚାଲାଣ ବେଳେ ବନ ବିଭାଗର ଚଢ଼ଉ: ଶାଳ ଗଣ୍ଡି ବୋଝେଇ ଗାଡ଼ି ଜବତ, ଜଣେ ଗିରଫ
ବାଲିଗୁଡ଼ା/ଦାରିଙ୍ଗବାଡି,୧୨/୮: ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ମଙ୍ଗଳବାର ଦିନ ବିଳମ୍ବିତ ରାତ୍ରିରେ ଚଢ଼ଉ କରି ଶାଳ କାଠ ଗଣ୍ଡି ବୋଝେଇ ଏକ ୪୦୭ ମିନି ଟ୍ରକ୍ ଜବତ କରିବାସହ ଜଣକୁ ଗିରଫକରି କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ବିଦ୍ୟାଧର ଯାନୀ ସୂଚନା ଦେଇଛନ୍ତି । ଗିରଫ କାଠ!-->…
Read More...
Read More...
ବିଜେପି ଅନୁସୁଚିତ ଜାତିମୋର୍ଚ୍ଚାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର
ଫୁଲବାଣୀ,୧୧/୮- କନ୍ଧମାଳ ଜିଲ୍ଲା ବିଜେପି ଅନୁସୁଚିତ ଜାତିମୋର୍ଚ୍ଚା ସଭାପତି ଅନନ୍ତ କୁମାର ଦିଗାଲଙ୍କ ନେତୃତ୍ୱରେ ଆଜି ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବାଳକାଠିରେ ଯେଉଁଭଳି ଭାବେ ଦଳିତ ପରିବାର ଉପରେ ମରଣାନ୍ତକ!-->…
Read More...
Read More...
ଗୋ ଶ୍ରଦ୍ଧା ବୈଠକ, ସମସ୍ତଙ୍କ ମିଳିତ ସହଯୋଗ ଉପରେ ଗୁରୁତ୍ୱାରୋପ
ସୁବର୍ଣ୍ଣପୁର,୧୧/୮- ସୋନପୁର ପୌରପରିଷଦ ଅଞ୍ଚଳରେ ରାସ୍ତା, ଛକ, ବଜାର ଇତ୍ୟାଦି ସ୍ଥାନରେ ବୁଲା ଗାଈଗୋରୁଙ୍କ ଅବାଧ ଯାତାୟାତ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏହା ଦ୍ୱାରା ଦୁର୍ଘଟଣା ଘଟିବାର ଆଶଙ୍କା ରହୁଛି ଏବଂ ମଣିଷ ଓ ଗାଈଗୋରୁ ଉଭୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ।!-->…
Read More...
Read More...
ବିଜେପି ଅନୁସୂଚିତ ଜାତି ଓ ଦଳିତ ମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରା
ପୁରୀ,୧୧/୮- ରାଜ୍ୟରେ ଦଳିତ ପରିବାର ଉପରେ ଚାଲିଥିବା ଆକ୍ରମଣ ଓ ଦବଙ୍ଗଗିରୀ ପ୍ରତିବାଦରେ ଜିଲ୍ଲା ବିଜେପି ଅନୁସୂଚିତ ଜାତି ଓ ଦଳିତ ମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଛି । କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳୀର!-->…
Read More...
Read More...
ସୌମ୍ୟରଞ୍ଜନଙ୍କୁ ସମ୍ବର୍ଦ୍ଧିତକଲା କନ୍ଧମାଳ ମିଡିଆ ଫୋରମ
ଫୁଲବାଣୀ,୧୧/୮- ବୁଧବାର ଦିନ ସ୍ଥାନୀୟ ପ୍ରେସକ୍ଲବ ଫୁଲବାଣୀଠାରେ କନ୍ଧମାଳ ମିଡିଆ ଫୋରମ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସୁଚନାଯୋଗ୍ୟ ଯେ ଗତ ୨୨ଜୁଲାଇରେ ଲାଇବେରିଆର ମିନିଷ୍ଟେରୀ ଅଫ ଫାଇନାନ୍ସ ଏଣ୍ଡ ଡେଭଲୋପମେଣ୍ଟ ପ୍ଲାନିଂ ଡିପାର୍ଟମେଣ୍ଟର କେହି ଜଣେ ଫେକ ପେଜ ତିଆରି!-->…
Read More...
Read More...