Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା
ବୌଦ୍ଧ,୧୧/୭- ବୌଦ୍ଧଜିଲ୍ଲା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ମନୋନୀତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ସୁପାରିଶ କ୍ରମେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି । ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ ଉପ-ସଭାପତି!-->…
Read More...
Read More...
ବଲାଙ୍ଗୀରରେ ଭେକସିନ ବନ୍ଦ୍
ବଲାଙ୍ଗୀର,୧୧/୭- ଆଜି ପୁଣି ବଲାଙ୍ଗୀର ଜିଲ୍ଲାରେ ବନ୍ଦ୍ ଅଛି ଟୀକାକରଣ । ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ସମଗ୍ର ଜିଲ୍ଲାରେ ଗତକାଲି ମାତ୍ର ୯ଟି କେନ୍ଦ୍ରରେ ୧୪୦୦ପାଖାପାଖି ଡୋଜ୍ ଟୀକା ଦିଆଯାଇଥିଲା । କିଛି ଦିନ ବିରାମ ପରେ ତା ପୂର୍ବ ଦିନ ୬୩ଟି କେନ୍ଦ୍ରରେ ୧୦,୨୦୦ ପ୍ରାୟ!-->…
Read More...
Read More...
ଘରୋଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଓ କର୍ମଚାରୀ ମହାସଂଘର ସାମ୍ବାଦିକ ସମ୍ମିଳନୀ : ସରକାରଙ୍କୁ ସହାୟତା ଦାବୀ କଲା ସଂଘ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିକ୍ଷାନିକେତନଠାରେ ଉପଖଣ୍ଡ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ କର୍ମଚାରୀ ମହାସଂଘର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଖଣ୍ଡର୨୦ରୁ ଉର୍ଦ୍ଧ୍ୱ ଘରୋଇ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଓ କର୍ମଚାରୀ ଯୋଗଦେଇଥିଲେ । ମହାମାରୀ କରୋନା!-->…
Read More...
Read More...
୨ ଆହତ ଯବାନଙ୍କୁ ଭେଟିଲେ ପୁଲିସ ଡିଜି
ଭୁବନେଶ୍ୱର : ମାଓବାଦୀଙ୍କ ଗୁଳିରେ ୨ ଆହତ ଯବାନଙ୍କୁ ଆଜି ପୁଲିସ ଡିଜି ଅଭୟ ଭେଟିଛନ୍ତି। ରାଜଧାନୀ ଏମ୍ସରେ ଚିକିତ୍ସିତ ହେଉଥିବା ଉକ୍ତ ଯବାନଙ୍କୁ ଭେଟିବା ସହ ଡାକ୍ତରଙ୍କ ଠାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିବା ସହ ଆଲୋଚନା କରିଛନ୍ତି। ୨ ଜଣ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା!-->…
Read More...
Read More...
ବିଦ୍ୟାର୍ଥୀ ଦିବସ ପାଳନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଗଣିଆ,୧୧/୭- ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ରାସଙ୍ଗ ପଞ୍ଚାୟତ ର ଓସ୍ତିଆ ଗ୍ରାମର ବିଦ୍ୟାର୍ଥୀ ଓ କ୍ଲବର ସଦସ୍ୟଙ୍କୁ ନେଇ ବିଦ୍ୟାର୍ଥୀ ଦିବସର ପାଳନ ଅବସରରେ ଗ୍ରାମରୁ ସ୍କୁଲକୁ ଯାଇଥିବା ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱରେ ବିଭିନ୍ନ ପ୍ରକାରର ଫଳ,ଫୁଲ ଗଛ ସହିତ ଉପକାରୀ ଗଛ ଲଗାଇଥିଲେ ।!-->…
Read More...
Read More...
ପ୍ରାଣୀ ନିରୀକ୍ଷକ ଆସୁନଥିବାରୁ ଗୋପାଳକ ଅଫିସରେ ପକାଇଲେ ତାଲା
ବୌଦ୍ଧ/ଜହ୍ନାପଙ୍କ,୧୧/୭- ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କରେ ଥିବା ପ୍ରାଣୀ ସହାୟକ କେନ୍ଦ୍ରର ପ୍ରାଣୀ ନିରୀକ୍ଷକ ଦୀର୍ଘଦିନ ହେଲା ଆସୁନଥିବାରୁ ଗୋସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଅଞ୍ଚଳବାସୀ ବାରମ୍ବାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଲିଖିତ ଅଭିଯୋଗ!-->…
Read More...
Read More...
ଭାମା ପ୍ରଧାନ ଓ ତାଙ୍କ ତିନି ଝିଅଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରଶାସନକୁ ଅନୁରୋଧ କଲେ ମାରୁତୀ ସେନା
ବୌଦ୍ଧ,୧୧/୭- ମାଳମାଳ ସରକାରୀ ଯୋଜନା, କିନ୍ତୁ ଏସବୁ ଯୋଜନାରୁ ବଂଚିତ ହୋଇଛନ୍ତି ବୌଦ୍ଧବ୍ଲକ ଆମ୍ବଝରୀ ପଂଚାୟତ ପାଟୁଲିପଡ଼ା ଗ୍ରାମର ଭାମା ପ୍ରଧାନଙ୍କ ପରିବାର । ପରିବାର କହିଲେ ସେ ଓ ତାଙ୍କର ତିନୋଟି ଭିନ୍ନକ୍ଷମ ଝିଅ । ସମସ୍ତଙ୍କ ବୟସ ୩୫ ବର୍ଷରୁ ଉର୍ଦ୍ଧ୍ୱ । କିନ୍ତୁ ଏପର୍ଯ୍ୟନ୍ତ!-->…
Read More...
Read More...
ବୌଦ୍ଧଜିଲ୍ଲା: ଆଜି ୧୦ ଆକ୍ରାନ୍ତ ଚିହ୍ନଟ, କଣ୍ଟାମାଳ ବ୍ଲକ ଆକ୍ରାନ୍ତ ଶୂନ୍ୟ
ବୌଦ୍ଧ,୧୧/୭: ବୌଦ୍ଧଜିଲ୍ଲାରେ ସଂକ୍ରମଣ ହାର କମିବାରେ ଲାଗିଛି । ଆଜି ଜିଲ୍ଲାରୁୁ ୧୦ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି କଣ୍ଟମାଳ ବ୍ଲକ!-->!-->!-->…
Read More...
Read More...