Browsing Category

ରାଜ୍ୟ

ଆଉ ୬୪ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୨୦୭୦

ଭୁବନେଶ୍ୱର : ରାଜ୍ୟରେ ଲଗାତାର ଭାବେ ଦୈନିକ ସଂକ୍ରମଣ କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୦ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ ମୃତ୍ୟୁ
Read More...

୨୧ରେ ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଅଭାବି ବର୍ଷା ସ୍ଥିତି ଲାଗି ରହିଛି । ୧୭ ଜିଲ୍ଲାରେ ବର୍ଷା ଅଭାବ । ବର୍ତ୍ତମାନ ସୁଦ୍ଧା ମୌସୁମୀ ରାଜ୍ୟରେ ୨୧% କମ୍‌ ବର୍ଷା କରିଛି। ନିକଟରେ ଯେଉଁ ଲଘୁଚାପ ହୋଇଥିଲା, ସେଥିରେ ବି ଆଶାନୁଯାୟୀ ବର୍ଷା ହେଲାନି । ଏବେ ତାଜା ପାଣିପାଗ ପୂର୍ବାନୁମାନ ହେଲା, ଆସନ୍ତା ୨୧
Read More...

କାର୍ଯ୍ୟାଦେଶ ପାଇବାର ୫ ବର୍ଷ ପରେ ବି ସମ୍ପୂର୍ଣ୍ଣ ହେଉନି ଆବାସ ଯୋଜନା

ବୌଦ୍ଧ/ଜହ୍ନାପଙ୍କ,୧୫/୭- ରାଜ୍ୟ ସରକାର ଓ କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ସମସ୍ତ କଚ୍ଚାଘରକୁ ପକ୍କା ଘର କରିବା ଯୋଜନା ରଖିଥିବାବେଳେ ଏହି ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନାମତେ ବୌଦ୍ଧବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତି ଗାଁର ଲକ୍ଷ୍ମଣ ନାୟକ ୨୦୧୬-୧୭
Read More...

ଅର୍ଥ ଅଭାବରୁ ହୋଇ ପାରୁନି ଚିକିତ୍ସା : ରୋଗରେ ଯନ୍ତ୍ରଣା ଭୋଗୁଛନ୍ତି ୩୦ ବର୍ଷର ହିମାଂଶୁ, ସରକାରୀ ଯୋଜନା ଅପହଞ୍ଚ

କଣ୍ଟାମାଳ,୧୫/୭ - ବୌଦ୍ଧ ଜିଲ୍ଲା କଣ୍ଟାମାଳବ୍ଳକ ପଲସାଗୋରା ଗ୍ରାମ ପଞ୍ଚାୟତର ଝିକେରପାଲି ଗାଁର ହିମାଂଶୁ ବାରଲକ (୩୦ ବର୍ଷ) ହଠାତ୍‌ ଗଛରୁ ଖସିପଡି ମେରୁଦଣ୍ଡ ଜନିତ ଆଘାତରେ ପୀଡିତ ହୋଇ ୧୫ ମାସ ହେଲା ଖଟିଆରେ ପଡିରହି ଭାଗ୍ୟ ଓ ଭଗବାନଙ୍କୁ ନିନ୍ଦି ସରକାରୀ ସହାୟତାକୁ ଚାହିଁ ରହିଥିବା
Read More...

ସାଇକେଲ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୩ ଗୁରୁତର

ହରଭଙ୍ଗା,୧୫/୭- ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଛତ୍ରଙ୍ଗ-କୁଶଙ୍ଗ ରାସ୍ତାର ଅଯୋଧ୍ୟା ନିକଟରେ ସାଇକେଲ ଓ ଏକ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୁଚନାମତେ ଧୁଙ୍ଗିଆମୁଣ୍ଡାଗ୍ରାମର ରମାକାନ୍ତ ମଲ୍ଲିକ(୩୫) ତାଙ୍କର ସ୍ତ୍ରୀ ରଶ୍ମିତା ମଲ୍ଲିକ (୨୮),
Read More...

ରାୟଗଡ ବିଇଓଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାୟଗଡ,୧୫/୭: ରାୟଗଡ ଜିଲ୍ଳା ସଦର ମହକୁମାରେ ଥିବା ଗାନ୍ଧିନଗର ଶିକ୍ଷା କ୍ଳଷ୍ଟର ତରଫରୁ ସ୍ଥାନୀୟ ବୁଦୁରାୱାଲସା ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ତଥା ରାୟଗଡ ବ୍ଳକ ଶିକ୍ଷାଧିକାରୀ(ବିଇଓ)ଭଜନଲାଲ
Read More...

ବିଜେପି କନ୍ଧମାଳ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ,୧୫/୭- ଭାରତୀୟ ଜନତା ପାର୍ଟି କନ୍ଧମାଳ ତରଫରୁ କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଫୁଲବାଣୀର ଏଫସିଆଇ ଛକ ନିକଟସ୍ଥ ଦେବ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦୁର୍ନୀତି, କନ୍ଧମାଳ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ଓ ଅନେକ
Read More...

ରାୟଗଡରେ ଓଡିଶା ବନ୍ଦ ଡାକରାକୁ ରାୟଗଡ ଜିଲ୍ଳା କଂଗ୍ରେସ ଓ ଆପ୍‌ ଦଳର ସମର୍ଥନ

ରାୟଗଡ,୧୫/୭: ଡିଜେଲ,ପେଟ୍ରୋଲ,ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦରବୃଦ୍ଧି ବିରୋଧରେ ଆଜି ସକାଳ ୬ଘଂଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି,ଓଡିଶା ରାଜ୍ୟ କାଉନସିଲ,ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କବାଦୀ), ଓଡିଶା ରାଜ୍ୟ କମିଟି, ଅଲ ଇଣ୍ଡିଆ
Read More...

ପଏଁରୀ ଅନୁଷ୍ଠାନକୁ ଡବ୍ଲୁଓ଼ଡିସି ସିଇଓ ଓ ଜିଲ୍ଲାପାଳଙ୍କ ପରିଦର୍ଶନ

ସୁବର୍ଣ୍ଣପୁର,୧୫/୭- ଆଜି ଦିବା ୧ ଘଣ୍ଟା ସମୟରେ ସୁବର୍ଣ୍ଣପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀକୁ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରେମ ଚାନ୍ଦ ଚୌଧୁରୀ ଓ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ପରିଦର୍ଶନ କରିଥିଲେ । ଅନୁଷ୍ଠାନର
Read More...

ଗୋନାସିକା ପାର୍କରେ ୮ ବର୍ଷ ବାଳକର ମୃତ୍ୟୁ

କେନ୍ଦୁଝର,୧୫/୭ – କେନ୍ଦୁଝର ସହର ଠାରୁ ୮ /୯ କି.ମି ଦୂରତା, ଡ଼ିମ୍ବୋ ପଞ୍ଚାୟତ ଅଧିନ ଗୁହାଳ ଚଟୁଆ ଠାରେ ଥିବା ଗୋନାସିକା ପାର୍କ ଠାରେ ଗତକାଲି ଦିନ ୧୨ଟା ସମୟରେ ସେଠାରେ ଚୌକି ଦାର କାର୍ଯ୍ୟ କରୁଥିବା କ୍ଷେତ୍ର ବାସି ମହାନ୍ତଙ୍କ ଆ୦ ବର୍ଷ (୮) ର ପୁଅ ଶକ୍ତିଧର ମହାନ୍ତ ପାର୍କ ମଧ୍ୟରେ
Read More...