Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁଣି ତିନି କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ : ଗାଁକୁ କାଦୁଅ ରାସ୍ତା ଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ
ଦଶପଲ୍ଲା : ସ୍ୱାଧିନତାର ୭୪ ବର୍ଷ ପରେ ମଧ୍ୟ ବାଡିବାରୀ ଗାଁକୁ ହୋଇପାରିଲାନି ରାସ୍ତା ନିର୍ମାଣ । ଆଜି ପର୍ଯ୍ୟନ୍ତ ଖଟିଆରେ ରୋଗୀ ବୁହା ହେଉଥିବା ବେଳେ ଜରୁରୀକାଳୀନ ସେବାରୁ ଗ୍ରାମବାସୀମାନେ ବଂଚିତ ଥିବା ଦେଖିବାକୁ ମିଳିଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ୍ୟ ପ୍ରଶାସନର ନୀରବତା ଯୋଗୁଁ!-->…
Read More...
Read More...
ଆସିଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ, ପୌରପରିଷଦ ଛାନିଆ
ଫୁଲବାଣୀ:ଫୁଲବାଣୀ ସହରର ବିଭିନ୍ନ ସ୍ଥାନରେ ମଇଳା ଆବର୍ଜନା ସଫେଇ ନହେବା ନେଇ ଖବର ପାଇ କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ସଫେଇ କାମ ତୁରନ୍ତ ଆରମ୍ଭ କରିଛି ଫୁଲବାଣୀ ମୁନିସିପାଲିଟି ।କନ୍ଧମାଳ ଜିଲ୍ଲାର ମୁଖ୍ୟାଳୟ ହେଉଛି!-->…
Read More...
Read More...
ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୩୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...
ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗରେ କେନ୍ଦ୍ରାପଡ଼ା ମହିଳା କନେଷ୍ଟବଳଙ୍କୁ ଗିରଫ ଦାବି କଲେ ରାୟଗଡ ଜିଲ୍ଲା ଶାଖା…
ରାୟଗଡ/୨୫/୭:- ରାଜ୍ୟରେ ବିଭିନ୍ନ ସ୍ଥାନରେ ବାରମ୍ବାର ସାମ୍ବାଦିକମାନଙ୍କୁ ଅହେତୁକ ଆକ୍ରମଣ କରାଯାଉଛି ଯାହାର ସତ୍ୟାସତ୍ୟ ଘଟଣା ପୁରୀ ଜିଲ୍ଲା ଗୋପ ଓ କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଛି । ନିକଟରେ କେନ୍ଦ୍ରାପଡ଼ା ଆରକ୍ଷୀ ଅଧକ୍ଷଙ୍କ କାର୍ଯ୍ୟାଳୟ ପରିସରରେ ବିଜେପିର ଗଣ ଧାରଣା!-->!-->!-->…
Read More...
Read More...
କୋଶଲ ଯୁବ ସମନ୍ବୟ ସମିତିର ପଦଯାତ୍ରୀ ଗିରଫ
ବଲାଙ୍ଗୀର, ୨୫/୭- ଆବାସ ଯୋଜନାରେ ପଶ୍ଚିମାଞ୍ଚଳ ପ୍ରତି ଅବହେଳା ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ପଦଯାତ୍ରା କରୁଥିବା କୋଶଲ ଯୁବ ସମନ୍ବୟ ସମିତିର ପ୍ରତିବାଦକାରୀଙ୍କୁ ଗିରଫ କରିଛି ସଇଁତଳା ପୋଲିସ୍। ଖବର ଅନୁସାରେ, ଗତକାଲି ରାତିରେ ବରଗାଁ ଛକ ଠାରେ ମହିଳା ଶିଶୁ କଲ୍ୟାଣ ଓ!-->…
Read More...
Read More...
ଭର୍ଚୁଆଲ ବୈଠକରେ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାର ନୂତନ କର୍ମକର୍ତ୍ତା
ଦାରିଙ୍ଗବାଡି,୨୪/୭- କନ୍ଧମାଳ ଜିଲ୍ଲା ଓବିସି ମୋର୍ଚ୍ଚାର ଜିଲ୍ଲା କମିଟି ଆଜି ଘୋଷଣା କରାଯାଇଛି । ରାଜ୍ୟର ବିଜେପି ନେତା ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ସହିତ ଭର୍ଚୁଆଲ ବୈଠକରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଏବଂ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ!-->…
Read More...
Read More...
କୋଭିଡ଼ ଯାଞ୍ଚ କଡ଼ାକଡ଼ି, ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ
ଦାରିଙ୍ଗବାଡି,୨୪/୭: ଦାରିଙ୍ଗବାଡି ବ୍ଲକରେ ପଜିଟିଭ ସଂଖ୍ୟା ହ୍ରାସ ପାଉଥିବା ବେଳେ କିନ୍ତୁ କୋଭିଡ଼ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଯେଭଳି ଭାବେ ପଜିଟିଭ ସଂଖ୍ୟା ହ୍ରାସ ପାଉଛି ସେଭଳି ଭାବେ ଲୋକ ଖାମଖିଆଲି ଭାବେ ମାସ୍କ ବ୍ୟବହାର କରୁନଥିବା ଦେଖିବାକୁ!-->…
Read More...
Read More...