Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନରେନ୍ଦ୍ର ପୁଷ୍କରିଣୀରେ ଅଭାବନୀୟ ଘଟଣା,ବୁଡିଯାଇ ଦୁଇଜଣ ଯୁବକଙ୍କ ମୃତ୍ୟୁ
ପୁରୀ : ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଅଭାବନୀୟ ଘଟଣା । ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଉଥିବା ସମୟରେ ବୁଡିଯାଇ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇଜଣ ଯୁବକ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି । ମୃତ ଦୁଇ ଯୁବକ ହେଉଛନ୍ତି ଗଞ୍ଜାମ କୁକୁଡାଖଣ୍ଡିର ରାଜକିଶୋର ଶତପଥୀ ଏବଂ ଇଚ୍ଛାପୁରର!-->…
Read More...
Read More...
ଶ୍ରୀମନ୍ଦିରକୁ ପ୍ରଦାନ କରାଯିବ ଅର୍ପଣ ଚାଉଳ ଅର୍ଥ
ପୁରୀ : ଗଛିତ ଥିବା ଅର୍ପଣ ଚାଉଳର ମାନ ପରୀକ୍ଷା କରାଯାଇଛି । ଏହା ଯଦିଓ ମଣିଷ ଖାଦ୍ୟ ଉପଯୋଗୀ ବୋଲି ଯାଞ୍ଚ କାରୀଙ୍କ ସୂତ୍ରରୁ ସୂଚନା ମିଳିଛି । ତେଣୁ ନିଷ୍ପତ୍ତି ଅନୁସାରେ ଏହି ଚାଉଳକୁ ନିଲାମ କରାଯାଇ ତାହାର ବିକ୍ରି ଲବ୍ଧ ଅର୍ଥକୁ ମନ୍ଦିର କୁ ଦାନ କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ!-->…
Read More...
Read More...
ହବିଷ୍ୟାଳୀ ବ୍ରତ ପାଇଁ ଅନଲାଇନ ମାଧ୍ୟମରେ ହେବ ଆବେଦନ
ପୁରୀ : ଚଳିତ ବର୍ଷ କାର୍ତ୍ତିକ ହବିଷ୍ୟାଳୀ ବ୍ରତ ବା ରାଇଦାମୋଦର ବ୍ରତ ପାଇଁ ଆବେଦନ ପ୍ରକ୍ରିୟା କେବଳ ଅନଲାଇନ ମାଧ୍ୟମରେ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ଚଳିତ ବର୍ଷ ର ହବିଷ୍ୟାଳୀ ବ୍ରତ ପାଇଁ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ଏକ!-->…
Read More...
Read More...
ପୁରୁଣାକଟକରେ ପହଞ୍ଚିଲା ଟ୍ରାଏଲ ରେଳ ଇଂଜିନ
ହରଭଙ୍ଗା : ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପ ତ୍ୱରାନ୍ୱିତ ଥିବା ବେଳେ ସୋମବାର ଦିନ ପୁରୁଣାକଟକ ଷ୍ଟେସନକୁ ପହଂଚିଥିଲା ରେଳ ଟ୍ରାଏଲ ଇଂଜିନ । ଏନେଇ ପୁରୁଣା କଟକ ଅଞ୍ଚଳର ଜନସାଧାରଣଙ୍କ ମନରେ ବହୁତ ଖୁସି ଦେଖିବାକୁ ମିଳିଥିଲା । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ!-->…
Read More...
Read More...
ଆଇପିଏସ ସ୍ତରରେ ବଡ଼ ଅଦଳବଦଳ
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ଏହି କ୍ରମରେ ବଦଳିଛନ୍ତି କଟକ-ଭୁବନେଶ୍ୱର ପୁଲିସ କମିଶନର ସଞ୍ଜୀବ ପଣ୍ଡା। ତାଙ୍କୁ ହେଲେ ଏଡିଜି ଟ୍ରେନିଂ ଓ ବିପିଏସପିଏ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସୁରେଶ ଦେବଦତ୍ତ ସିଂ ହେଲେ କଟକ-ଭୁବନେଶ୍ୱରର ନୂଆ!-->…
Read More...
Read More...
ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଡାଙ୍ଗନାମୁ ନିକଟ ଘାଟି ରାସ୍ତାରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଓ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଡାଙ୍ଗାଣାମୁ ଗାଁ ନିକଟରେ ଥିବା ଘାଟି ରାସ୍ତା ପାର୍ଶ୍ୱରେ ଥିବା ଜଙ୍ଗଲରୁ ଜଣେ!-->…
Read More...
Read More...
ପ୍ରାକ୍ତନ କ୍ରିକେଟ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି
ପୁରୀ : ପ୍ରାକ୍ତନ କ୍ରିକେଟ ଖେଳାଳି, ଅମ୍ପାୟାର ତଥା ସମୀକ୍ଷକ ଅଜୟ ଦାସ(ଆଲୋକ)ଙ୍କ ମହାପ୍ରୟାଣର ତ୍ରୟୋଦଶ ଦିବସରେ ଭିଆପି ରୋଡ ଚାଳିଖଟି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖଟିର ସଦସ୍ୟ ମାନଙ୍କ ସମେତ ବହୁ ପ୍ରାକ୍ତନ କ୍ରିକେଟ ଖେଳାଳି!-->…
Read More...
Read More...
ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ,ଚାଳକ ମୃତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥ ବାଟାଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଘରେ ବାଡେଇ ହେଲା ମୋଟରସାଇକେଲ । ଦୁର୍ଘଟଣାରେ ମୋଟରସାଇକେଲ ଚାଳକ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ଆଖପାଖ ଲୋକେ ଘଟଣା!-->…
Read More...
Read More...
ଚତୁର୍ଥ ମା’ ଭୈରବୀ ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକ
ହରଭଙ୍ଗା : ଭକ୍ତି ଭାବନା ଓ ସଂସ୍କୃତିର ମହା ମିଳନ ମା' ଭୈରବୀ ମହୋତ୍ସବ । ଆସନ୍ତା ନଭେମ୍ବରରୁ ଆରମ୍ଭ ହେବ ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭୈରବୀଙ୍କ ନାମରେ ନାମିତ ମା ଭୈରବୀ ମହୋତ୍ସବ । ଏନେଇ ରବିବାର ଦିନ ପୁରୁଣାକଟକ ସ୍ଥିତ ମହୋତ୍ସବ ପଡିଆଠାରେ ମା' ଭୈରବୀ ସାଂସ୍କୃତିକ!-->…
Read More...
Read More...
ବର୍ଦ୍ଧିତ ଦରମା ନେଇ ମୁଖ୍ୟ ସଚେତକଙ୍କୁ ଭେଟିଲେ ସ୍ୱଚ୍ଛସାଥୀ ସଂଘ
ବୌଦ୍ଧ: ସ୍ୱଚ୍ଛସାଥୀଙ୍କ ବର୍ଦ୍ଧିତ ଦରମା ଲାଗୁ ହେଉନାହିଁ । ବୌଦ୍ଧ ଏନଏସିର ସ୍ୱଚ୍ଛ ସାଥୀ,ସୁପରଭାଇଜର ମାନେ ଶାସକ ଦଳର ମୁଖ୍ୟ ସଚେତକଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଛନ୍ତି । ଗତ ୨୦୧୮ ମସିହାରୁ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ସମୁଦାୟ ସତର ଗୋଟି ୱାର୍ଡରେ ଦଶ ଜଣ ସ୍ୱଚ୍ଛ ସାଥୀ ଓ!-->…
Read More...
Read More...