Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନା ଯୋଦ୍ଧା ସାମ୍ବାଦିକ ସ୍ୱର୍ଗତ ମାନସ ରଞ୍ଜନ ପାଇଁ ମଞ୍ଜୁର ₹୧୫ଲକ୍ଷ ଆସିଛି
ସମ୍ବଲପୁର, ୨୪/୭- ଓଡ଼ିଶା ସରକାର ଗତକାଲି ୧୭ଜଣ ମୃତ ସାମ୍ବାଦିକ ଙ୍କ ପାଇଁ ପୂର୍ବ ଘୋଷିତ ଅନୁକମ୍ପା ମୂଳକ ରାଶି ମଞ୍ଜୁର କରିଛନ୍ତି । କରୋନା ଯୋଦ୍ଧା ରୂପେ ଚିହ୍ନିତ ଏମାନେ କର୍ତ୍ତବ୍ୟ ପାଳନ ସମୟରେ କରୋନା ଆକ୍ରାନ୍ତ ହୋଇ ଜୀବନ ହରାଇଛନ୍ତି । ଗତକାଲି ମଞ୍ଜୁର ଏହି ସୂଚୀରେ ସମ୍ବଲପୁରର!-->…
Read More...
Read More...
ହୀରାକୁଦରୁ ଦ୍ୱିତୀୟଥର ବନ୍ୟାଜଳ ନିଷ୍କାସନ ପାଇଁ ସତର୍କ କରାଯାଉଛି
ସମ୍ବଲପୁର, ୨୪/୭- ବିଶ୍ୱ ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାରରୁ ଆଜି ମଧ୍ୟାହ୍ନ ସୁଦ୍ଧା ବନ୍ୟାଜଳ ନିଷ୍କାସନ ପାଇଁ ବର୍ତ୍ତମାନ ବାରମ୍ବାର ସାଇରନ ବଜାଯାଉଛି । ଏହା ଏବର୍ଷର ଦ୍ୱିତୀୟ ଥର ପାଇଁ ବନ୍ୟାଜଳ ନିଷ୍କାସନ ହେବ ଓ ଏଥର ଅଧିକ ପରିମାଣରେ ନିଷ୍କାସନ ହେବ ବୋଲି ସମସ୍ତଙ୍କୁ ସତର୍କ କରାଯାଉଛି!-->…
Read More...
Read More...
ମଦମୁକ୍ତ ଅଞ୍ଚଳ ପାଇଁ ଅଣ୍ଟା ଭିଡ଼ିଲେ ମହିଳା
ଗଞ୍ଜାମ,୨୪/୭: ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଦାଣ୍ଡିଶ୍ୱର ଛକରେ ନିକଟରେ ସ୍ଥାନୀୟ ମହିଳାମାନେ ମଦମୁକ୍ତ ଅଞ୍ଚଳ ଭାବେ ଏକ ରାଲିକରି ପୋଷ୍ଟର ମାରିବା ସହ ଆଗାମୀଦିନରେ ଯେପରି ଏହି ଛକରେ ମଦବିକ୍ରି ନହେବ ସେଥିପାଇଁ ସଂକଳ୍ପ ନେଇଛନ୍ତି । କିଛିଦିନ ତଳେ ମହିଳାମାନେ ଏକ ରାଲି କରି!-->…
Read More...
Read More...
ପ୍ଲାଣ୍ଟେସନ ଅନ ହ୍ୱିଲସ ପକ୍ଷରୁ ବହୁ ପରିମାଣରେ ବୃକ୍ଷରୋପଣ
ସମ୍ବଲପୁର, ୨୪/୭- ଗତ ଦୁଇଦିନ ହେଲା ଏଠାରେ ତୁହାକୁ ତୁହା ବର୍ଷା ଲାଗିରହିଛି ଓ ମଝିମଝିରେ ପ୍ରବଳ ପରିମାଣରେ ମଧ୍ୟ ବର୍ଷିଯାଉଛି । ଏଭଳି ପରିସ୍ଥିତି ବୃକ୍ଷରୋପଣ ପାଇଁ ଅନୁକୂଳ, ଏଣୁ ଆଜି ସକାଳୁ ଏଠାକାର ବିଭିନ୍ନ ସ୍ଥାନରେ ଏଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ଲାଗିରହିଛି । ସ୍ଥାନୀୟ!-->…
Read More...
Read More...
ଦାରିଙ୍ଗବାଡି କୃଷି ବିଭାଗ ପକ୍ଷରୁ କୃଷି ରଥର ଶୁଭାରମ୍ଭ
ବାଲିଗୁଡା,୨୪/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି କୃଷି ବିଭାଗ ପକ୍ଷରୁ କୃଷି ରଥର ଶୁଭାରମ୍ଭ କରାଯାଇଛି । ଏଥିରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷି ରଥର ଶୁଭାରମ୍ଭ କରିଥିଲେ । ଏହି କୃଷି ରଥ ଜରିଆରେ ପ୍ରଧାନମନ୍ତ୍ରୀ ଫସଲ!-->…
Read More...
Read More...
ଅସହାୟ ଓ ନିରାଶ୍ରିତଙ୍କୁ ଛତା ଓ ଜୋତା ବଣ୍ଟନ କଲେ ଦଂପତ୍ତି
ହରଭଙ୍ଗା,୨୪/୭- ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ପୁରୁଣାକଟକର ବିଶିଷ୍ଟ ବ୍ୟବସାୟୀ ରାଧେଶ୍ୟାମ ଅଗ୍ରୱାଲ ଓ ପତ୍ନୀ ସରସ୍ୱତୀ ଦେବୀ ହରଭଙ୍ଗା ବ୍ଲକର ବିଭିନ୍ନ ପଂଚାୟତରେ ଥିବା ୧୦୦ ରୁ ଅଧିକ ଅସହାୟ, ବିଧବା, ବୃଦ୍ଧ ବୃଦ୍ଧା ମାନଙ୍କୁ ଆଜି ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଛତା ଓ ଜୋତା ବଣ୍ଟନ!-->…
Read More...
Read More...
ଶୃଙ୍ଖଳିତ ଭାବେ ବିନା ଭକ୍ତରେ ଶେଷ ହୋଇଛି ମହାପ୍ରଭୁଙ୍କର ନିଳାଦ୍ରିବିଜେ ନୀତି
ପୁରୀ,୨୩/୭- ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡି ଯାଇଛନ୍ତି ନିଳାଦ୍ରୀ ନାଥ । ନିର୍ଦ୍ଧାରିତ ସମୟରେ ପହଣ୍ଡି ଆରମ୍ଭ କରାଯାଇଥିବା ବେଳେ,ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବା ପରେ ରତ୍ନବେଦୀରେ ବିରାଜ ମାନ କରିଛନ୍ତି ମହାବାହୁ । ଘୋଷଯାତ୍ରାର ଏହି!-->…
Read More...
Read More...
ମା ବ୍ୟାଘ୍ରଦେବୀଙ୍କ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା
ଦଶପଲ୍ଲା,୨୩/୭ - ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ତେଣ୍ଡାବାଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଣ୍ଠାପାଜୁ ଗ୍ରାମ ନିକଟ ରେ ମା” ବ୍ୟାଘ୍ର ଦେବୀ ଠାକୁରାଣୀ ଙ୍କ ମନ୍ଦିର ରହିଛି । ମା” ଙ୍କର ମହିମା ଏହି ଅଞ୍ଚଳ ରେ ବେଶ୍ ପ୍ରସିଦ୍ଧ । ପ୍ରତ୍ୟେକ ବର୍ଷ ଏହି ପୀଠରେ ଅଞ୍ଚଳବାସୀଙ୍କ ଉଦ୍ୟମରେ ବହୁ!-->…
Read More...
Read More...