Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨୧ ଖଣ୍ଡ ଶାଳଚୌକାଠ ସହିତ ଗାଡ଼ି ଜବତ
ହରଭଙ୍ଗା : ବୌଦ୍ଧ ବନାଞ୍ଚଳରୁ ଦୈନଦିନ ବହୁ ମୂଲ୍ୟବାନ କାଠ, ପଟା ଆଦି ଚୋରା ଚାଲାଣ ଚାଲୁ ରହୁଥିବା ବେଳେ ୨୧ ଖଣ୍ଡ ଶାଳ ଚୌକାଠ ସହିତ ଏକ ଗାଡ଼ିକୁ ଜବତ କରିଛି ବନବିଭାଗ। ସୂଚନା ମତେ ଗତକାଲି ରାତି ପ୍ରାୟ ୮ଟା ସମୟରେ ମାଧପୁର ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ବିଭାଗ ତରଫରୁ ରାତ୍ରି!-->…
Read More...
Read More...
ଭୁବନେଶ୍ୱର କଲ୍ୟାଣି ସେବା ଟ୍ରଷ୍ଟ ତରଫରୁ ହରେକୃଷ୍ଣଙ୍କୁ ସମ୍ବର୍ଦ୍ଧିତ
କେନ୍ଦ୍ରାପଡ଼ା : ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରି ନିରନ୍ତର ସମାଜ ସେବା କରି ଆସୁଥିବା ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ "କଲ୍ୟାଣୀ ସେବା ଟ୍ରଷ୍ଟ"ର ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆ ନିକଟସ୍ଥ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇ!-->…
Read More...
Read More...
ବନ୍ଦ ଘରୁ ବାପା -ଝିଅଙ୍କ ମୃତ ଦେହ ଉଦ୍ଧାର
ନୟାଗଡ : ଦେବୋତ୍ତର କଲୋନୀ ୪ ନମ୍ବର ଗଳିର ଏକ ବନ୍ଦ ଘରୁ ବାପା-ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖଟ ଉପରୁ ୫ବର୍ଷୀୟ ଝିଅ ଓ ବାପାଙ୍କ ମୃତଦେହ ଉଦ୍ଧାର କରିଛି ଟାଉନ ପୋଲିସ। ସୂଚନାନୁଯାୟୀ, ମୃତ ପୁଲକ ବିଶ୍ୱାଳଙ୍କ ପ୍ରଥମ ସ୍ତ୍ରୀଙ୍କ ବର୍ଷ ତଳେ ମୃତ୍ୟୁ ଘଟିବା ପରେ ଆଉଥରେ ଗତ ୩ ମାସ ତଳେ!-->…
Read More...
Read More...
ଧାରଣାରେ ଅଧ୍ୟାପକ, ଅଧ୍ୟାପିକା
ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଦେଖା ଦେଇଛି କର୍ମଚାରୀ ବିବାଦ l ପିଅନ ପାଇଁ ଆନ୍ଦୋଳନରେ ବସିଲେ ଅଧ୍ୟାପକ ଅଧ୍ୟାପିକା l ଫଳରେ ଶିକ୍ଷାନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନରେ ଏଭଳି କର୍ମଚାରୀ ବିବାଦ ଘଟଣା ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଛି l ଆଜି!-->…
Read More...
Read More...
କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଉପରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ
ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କର୍ମକ୍ଷେତ୍ରରେ କାର୍ଯ୍ୟରତ ମହିଳାଙ୍କୁ ଯୌନ ନିର୍ଯାତନା ବିରୁଦ୍ଧରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଶିକ୍ଷଣ!-->…
Read More...
Read More...
ନାଳକୁ ଖସିଲା ସ୍କୁଲବସ
ନୂଆପଡ଼ା : ଖଡ଼ିଆଳ ଗାନ୍ଧିନଗର ନିକଟରେ ଏକ ଦୁର୍ଘଟଣା ଘଟାଇଥିବାର ସୂଚନା ମିଳିଛି Iପିଲାଙ୍କୁ ନେଇ ଯିବାବେଳେ ନାଳକୁ ଖସିପଡିଲା ସ୍କୁଲବସ I ସେଥିରେ ଯାଉଥିବା ସମସ୍ତ ୨୧ଜଣ ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି I ଅଗ୍ନିଶମ ବାହିନୀ ସମସ୍ତଙ୍କୁ ନାଳରୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଥିଲା!-->…
Read More...
Read More...
ସ୍ଵର୍ଗତ ଭାଗବତ ବେହେରାଙ୍କ ଶୋକସଭା
ଫୁଲବାଣୀ- ଫୁଲବାଣୀ ଡାନ୍ସ ଏକାଡେମୀର ସଭାପତି ଭାଗବତ ବେହେରାଙ୍କ ପରଲୋକ ରେ ଏକାଡେମୀରେ ବୁଧବାର ସନ୍ଧ୍ୟାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏକାଡେମୀର ସମ୍ପାଦକ ସରୋଜ ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଶୋକସଭାକୁ ଆଇନଜୀବି ସତ୍ୟ ନାରାୟଣ ବେହେରା ସଭାପତିତ୍ବ କରିଥିଲେ। ପ୍ରଥମେ!-->…
Read More...
Read More...
ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ରାଣୀପଥର ଗ୍ରାମର ବାସିନ୍ଦା ଚମ୍ପେଶ୍ଵର ବେହେରାଙ୍କର ବୟସ ୪୭ ବର୍ଷ I ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ଘଟିବାର ସୂଚନା ମିଳିଛି I ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ବାରିପଟେ ଥିବା ଶୌଚାଳୟକୁ ଶୌଚ ହେବା!-->…
Read More...
Read More...
ଜୀବନ ଜୀବିକା ଯୋଗାଇଛି ମହୁନାଡ଼
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବର୍ତ୍ତମାନ ମହୁନାଡ଼ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି। ଏହି ମହୁନାଡ଼ ବନ୍ଧ, ପୋଖରୀ, ସାଗରରୁ ମହିଳା ମାନେ ସଂଗ୍ରହ କରି ବଜାରକୁ ବିକ୍ରିବଟା ସକାଶେ ଆଣିଥାନ୍ତି। ବିଡା ୧୦ ଟଙ୍କା ୨୦ଟଙ୍କାରେ ଏହି ମହୁନାଡ଼କୁ ବିକ୍ରି କରିଥାନ୍ତି।!-->…
Read More...
Read More...
ବ୍ଲକ କାର୍ଯ୍ୟାଳୟରେ ପଶି ଗୁଣ୍ଡାଗରଦୀ
ବାରକୋଟ : ବାରକୋଟ ବ୍ଲକରେ କାର୍ଯ୍ୟରତ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ ମାଝିଙ୍କୁ ଗତକାଲି ବ୍ଲକ କାର୍ଯ୍ୟାଳୟରେ ବାରକୋଟ ବ୍ଲକର ଅଧ୍ୟକ୍ଷାଙ୍କ ସ୍ବାମୀ ଅସଦାଚରଣ କରିବା ସହିତ ଧକ୍କା ମାରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମାଝି ବାରକୋଟ!-->…
Read More...
Read More...