Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦିବ୍ୟଜୀବନ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାଳିତ
ଗଞ୍ଜାମ,୨୪/୭ : ବ୍ରହ୍ମପୁର ଦିବ୍ୟ ଜୀବନ ସଂଘ, ସିଦ୍ଧାର୍ଥ ନଗର ଶାଖା ପକ୍ଷରୁ ସ୍ଥାନୀୟ ଶଙ୍କାରିସାହିସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଗୁରୁପୂର୍ଣ୍ଣିମା ମହୋତ୍ସବ ପାଳିତ ହୋଇଯାଇଛି । ହିନ୍ଦୁ ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପୂର୍ଣ୍ଣିମା ଦିନକୁ!-->…
Read More...
Read More...
ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱରର ଉପ-ନିର୍ଦ୍ଦେଶକଙ୍କ ରାୟଗଡ ଜିଲ୍ଲା ଗସ୍ତ
ରାୟଗଡ/୨୪/୭: ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱରର ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିଥିଲେ । କୋଲନରା ବ୍ଲକର କେତେକ ବିଦ୍ୟାଳୟ ପରିଦର୍ଶନ ପରେ ରାୟଗଡ଼ ସଦରର କେତେକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଗାନ୍ଧୀନଗର ଉଚ୍ଚପ୍ରାଥମିକ!-->…
Read More...
Read More...
କାଶିପୁର ବ୍ଳକ ଚାଷୀଙ୍କୁ କାଜୁ ଓ ଆମ୍ବ ଚାରା ପ୍ରଦାନ ଦାବିରେ ଧାରଣା ଦେଲେ ଚାଷୀ
ରାୟଗଡ/୨୪/୭: ରାୟଗଡ ଜିଲ୍ଳା ସଦର ମହକୁମାରେ ଥିବା ଉପ-ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାଶିପୁର ବ୍ଳକର ବିଭିନ୍ନ ପଂଚାୟତର ଚାଷୀ ଦିନିକିଆ ଧାରଣା ଦେଇଛନ୍ତି । ଆମ୍ବ ଓ କାଜୁ ଚାରା ପ୍ରଦାନ କରାଗଲେ ସେମାନେ ଚାଷ କରି ଉପକୃତ ହେବେ । କିନ୍ତୁ ପର୍ଯ୍ୟାପ୍ତ ପରିମାଣର!-->…
Read More...
Read More...
ଗୁରୁପୂର୍ଣ୍ଣିମା ଅବସରରେ ବିଶ୍ୱ ଶାନ୍ତି ଯଜ୍ଞ
ସୁବର୍ଣ୍ଣପୁର ୨୪/୭- ଆଜିର ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ପତଞ୍ଜଳି ପରିବାର ତରଫରୁ ସ୍ଥାନୀୟ ଜନମୁରା ଆଶ୍ରମ ପରିସରରେ ଏକ ବିଶ୍ୱଶାନ୍ତି ଯଜ୍ଞ ଆୟୋଜନ ହୋଇଯାଇଛି । ଯୋଗ, ଆୟୁର୍ବେଦ, ସ୍ୱଦେଶୀ ଦ୍ରବ୍ୟକୁ କିପରି ପ୍ରତ୍ୟେକ ପରିବାରରେ ବ୍ୟବହାର କରିବେ ତାସହିତ!-->…
Read More...
Read More...
ବୌଦ୍ଧଜିଲ୍ଲା: ଖସିଲା ସଂକ୍ରମଣ , ଆଜି ୩ ସଂକ୍ରମିତ ଚିହ୍ନଟ
ବୌଦ୍ଧ,୨୪/୭: ଗତକାଲି ଜିଲ୍ଲାରେ ୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଆହୁରି ଖସିଯାଇ ୩ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ଓ!-->…
Read More...
Read More...
ଏମଜିଏମ ଗ୍ରୁପ୍ ଆରମ୍ଭକଲା ରେଡିମେଡ ଗାର୍ମେଣ୍ଟ ଉତ୍ପାଦନ ୟୁନିଟ
ଭୁବନେଶ୍ୱର,୨୪/୭: ଅଗ୍ରଣୀ ଶିଳ୍ପଗୋଷ୍ଠୀ କଂପାନୀ ଏମଜିଏମର ଅଂଶୀଦାର ୱାଇଲ୍ଡ ଲୋଟସ ଫେସନ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧା ଛତାବର ଶିଳ୍ପାଞ୍ଚଳରେ ଏକ ନୂଆ ରେଡିମେଡ ମ୍ୟାନୁଫ୍ୟାକଚରିଂ କଂପାନୀର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ୭୦!-->…
Read More...
Read More...
ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ହାଇଦର ମୃତ
କଟକ: ଗ୍ୟାଙ୍ଗଷ୍ଟର ହାଇଦରର ପୁଲିସ ଏନ୍କାଉଣ୍ଟରରେ ମୃତ୍ୟୁ ହୋଇଥିବା ସୂଚନା । ଗ୍ୟାଙ୍ଗଷ୍ଟର ହାଇଦରକୁ ପୁଲିସ ଏନକାଉଣ୍ଟର କରିଛି । କଟକ ଜିଲ୍ଲା ଚୌଦ୍ୱାର ଜେଲରୁ ମୟୂରଭଂଜ ଜିଲ୍ଲା ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ଏନକାଉଣ୍ଟର କରିଛି ପୁଲିସ । ହାଇଦର ପରିଶ୍ରା!-->…
Read More...
Read More...
ଏମଜିଏମ ଗ୍ରୁପଠୁ ଆରମ୍ଭକଲା ରେଡିମେଡ ଗାର୍ମେଣ୍ଟ ଉତ୍ପାଦନ ୟୁନିଟ
ଭୁବନେଶ୍ୱର,୨୪/୭: ଅଗ୍ରଣୀ ଶିଳ୍ପଗୋଷ୍ଠୀ କଂପାନୀ ଏମଡିଏମର ଅଂଶୀଦାର ୱାଇଲ୍ଡ ଲୋଟସ ଫେସନ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧା ଛତାବର ଶିଳ୍ପାଞ୍ଚଳରେ ଏକ ନୂଆ ରେଡିମେଡ ମ୍ୟାନୁଫ୍ୟାକଚରିଂ କଂପାନୀର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ୭୦!-->…
Read More...
Read More...
ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
ଟିଟିଲାଗଡ,୨୪/୭- ଟିଟିଲାଗଡ଼ ହାଟପଦାପଡ଼ା ୱାର୍ଡ ନମ୍ବର ୧୪ ରେ ବିଭୂତି ଦଳାଇଙ୍କ ଘରେ ତିନି ଚାରି ବର୍ଷ ହେବ ଭଡ଼ାରେ ରହୁଥିଲେ ଭୁବନେଶ୍ୱରର ଲିଜା ଡାକୁଆ ଆଜି ସକାଳୁ ଲିଜାଙ୍କ ଘର କବାଟ ଖୋଲାଥିବା ଦେଖି ଘରମାଲିକ ବିଭୂତି ନିଜ ସ୍ତ୍ରୀଙ୍କୁ ଡାକି ଦେଖିବା ପାଇଁ କହିଥିଲେ । ଘରମାଲିକାଣୀ!-->…
Read More...
Read More...
ଗଞ୍ଜେଇ ଭର୍ତ୍ତି ଅଟୋସହ ଗୋଟିଏ ବାଇକ୍ ଜବତ, ୪ ଜଣ ଗଞ୍ଜେଇ ମାଫିଆ ଗିରଫ
ବାଲିଗୁଡ଼ା,୨୪/୭: ଗଞ୍ଜେଇ ଚୋରାଚାଲାଣ ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ କରି ୪୫କେଜି ୩୦୦ଗ୍ରାମ୍ ଗଞ୍ଜେଇ ସହ ଗୋଟିଏ ଅଟୋ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି । ଘଟଣାରେ ଚାରିଜଣ ମାଫିଆଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦୁଇ(୨)!-->…
Read More...
Read More...