Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆବାସ ଯୋଜନା ଆବଣ୍ଟନ ଦୁର୍ନୀତି ବିରୁଦ୍ଧରେ ଭାଜପାର ଆରଡିସି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ
ସମ୍ବଲପୁର,୧୫/୭- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଓଡ଼ିଶାରେ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟ ସାମ୍ନାରେ ଧାରଣା ପ୍ରଦର୍ଶନ କରାଯାଇଥିଲା । ଏହି ଆନ୍ଦୋଳନରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଓ!-->…
Read More...
Read More...
ବିପୁଳ ପରିମାଣର ଗଛ ଲଗାଇଲେ ବାୟୁମଣ୍ଡଳରେ ଅମ୍ଳଜାନ ସ୍ତର ବଢିବ
ସମ୍ବଲପୁର,୧୫/୭- ବିଶ୍ୱସ୍ତରୀୟ ମହାମାରୀ କରୋନାରୁ ସୁରକ୍ଷା ପାଇଁ ଜନସମାଜକୁ ଯଥେଷ୍ଟ ଅମ୍ଳଜାନ ଯୋଗାଇବା ଓ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଆଜି ସମ୍ବଲପୁର ଜିଲ୍ଳା ଧନକଉଡା ବ୍ଲକ ଅନ୍ତର୍ଗତ ବିଶାଲଖିଣ୍ଡା ଗ୍ରାମବାସୀ ଅଣ୍ଟା ଭିଡି ବାହାରିଛନ୍ତି । ଏହି ଗ୍ରାମରେ ବିଭିନ୍ନ!-->…
Read More...
Read More...
ଦରଦାମ ବୃଦ୍ଧି ପ୍ରତ୍ୟାହାର ଦାବିରେ ୬ ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ
କଣ୍ଟାବାଞ୍ଜି,୧୫/୭ - କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦ ଓ ପ୍ରତ୍ୟାହାର ରେ କଣ୍ଟାବାଞ୍ଜି ସହ ତୁରିକେଲାରେ ସି. ପି. ଆଇ ଦଳ ତରଫରୁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦେଇଥିବା ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ରହିଛି । କେନ୍ଦ୍ର ସରକାରଙ୍କ ଖାଦ୍ୟସାମଗ୍ରୀ ଉପରେ!-->…
Read More...
Read More...
ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ, ବିଷ୍ଣୁ
ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହେବା ପରେ ଏବେ ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ଓ ବିରୋଧୀ ଦଳ ଉପନେତା । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ଉପନେତା ବିଷ୍ଣୁ ସେଠୀ ସୁସ୍ଥ ହେଉଛନ୍ତି । ଏନେଇ ଭୁବନେଶ୍ୱର ଏମସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି!-->…
Read More...
Read More...
ବୌଦ୍ଧରେ ୬ଘଣ୍ଟିଆ ବନ୍ଦ ପାଳନ
ବୌଦ୍ଧ,୧୫/୭- ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ତଥା ଖାଉଟି ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଆଜି ସିପିଆଇ ଓ କଂଗ୍ରେସ ତରଫରୁ ସକାଳ ୬ ରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ଘଣ୍ଟିଆ ବୌଦ୍ଧବନ୍ଦ ପାଳନ ହୋଇଯାଇଛି । ସିପିଆଇ ଦଳ ତରଫରୁ ସାଙ୍କେତିକ ଭାବେ ବନ୍ଦ ପାଳନ!-->…
Read More...
Read More...
ତିନି ରଥରେ ଫାଟ, ଚାଲିଛି ମରାମତି
ପୁରୀ: ଆସନ୍ତା ୧୭ତାରିଖରେ ତିନିରଥର ଦକ୍ଷିଣୀ ମୋଡ । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନିରଥର ହେଲା ଯାଞ୍ଚ କରିଥିଲା । ଏହି ଅବସରରେ ତିନିରଥରେ ସାମାନ୍ୟ ଫାଟ ସୃଷ୍ଟି ହୋଇଛି । ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକରେ!-->…
Read More...
Read More...
କ.ନୂଆଗାଁ ବ୍ଲକରେ ସ୍ୱାସ୍ଥ୍ୟ ଶିବିର
କ.ନୂଆଗାଁ : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ନିରାକରଣ ପାଇଁ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର କରାଯାଇ ସଚେତନତା ସହ ଔଷଧ ବଣ୍ଟନ କରାଯାଇଛି । ବ୍ଲକର ସାଇନ୍ ପଡା ପଞ୍ଚାୟତ ଦୁର୍ଗମ ଗ୍ରାମ ରଣ୍ଡାବାଲିରେ ଡାକ୍ତର ଟିମ୍ ପାହଡ ଚଢି ସ୍ୱାସ୍ଥ୍ୟ!-->…
Read More...
Read More...
ନିଆଁ ଲାଗି ପୋଡିଗଲା ଘର, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତି
ଦାରିଙ୍ଗବାଡି ,୧୫/୭: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଉପର ସାହିରେ ଜଣଙ୍କ ଚାଳଛପର ଘରେ ନିଆଁ ଲାଗି ଘର ଓ ଧାନ,ଚାଉଳ ଲୁଗାପଟା ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରେ ଶୋଇଥିବା ବୃଦ୍ଧ ଦମ୍ପତି । ସୂଚନା ପ୍ରକାରେ ତିଲୋରୀ!-->…
Read More...
Read More...
ବାମପନ୍ଥୀଙ୍କ ‘ଓଡ଼ିଶା ବନ୍ଦ ଡାକରା’ର ମିଶ୍ରିତ ପ୍ରଭାବ ପରିଲକ୍ଷିତ
ସମ୍ବଲପୁର: ପେଟ୍ରୋଲର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ବାମପନ୍ଥୀଙ୍କ ଆଜି ଓଡ଼ିଶା ବନ୍ଦ ଡାକରା ଓ କଂଗ୍ରେସ ପାର୍ଟି ପକ୍ଷରୁ ଏହାକୁ ସମର୍ଥନର ଏଠାରେ ମିଶ୍ରିତ ପ୍ରଭାବ ଦେଖା ଯାଇଛି । ଆଜିକାର ବନ୍ଦର ମୁଖ୍ୟ ଲକ୍ଷ୍ୟରେ ସମସ୍ତ ପେଟ୍ରୋଲ ପମ୍ପ ଥିବା ସତ୍ତେ୍ୱ ଏଠାରେ ସବୁ ପେଟ୍ରୋଲ ପମ୍ପ ବନ୍ଦ!-->…
Read More...
Read More...